
ମା
ହେତୁ ହେଲାଦିନୁ ଗୋଟିଏ ଶବ୍ଦର ପ୍ରତିଶବ୍ଦ ଏଯାଏଁ ଖୋଜି ଚାଲିଛି… ଶବ୍ଦଟି ହେଉଛି “ମା” କିନ୍ତୁ….ପ୍ରଦିଶବ୍ଦ ତମାମ୍ ଅଭିଧାନ ଖୋଜିଲା ପରେ’ବି ମୁଁ ଜମାରୁ ପାଉନି ତା ଛୁଆଁ…. ସିଏ ଜନ୍ମଧାତ୍ରୀ ସେବାକାରୀ ଧାତ୍ରୀ ପାଳନକର୍ତ୍ତୀ ବସୁଧା ଧରିତ୍ରୀ ଅବା କେଉଁ ଦେବୀର ପ୍ରତିମୂର୍ତ୍ତି…. ଯେବେ ଯେବେ ନିଜକୁ ଆସହାୟ ପାଇଛି… ଯାହାପାଖରେ ଟିକିଏ ରହିଯାଇଛି ନିଜର ସ୍ଥିତି ଜଣେଇ କିଛି ନା କିଛି ପାଇଛି,ପାଉଛି… ଆଶା… ପାଇ ଚାଲିଥିବି ନିଶ୍ଚୟ… ତେଣୁ… ସର୍ବଦା ମଥାନତ ସେଇ…