ସେ ଚେହେରା
ଏତେ ଭିଡ଼ କୋଳାହଳ ଭିତରେ ଏକା ସେଇ ଚେହରା ବାରମ୍ବାର ମତେ କାହିଁକି କେଜାଣି ଘାଣ୍ଟି ଚକଟୁ ଥାଏ । ସତେ ଯେମିତି ମୋର ଆଉ ଥୟ ନ ଥାଏ ବର୍ତ୍ତିବାର ଉପାୟ ନ ଥାଏ ମରୁଭୂମିର ମରିଚିକା ପ୍ରାୟେ । ମନ ଭିତରକୁ ଖୁମ୍ପି ପକାଉଥିବା ସେ ଚେହରା ଭିନ୍ନ ଏକ ସ୍ୱପ୍ନ କୁ ନେଇ ହଜି ଯାଇଛି ସେ ଶୂନ୍ୟରେ । ଶୂନ୍ୟତାର ସବୁଜିମା ରେ ଚେହେରା ତାର ଘୁରିବୁଲେ ମୋର ଏକା ଜୀବନରେ …
ଅପରାହ୍ନର ଅବଶୋଷ
ରାଜ ଉଆସ ପରି ଘର। ଦାସୀ ପରିବାରୀ ଙ୍କ ଗହଳ ଚହଳ ରେ ପୁରି ଉଠୁଥିଲା ସାରା ପରିବେଶ। ବଗିଚାର ରଙ୍ଗ ବେରଙ୍ଗ ଫୁଲ ପରେ ଆଖି ବୁଲେଇ ଆଣୁ ଆଣୁ ଦୀର୍ଘଶ୍ଵାସ ଛାଡୁଥାନ୍ତି, ସେ ଅଞ୍ଚଳର ବିଶିଷ୍ଟ ସଂଭ୍ରାନ୍ତ ବ୍ଯକ୍ତି ଅଜୟ ସାମନ୍ତରାୟ। ଏଇତ ଏଇ ଫୁଲ ଗଛ। ଧର୍ମ ପତ୍ନୀ ଅରୁଣାଙ୍କ ଏମାନଙ୍କ ପ୍ରତି ଥିଲା ଅନେକ ଦୁର୍ବଳତା। ନିଜ ଜନ୍ମ କଲା ପିଲାଙ୍କ ଠୁ ମଧ୍ଯ ଅତି ସରାଗରେ ଏମାନଙ୍କ ଯତ୍ନ ନେଇଥାନ୍ତି।…
ଅମାବାସ୍ୟା ର ଜହ୍ନ
ଆଲୋ ହେ ଛତର ଖାଇ ଡାହାଣୀ ପୋଡ଼ା ମୁହିଁ ଉଁଆସି କନିଆଁ , ତୋ ଜନମ କଲା ମା କୁ ତ ଖାଇଲୁ ,ଭାଇକୁ ଖାଇଲୁ ବୋପା ତ ଶେଯରେ ପଡି ପଡି କଣ୍ଟା ହେଲାଣି ଆଉ କଣ ବାକି ରଖିଚୁ ଯେ ପୋଡ଼ା ମୁହିଁ ନିର୍ଲଜ୍ଜ ଙ୍କ ଭଳି ପଡି ରହିଛୁ। ରହ ଆଜି ଦେଖିନେବି ତୋତେ ତୋ ପାଠ ପଢା ଛଡେଇ ଦେବି ।ଦେଖିବି ତୋ କୋଉ ଵୋପା ଅଜା ଆସି ତତେ ରକ୍ଷା…
ମହାମାୟା
ଚାରିଆଡେ କେତେ ଆନନ୍ଦ ଉତ୍ସବ ବାଜି ଉଠୁଛେ ବଜାଗଜା , ଶରତ ମାସର ଦଶହରା ଦିନେ ମାଁ ମହାମାୟା ଉଡ଼ିବା ଧ୍ଵଜା।। ଚାଏର ଦିନୁ ଚାଳିଛେ ସଜାବଜା ମା’ର ପରବ ଆସବା ବଲି, ଢୋଲ ନିଶାନ ତାସା ବାଜି ଉଠିବା ମାଁ ଆସିବା ଝୁଲି ଝୁଲି ।। ଲାଲ ଲାଲ ଶାଢ଼ୀ ନେ କପାଳେ ସିନ୍ଦୂର ଗଲା ନେ ତୋର ମନ୍ଦାର ମାଲ, ପାଦେ ମାଁ ତୋର ଅଏଲତା ଗାର୍ ଧଏନ୍ ଧଏନ୍ ତୋର ଲୀଳା ଖେଲା…
