
ପ୍ରତିକ୍ଷା
ସବୁକିଛି ନେଇଗଲା ପ’ରେଟିକିଏ ବି ଫେରି ଚାହୁଁନ!କେମିତି ବଞ୍ଚିବି ଯେ-ଆଙ୍ଗୁଠି ଗଣା ରେ ବି ସରୁ ନାହିଁ ଦିନ। ଅସହ୍ୟ ହେଉଚିନିଶ୍ୱ ଜୀବନରେ ନେବାକୁ ନିଶ୍ୱାସତୋଫା ତୋଫାଜହ୍ନ ଆଲୁଅରେ ମିଳେଇ ଯାଉଚିମୋ ପୁରୁଣା ଦିନର ବିଶ୍ଵାସ ଆଞ୍ଜଳୁ ରୁବାଲି ସବୁ ଝରି ଗଲା ଭଳିଆଙ୍ଗୁଳି ସନ୍ଧିରେ ସରି ଯାଉଚି ଆୟୁଷତୁମେ ଆସ ବା ନ ଆସଏମିତି ଚାହିଁଥିବିତୁମ ଫେରିବା ବାଟକୁଥିବା ଯାଏ ପିଣ୍ଡରେ ଶେଷ ନିଶ୍ଵାସ। ତପନ କୁମାର ବେହେରା କାନପୁର, ନରସିଂହପୁର,

ପାଗଳ ପ୍ରେମୀ
ଗୋଟେ ଝିଅ ଥିଲା ଲିଜା। ଭଲ ପାଇବା ତା ପାଇଁ ଖେଳ ଘର । କେତେ କେତେ ଯେ ପୁଅ ଙ୍କୁ ସେ ତା ପ୍ରେମ ଜାଲ ରେ ଫସେଇ ତାଙ୍କ ଠୁ ପଇସା ଲୁଟିଚି ତାର ସୀମା ନାହିଁ । ଝିଅ ଟା ଦେଖିବା କୁ ଟିକେ ସୁନ୍ଦର ଆଉ ସେଥି ପାଇଁ ସେ ଖୁବ୍ ସହଜ ରେ ପୁଅ ମାନଙ୍କୁ ତା ବସ ରେ କରିପାରେ । ବିନା କିଛି ସ୍ବାର୍ଥ ରେ ସେ…

ନୁଆଁଖାଇ ତିହାର
କେତେ ଜନମ୍ କରମ୍ ବଳେପାଇଛୁ ମାଁ ମାଟିନୁଆଁଖାଇ ଆମର ତିହାର ବଏଲେଫୁଲି ଯାଏସି ଛାତି l ସୁନା ରଙ୍ଗେ ମୁଲ୍ ମୁଲେଇ କରିହସୁଛେ ଧାନର ବାହାଲିଚାରି ଆଡେ ସବୁ ନୁଆଁ ଦିସୁଛେନୁଆଁଖାଇ ଆସିଛେ ବଲି l ଇଷ୍ଟଦେବୀ ଆମର ମାଁ ସମଲେଇଦୁଃଖ ଜନାମା ତାହାକେ ଯାଇଚଢ଼ାମା ନୁଆଁ ଧାନ୍ସୁନ୍ ସୁନ୍ ମା ଗୋ ଇ ମାଟିର କଥାଡେରି ରଖିଥା ତୋର କାନ୍ l ଢୋଲ ନିଶାନ ତାସା ମୁହୁରିଜଗତେ ଉଡୁଛେ ଧ୍ବଜାଶୁହ୍ଲ ଭର୍ନି ବାଜବା ଆଏଜ୍ମାଁ ପାଇବା…

ମୁକ୍ତିର ପଥ
ଭାଙ୍ଗି ପଡିଥିବା ଖଣ୍ଡେ ଆକାଶକୁଜଣେ ଆଉଜି ରହିଏକ ଲୟରେ ଚାହିଁ ରହିଥିଲାଆଉ ଖଣ୍ଡେ ଆକାଶକୁସବୁକିଛି ଦୃଶ୍ୟମାନ ତଥାପିସବୁଠି କେବଳ କୋଳାହଳ ଅନେକ ମଲା ଶରୀରଉଠିବା ପାଇଁ ଅପେକ୍ଷାରତସେମାନଙ୍କ ଜୀବଦ୍ଦଶାରେ କରିଥିବାପାପ ପୂଣ୍ୟର ହିସାବ ଦେବାକୁନର୍କ କିମ୍ବା ସ୍ୱର୍ଗ ପ୍ରାପ୍ତି ପାଇଁ ସମସ୍ତ କୋଳାହଳ ମଧ୍ୟରେଦୃଷ୍ଟି ଅଢ଼ୁଆଳରେ ରହିଥିବାଏକ ଶିଶୁର ନିଷ୍ପାପ ଚକ୍ଷୁ କିନ୍ତୁଠହରେଇ ନେଇଥିଲା ସୃଷ୍ଟିକର୍ତ୍ତାଙ୍କ ଠିକଣାକୁ ଗୋପନରେ ଯାଇ ପଚାରିଥିଲା ପ୍ରଶ୍ନଟିଏସେଠି ତୁମେ କାହିଁକି ନାହଁ ବୋଲି ?ସୃଷ୍ଟିକର୍ତ୍ତା ନିରୁପାୟ ଏଥରକି ବା ଉତ୍ତର ଦେବେ…

