ପରିଚୟ
କଲିକତା ସହର ରାସ୍ତା କଡ଼ରେ ଗୋଟେ ଛୋଟ ଆର୍ଟସପ୍ (ପଟ୍ଟଚିତ୍ର ଦୋକାନ) । ଦୋକାନର କାନ୍ଥରେ ଟଙ୍ଗା ହେଇଛି ବିଭିନ୍ନ ପ୍ରକାରର ଚିତ୍ର ସବୁ। ବଡ଼ ବଡ଼ ନେତା, ସ୍ଵାଧୀନତା ସଂଗ୍ରାମୀ , ଅଭିନେତା-ଅଭିନେତ୍ରୀ , ଦେବା-ଦେବୀ, ବଣ-ଜଙ୍ଗଲ , ଝରଣା ଆଦି ଅନେକଗୁଡ଼ିଏ ଚିତ୍ର ସବୁ ଏଠି କାନ୍ଭାସରେ ଅଙ୍କା ହୁଏ। ଗରାଖ ଆସି ନିଜ ମନ ପସନ୍ଦର ଚିତ୍ରକୁ କିଣି ନେଇ ଯାଆନ୍ତି , କେହି…