
ବିନା ସ୍ୱର୍ଥେ କାର୍ଯ୍ୟ କରେ ଯିଏସଭିଙ୍କ ମନ କିଣେ ସିଏ।
ଏକ ଛୋଟ ଗାଁରେ ଗୋବିନ୍ଦ ନାମ ରେ ଜଣେ ଚାଷୀ ବାସ କରୁଥିଲା। ସେ ଏକ ବଡ଼ ମନର ଲୋକ ଥିଲା ଏବଂ ସେ ତାର ପରିବାରକୁ ଖୁବ୍ ଭଲ ପାଉଥିଲା । ତାର ପରିବାର କହିଲେ ଛୋଟ ଝିଅ ଦେବୀ ଏବଂ ଛୋଟ ପୁଅ ଶିବା, ଏହି ଦୁଇଜଣ ତା ପାଇଁ ତାର ସବୁ କିଛି ଥିଲେ । ଜୀବନରେ ତାର ଲକ୍ଷ୍ୟ ଗୋଟେ ସେ କେମିତି ଛୁଆ ଦୁଇ ଟାଙ୍କୁ ଭଲ ପାଠ ପଢ଼ାଇ…