KS

मोहब्बत की राह पर

चुननी है राह कोई गर तो चुन लो राह मोहब्बत की। चलना है दूर गर, बहुत दूर तलक तो साथ लेके चलो उन्हें, जो पग पग साथ चले; सफ़र को मुकम्मल करें साथ मिल कर तुम्हारे। नफ़रत को चुना है जो कोई कभी उसे हासिल भी हुआ क्या है? कभी खुशी उससे दूर भागी तो…

Read More

କଳିଯୁଗ

ମୋବାଇଲ କଲା ବାଇ ରେ ଭାଇନାଶୁଣ ହେଲା କଳିଯୁଗବାପ ପୁଅ କଥା ହେଉନାହିଁ ଆଉପଚାରିଲେ ଭାରି ରାଗ ।।ଭାଇ ଭଉଣୀ ର ନାହିଁ ଆଉ ସ୍ନେହକଥାରେ କଥାରେ କଳି ,ଆଉ ଆଗ ଭଳି ନାହିଁ ସେ ସରାଗ,ଯୁଗ ଆଜି ପରା କଳି ।।ବାପା ମାଆ କୁ ପୁଅ ଚିନ୍ନହେ ନାହିଁଭରିଯା କୁ ପାଏ ଭଲ,ମାଆ ବାପା ଆଜି ଲାଗୁ ଅଛି ବୋଝ,ଏକି ଦଶ। ପ୍ରଭୁ ଦେଲ ।।ବନ୍ଧୁ ପରିଜନ ସୁଖରେ ନିଜରଦୁଃଖ ବେଳେ ଦେଖା ନାହିଁ,ମଣିଷ ପଣିଆ…

Read More

ଏମିତି ହୁଅନ୍ତାନି

ଏମିତି ହୁଅନ୍ତାନିରାତାରାତି ସବୁ ଭାଙ୍ଗି ଯାଆନ୍ତାଗଢ଼ିଉଠିଥିବା ଯେତେସବୁ ଅନାଥ ଏବଂ ବୃଦ୍ଧାଶ୍ରମ। ସବୁ ପୁଅବୋହୂଙ୍କହୃଦୟରେ ଲହଡ଼ି ଭାଙ୍ଗନ୍ତା ଦୟାର ଗଙ୍ଗାମାନ ଅଭିମାନରାଗ ଅହଂକାରସବୁକିଛି ଧୋଇ ହୋଇ ବହିଯାନ୍ତା ବୟାଅଶୀର ବଢ଼ୀପରି ସମୟ ସୁଅରେ ଏମିତି ହୁଅନ୍ତାନିଘୃଣାସବୁକରୁଣାର ଫୁଲ ହୋଇ ଫୁଟନ୍ତେମରି ଯାଇଥିବା ସେଇ ମନ ଅଗଣାରେମହମହ ବାସି ଉଠନ୍ତା ଘରଯେମିତି ବାସି ଉଠୁଚି ଶ୍ରୀମନ୍ଦିର। ରିତିନୀତି ସଂସ୍କୃତି କୁ ନେଇହସଖୁସିରେ ଫାଟି ପଡ଼ନ୍ତା ସମୟଇର୍ଷାରେ ବି କୁହନ୍ତେ ଜଗନ୍ନାଥମୋରଛତିଆ ଯିବାର ନାହିଁ,କି ଲୋଡ଼ା ନାହିଁ ମନ୍ଦିରରଖିବାର ଅଛି…

