
ଗାଆଁ ର ମହକ
ଚାଉଦିଗେ ତା’ର ସବୁଜ କିଆରୀପାଚିଲା ଫସଲ ହସ ,ଦୂର ପାଟ ବିଲେ ଖଜୁରୀ ତାଳ ରଶୋଭା ତ କରେ ବିବସ ।।ତା ଆଗ ପଟକୁ ଅଙ୍କା ବଙ୍କା ନଈକାଚ କେନ୍ଦୁ ପାଣି ଧାର ,କୁଳୁକୁଳୁ ସୁରେ ଗୀତ ଗାଇ ଧାଏଁସତେ କି ରୂପେଲି ଗାର ।।ଗାଈଆଳ ଟୋକା ବଇଁଶୀ ଶବଦଗୋଠ ଆମ୍ବ ତୋଟା ତଳେ,ବାହୁଡନ୍ତି ଗୋରୁ ଗାଆଁ ଦାଣ୍ଡେ ଧୂଳିନୂଆଁଣିଆ ସଂଜ ବେଳେ ।।ଗାଆଁ ମଝି ଠିଆ ମନ୍ଦିର ଦୁଇଟାଜଗନ୍ନାଥ ବଡଦିଅଁ ,ଠାକୁରାଣୀଙ୍କର ଆଶୀଷ ମିଳଇସିନ୍ଦୂର ବେଳା…