ତୁମ ପାଇଁ
ଝୁରାମନ ଝୁରି ହୁଏ, ପିଲା ଦିନ କଥା ମାଁ-ବାପାଙ୍କ ଗେଲ-ଆଦର ମନେ ପଡ଼େ ଖେଳବେଳ ସାଙ୍ଗସାଥୀ ,ଭାଇଭଉଣୀଙ୍କ ମେଳ ଆଚାର ଚୋରି ଆଉ କଞ୍ଚା ଆମ୍ବ,କୋଳି ଖିଆ କଥା ଖୁବ୍ ବେଶୀ ମନେ ପଡ଼ ତୁମେମାନେ ଖିଆଳି ମନକୁ ମୋର ବାନ୍ଧିଛ , ବନ୍ଧୁ ପଣେ କରିଛ ତୁମରି ବସା । ସମୟର ଚୋରା ବାଲି, ସବୁ ଚୋରି କରି ନେବ ହେଲେ ତା’ ପାଖରେ ଚାବି କାହିଁ ଖୋଲିବାକୁ ତାଲା ପକା ମୋ ମନର ଗୋପନ…
ଅରଣ୍ୟ ଅଭେଦ୍ୟ
ଏଇଠି ; ପାହାଡ଼ ତୀଖରୁ ଓହ୍ଲାଇ ଆସନ୍ତି ? ଭାରୁଏ’ ଭାରୁଏ’ ବାଟହୁଡା’ ଭୋକ ? ଜଙ୍ଗଲ’ ଫେରନ୍ତା’ ଅନେକ’ ଅନିଦ୍ୟ’ ଅଶିଣ ? ପାହୁଲାଏ’ ପାହୁଲାଏ’ ପରାସ୍ତ’ ପ୍ରତିଵେଦନ ? ଲୋଚା’କୋଚା ଲୁହ’ ମାନଙ୍କ ଲହ’ ଲହ’ ନିମନ୍ତ୍ରଣ ? କୁରୁଳା’ କୋହ ମାନଙ୍କ କାକୁସ୍ଥ’ କାହାଣୀ ? ଜଙ୍ଗଲ ଜଂଘସନ୍ଧି’ର କ୍ଷତାକ୍ତ’ କ୍ଷତ ? ଉଲଗ୍ନ’ ଅରଣ୍ୟର ଅଗନା’ ଅଗନି’ ଅନ୍ତଃସତ୍ତ୍ବା’ ଲୁହ ? କେବେ’ କେମିତି; ଚୁପ୍ ଚାପ୍’ ନିଗିଡ଼ି’ପଡନ୍ତି ? ପାହାଡ଼ୀ’…
ବନ୍ଧୁ ତୁମେ
ଦୀନ ଜନ ବନ୍ଧୁ ଗୋପବନ୍ଧୁ ତୁମେ ଅଟ ଯେ ପ୍ରକୃତ ବନ୍ଧୁ ଦେବ ଦୂତ ପରି ସାହା ହେଉଥାଅ ଦୁଃଖୀ ପ୍ରାଣେ କୃପାସିନ୍ଧୁ ।। ପିତା ଦୈତାରି ମାତା ସ୍ୱର୍ଣ୍ଣମୟୀ ଅଟନ୍ତି ଧନ୍ୟ ଦମ୍ପତି ଦୁଃଖୀ ଜନ ସେବା ଜୀବନେ ତୁମର ଅଟେ ଅମୂଲ୍ୟ ସମ୍ପତ୍ତି ।। ପିଲା ବେଳୁ ତୁମ ସୁଗୁଣ ଦେଖିଛି ସୁଆଣ୍ଡୋ ଗ୍ରାମର ଲୋକେ ପରିବାର ଭୁଲି ଦୁଃଖୀ ସେବା କଲ ନ କରିଲ ଚିନ୍ତା ଟିକେ ।। ଅନ୍ୟାୟକୁ ଯେବେ ନ…