
ବିରୋଧାଭାସ
ପାହାଡ ଭର୍ତ୍ତି ଅହଙ୍କାରଆକାଶ ଭର୍ତ୍ତି ଈର୍ଷା କୁ ଧରିଶାଶ୍ଵତ ପ୍ରେମର ଇଲାକା ଖୋଜିବାକଣ ବିରୋଧ ଭାସ ନୁହେଁ କି ?ସଂକୀର୍ଣ୍ଣ ତାର ଅନ୍ଧ ଗଳିରେବୃଥା ଅଭିମାନ ର ଦର୍ପଣ ବିକିବାକାମନାର ଵାରୁଦ ଗଦାରେ ଠିଆ ହୋଇଅଗ୍ନିକୁ ଆବାହନ କରିବାଅହଁ ର ଲଘୁ ଚାପକୁ ବାତଅଣ ଚାସ କରିବାକଣ ବିପରୀତ ଚେତନା ନୁହେଁ କି ? ସ୍ବାର୍ଥ ମିଶ୍ରିତ ଚେତନାର ହାଟ ରେକୁଶଳୀ ବେପାରୀ ସାଜି ବାନିଜ ଚୈତ୍ୟ ଚେତନାର ବାଣୀକୁଉପେକ୍ଷା କରିବାକଣ ନିଜ ଜୀବନକୁ ପ୍ରତି ପଦେହତ୍ୟା…