ଗଙ୍ଗାଧର ମେହେର
ଭାଷା ସାହିତ୍ୟ ର ଯିଏଆନ୍ ଗନ୍ତାଘରପ୍ରକୃତି କବି ସ୍ଵଭାଵ କବିନାଁ ଟା ଗଙ୍ଗାଧର l ଜିଲ୍ଲା ହେଲା ବରଗଡ଼ଗାଁ ଟା ବରପାଲିକଲମ୍ ଧରି ଲେଖିଦେଲେପ୍ରଣୟ ବଲ୍ଳରୀ ଅର୍ଘ୍ୟଥାଳି l ବାପା ହେଲେ ଚୈତନ୍ୟମାଁ ର ନାଁ ଟା ସେବତୀତାକର ଟୁଣେ ବାସ କରୁଥିଲେଦେବୀ ସରସ୍ବତୀ l କଲମ୍ ଧରି ଲେଖିଦେଲେଇନ୍ଦୁମତୀ ତପସ୍ୱିନୀଉତ୍କଳ ଲକ୍ଷ୍ମୀ କିଚକବଧଅଯୋଧ୍ୟା ଦୃଶ୍ୟ ପଦ୍ମିନୀ l ଅମର ହେଇ ରହିଗଲାତୁମର କାବ୍ୟ କବିତାଫିରିଆସ ହେ ଗଙ୍ଗାଧରଖୁଜୁଛେ ଇ ଧରତୀ ମାତା l

ଶୁଖାଗଛ
ଗାଁ ମୁଡ଼ର୍ ଢଡ଼ୋ ବରଗଛ୍କେତେ ଉଭାଗର ହେଇଥିଲାବଁକ୍ ନୁ କୂଆ ତକ୍ କୁଇଲି ନୁ ଭମରା ତକ୍ସମ୍କର୍ ବାସ୍ ହେଇଥିଲା ।ବା’ର ମାସି ଝମ୍ କଲା ହେଇବାହି ପଖ୍ରା ମେଲେଇଥିଲାଇ ମୁଡ଼୍ ସେ ମୁଡ଼୍ ଚାପି ଯାଇକରିବଡ଼ା ସୁନ୍ଦର ଦିଶୁଥିଲା ।ଘଡ଼ିର୍ ଟିକ୍ ଟିକି ବଦଲି ନାଇଁଜମାନା ବଦଲି ଗଲାଢଡ଼ୋ ବରଗଛ ଶୁଖ୍ଲା ଯେନ୍ତାଚେରେ ବି ଠିକ୍ନା ବଦଲେଇ ଦେଲା । ପ୍ରଭୂଦତ୍ତ ପୂଜାରୀ

ଜୟ ହିନ୍ଦ୍, ଜୟ ଭାରତ
ସ୍ୱାଧୀନ ସ୍ଵାଧୀନ ଭାରତ ସ୍ୱାଧୀନଆମେ ଗାଉଛି ମୁକ୍ତିର ଗୀତଜଗତେ ଯାହାର ଉଡୁଅଛି ବାନାଆମେ ଧରିଛୁ ତାହାର ନେତ।ଜୟ ହିନ୍ଦ୍ ! ଜୟ ହିନ୍ଦ୍! ଜୟ ଭାରତବିଶ୍ଵ ଗୁରୁ ଯିଏ ଜ୍ଞାନ ବିଜ୍ଞାନରେବିଶ୍ଵ ଭାତୃତ୍ଵ ଯାହାର ଟେକରଖିବୁ ମାନ ଏ ମାଟିର ସନ୍ତାନବଳି ଦେବୁ କାଟି ବେକ।ଜୟ ହିନ୍ଦ୍ ! ଜୟ ହିନ୍ଦ୍! ଜୟ ଭାରତହିମାଦ୍ରି ଯାହାର ସୁଦୃଢ଼ କବଚସିନ୍ଧୁ ପଖାଳେ ଯା ପାଦସଂସ୍କୃତି ଯାହାର ଅନନ୍ୟ ଅପାରଯା’ର ମାଟିର ସ୍ଵାଦ ଅମୃତଜୟ ହିନ୍ଦ୍ ! ଜୟ ହିନ୍ଦ୍!…

मैं तेरे साथ खड़ी थी, मैं तेरे साथ खड़ी हूं
ये दुनिया चाहे कुछ भी कह ले तुझेपर मैं तो बस इतना कहूंगी किमैं तेरे साथ खड़ी थीजब तू जीत का परचम लहरातीअन्तिम लड़ाई लड़ने खड़ी थी,जीत का अन्तिम पड़ाव बस छूने बाली थी!मैं तेरे ही पास खड़ी थी, तेरे ही साथ खड़ी थी;तेरी खुशी में शामिल, तेरे लिए प्रार्थना करती!मैं तब भी तेरे साथ…