
ବlତ୍ସଲ୍ୟ ମମତା କାହିଁ ରହିଲାପ୍ରତିଯୋଗିତା ରେ ନିୟୋଗ ପିଲା
ଅଧିକ ପଢିବା ସହରକୁ ଯିବା ଛୋଟ ପରିବାର ଗଢ଼ୀଯୌଥ ପରିବାରୁ ଭିନ୍ନ ହୋଇ ଚଢି ସ୍ଵେଛା ଚାରିତା ର ସିଡି,ପ୍ରତିଯୋଗିତା ରେ ଜୀବନ ଧାଉଁଛି ଖୋଜି ସୁଖର ସପନରାତିକ ଭିତରେ ସଉଧ ତୋଳିବ ବିକଳ ହୁଅଇ ପ୍ରାଣ,,ଆଧୁନିକ ଯୁଗେ ସମୟ ଅଭାବ ସନ୍ତାନ ଟିଏ ପାଇଁକର୍ମଜୀବି ପୁଣି ଦମ୍ପତି ଦ୍ବୟ ଯେ ଟଙ୍କା ରୋଜଗାର ପାଇଁ,ଆୟା ମା ଧାଇ ମା କୋଳ ରେ ବଢ଼ଇ କୋମଳ ଶିଶୁ ଜୀବନମା ସ୍ନେହ ଅବା ମାଆ ସ୍ତନ୍ୟ ଟିକେ ଶିଶୁ…