Read More

କେତୋଟି ପ୍ରଶ୍ନ

ଆଜିକାଲିର ଯୁବପିଢି ମୁହଁରେ ଗୋଟିଏ କଥା, ଆମକୁ freedom ଦରକାର । ଆମେ ସ୍ୱାଧୀନ ଭାବେ ରହିବାକୁ ଚାହୁଁ । ଆମେ ବଡ ହେଲୁଣି । ଛୋଟ ଛୁଆ ଆଉ ହେଇନୁ ଯେ ବାପାମାଆ ବା ଅଭିଭାବକ ତତ୍ତ୍ଵାବଧାନରେ ଚାଲିବୁ । ଜୀବନ ଆମର, କେମିତି ଜିଇଁବୁ ଆମେ ସ୍ଥିର କରିବୁ । କର୍ମକୁଢ଼ ହେବା ? ନିଶାରେ ଚୂର୍ ହୋଇ ରାସ୍ତା ଘାଟରେ ବବାଲ କରିବା ? ଉଚ୍ଛୃଙ୍ଖଳିତ ଯୌନଜୀବନ ?ଶେଷରେ ୟାର ପରିଣତି କଣ…

Read More

ମୋ ଜୀବନର ଚଲା ପଥରେ…..

ମୋ ଜୀବନର ଚଲା ପଥରେ…..ମୁଁ ହସିବାକୁ ଭଲ ପାଏଁତାମାନେ ନୁହେଁ ଯେମୁଁ କାନ୍ଦି ଶିଖିନିମୋ ପାଇଁ କାନ୍ଦିବା ନୂଆଁ କଥା ନୁହେଁଆଖିର ଲୁହ ତ ପିଇବାମୋର ଅଭ୍ୟାସ ହେଲାଣି ।ଅନେକ ଥର ମୁଁଭୋକରେ, ସ୍ବପ୍ନ ରେ, ଆଶାରେ ଜଳିଛିକିନ୍ତୁ କେବେ ପାଉଁଶ ହୋଇନି ।ବାସ୍ତବିକ।ମୋ ପାଦରେ ହଜାରେ ସମସ୍ୟା ର ଜଞ୍ଜିର୍ତଥାପି ମୁଁ ଜିଇଁ ଛିମୁଁ ସଂଘର୍ଷ କରି ବଞ୍ଚିବାକୁ ଚାହେଁତା ମାନେ ନୁହେଁମୋ ଜୀବନରେ ଦୁଃଖ ନାହିଁ ।ଅନେକ ଅଭାବ ଅସୁବିଧା ଅସମୟରେ ଆସେତଥାପି ମୁଁ…

Read More

ଜରାଶ୍ରମ

ଦଶମାସ ଗର୍ଭେ ଧରି ସନ୍ତାନ କୁଦେଇଥିଲା ପରିଚୟପାଦେ କଣ୍ଟାଟିଏ ଫୁଟିଗଲେଝରି ଯାଉଥିଲା ଆଖିରୁ ଲୁହ llଦୀପଶିଖା ପରି ନିଜେ ଜଳି ଜଳିକରୁଥିଲା ସିଏ ଆଲୋକ ପ୍ରଦାନତ୍ୟାଗ ସଂଘର୍ଷ ବଳିଦାନସର୍ବ ଉତ୍ସର୍ଗୀତ ଥିଲା ତା ଜୀବନ llମାନଅଭିମାନ ଲହୁଲୁହ ଇଛାବାଞ୍ଛାସବୁ ଲୁଚାଇ ସେ ହୃଦୟ ଭିତରେନିଜକୁ ନିଜେ ସଂକୁଚିତ କରିରହିଥିଲାଆପଣା ପୃଥିବୀରେ llଅତୀତଟା ସମ୍ମୁଖ ରେ ହୁଏ ଉଦ୍ଭାସିତହୃଦୟ ଟା ବେଦନାରେ ଖଣ୍ଡ ବିଖଣ୍ଡିତନିଜ କର୍ମ କୁ ଆଦରି ଆଜି ଶୂନ୍ୟହସ୍ତ , ଦୁଃଖ ବେଦନାରେ ହୃଦୟ କ୍ଷତାକ୍ତ…

