
ସେଇ ରାତି
ସେଦିନ ଥାଏ କୋଡିଏ ଡିସେମ୍ବର ଦୁଇହଜାର ତେଇଶି ମସିହା।ଟ୍ରାନ୍ସଫର ଅର୍ଡର ଆଣିବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଯିବାକୁ ପଡିଲା। ସେତେବେଳକୁ ଅପରାହ୍ନ ଚାରିଟାଘରଠୁ ସେତେବେଳକୁ ପନ୍ଦର କିଲୋମିଟର ଦୂରରେ ଥାଏ। ଗାଁରେ କିଛି ମିଳେନି, ମଫସଲ ଗାଁ। ସବୁଥର ଭଳି ସେଦିନ ବି ବୋଉ ପାଇଁ କିଛି ଫଳ କିଣିଲି। ହଠାତ୍ ସାନ ଭଉଣୀର କଲ୍ ଆସିଲା-“ନାନୀ ଲୋ କଉଠି ଅଛୁ ଜଲଦି ଆ, ବୋଉ ଦେହ ଭଲ ନାଇଁ। ଘରୁ ବାହାରିଲା ବେଳେ ତ…