Read More

ଏଇ ଜୀବନଟା ଜୀବନ ନୁହେଁ

ବାପା ମା ସ୍ନେହ ଛୁଆ ପାଉନାହିଁଯଦି ହଷ୍ଟେଲରେ ଦିନ କାଟୁଛି…..ମା ପଣତକାନି ମିଳିପାରୁ ନାହିଁମା ଯଦି ଡ୍ରେସ୍ ପିନ୍ଧୁଛି…..!! ଅଜା ଆଇ ଗପ ଶୁଣିପାରୁ ନାହିଁଛୁଆ ମୋବାଇଲ ଖେଳୁଛି…..ମା ହାତ ରନ୍ଧା ଭଲ ଲାଗିବ ନାହିଁଅନଲାଇନ୍ ରେ ଖାଦ୍ୟ ଆସୁଛି…..!! ପୁଅ ବୋହୂ ସେବା ମିଳିବ ନାହିଁପୁଅ ବଡ ଚାକିରି କରିଛି…..ବାହାନା ଦେଖେଇ ନିଜ ସ୍ତ୍ରୀ ସାଥେବିଦେଶରେ ଦିନ କାଟୁଛି….!! ଭାଇ ଭାଇ ମଧ୍ୟେ ଝଗଡ଼ା ଲାଗିବଯଦି ମାଇପ ବୁଦ୍ଧିଆ ହୋଇଛି…..ସ୍ବାମୀ ସ୍ତ୍ରୀ ସମ୍ପର୍କ ଭଲ ହବ…

Read More

ଗୃହିଣୀ

ପ୍ରେମ ର ରଙ୍ଗ ଯେ ଏତେ ଗାଢ଼ ଏବଂ ପ୍ରେମ ସିଧା ଆତ୍ମା କୁ ସ୍ପର୍ଶ କରେ ବୋଲି ଜାଣି ନଥିବା ଟିକିନା ସେଦିନ ରତ୍ନାକର ଓରଫ ରନି ସହିତ ପ୍ରଥମ ଦେଖାରେ ଦୁଇ ତିନି କଚଡ଼ା ଖାଇ ଖଣ୍ଡିଆ ଖାବରା ହେଲା ପରେ ଯାଇ ପ୍ରେମ ର ଶୀତଳ ମଧୁର ଅନୁଭବ ର ଟେର ପାଇଥିଲା l ସେଦିନ ଠାକୁର ପୂଜା ପାଇଁ ବୋଉ ଫୁଲ ଆଣିବାକୁ ପଠାଇ ଥିଲା ତାକୁ l ସାନ ଭଉଣୀ…

Read More

ଯନ୍ତ୍ରଣାର ହାଇଫେନ୍

ବିସ୍ତରଣଶିଳ ଇତିହାସର ଡାଳ ପତ୍ରକୁମାଟିରେ ଗୁଞ୍ଜିଦେଇକଳା ଘୁମର ସେଇ ଆକାଶର ବେଣୀରେଚମକୁଥାଏ ଚିକମିକ୍ ବିଜୁଳୀବର୍ଷା ଝରିଗଲା ପରେ ପବନର ଆଉ ପ୍ରାଣ କାହିଁ??ସକଳ କ୍ଳାନ୍ତିକୁ ଭୁଲି ଘୂର୍ଣିବାୟୁରେ ରୂପାନ୍ତରିତ ହେବା ପାଇଁ!!ଛୁଇଁ ବାକୁ ପାହାଡ଼, ଝରଣା, !!ଆଉ ସବୁ ଦିଗ୍ ବଳୟ…..??ଜହ୍ନ ମାମୁଁ କୁ ତୋଳି ଆଣିଛାତିରେ ଜାବୁଡ଼ି ଧରିବାର ଇଛା!ଝାଉଁ ବଣର ଦୀର୍ଘଶ୍ୱାସ କୁ ଆଲିଙ୍ଗନ କରିସମ୍ଭବତଃ ତାକୁ ପାଇ ଯିବାର ପ୍ରେମାଞ୍ଜନ! ଉଦୁଉଦିଆ ଖରାର ଟହଟହ ହସବେଳେ ବେଳେ ଉପହାସ ଭଳି ମନେ ହୁଏତା…

Read More