Kalam Sahitya

ସେର୍ରିଆ ମୁନୁସ ଜାଏତ୍

  ବଢେ ସେର୍ରିଆ ଇ ମୁନୁସ୍ ଜାଏତ୍ ତାର୍ ସଜେ ଦହ ଦହ  ଦିନ କେ କହେସି ରାତ୍  ବଢେ ସେର୍ରିଆ ମୁନୁସ…. । ସ୍ନେହ ସର୍ଧା କେ’ଭି ନାଇଁ ବୁଝି ପାରେ ସେନୁ ଭି ଖୁଜ୍ ସି ଲାଭ୍, ତାର୍ ହିତେ ସେ ଆଗଭାରି ହେସି ଜାଗା ଜାନି କାଢେ ପାଦ୍ ।। ମନର୍ ତରାଜୁ ଥି ଜୁଖି ନାପି କରି କର୍ସି ସବକୁ ଆଏତ, ବଢେ ସେର୍ରିଆ ଇ ମୁନୁସ୍ ଜାଏତ୍ ତାର୍ ସଜ୍…

Read More

ମନ ପ୍ରଜାପତି

  ଚାହିଁବି ନି ତୁମେ ସ୍ବପ୍ନ ଟେ ହୁଅ ଆଖି ଖୁଲୁ ଖୁଲୁ  ଯଦି ହଜିଜାଅ । ପୁଣି କହିବିନି ଜେ, ତୁମେ ଜହ୍ନ ଟିଏ ସାଜି କେବେ ପୁନେଇଁ ତ ଅମାବାସ୍ୟା ହେଇ  ଇତସ୍ତତ କରୁଥାଅ । ବରଂ ତାରା ଟିଏ ସାଜି ମୋ ମନ ଗଗନ ରେ ଉକିଁ ମାରୁଥାଅ। କଦାପି କହିବି ନି ସମୁଦ୍ର ର ଢେ଼ଉ ଟିଏ ସାଜି ଆସି ପୁଣି ଫେରି ଯାଅ। ବରଂ ଶାମୁକା ଟିଏ ହେଇ ହୃଦୟ…

Read More

ଚାଷୀପୁଅ

ଚଷାପୁଅ ବର୍ଷାଧାରାରେ ଡଂଗାକରି ଭସାଇଦିଏ ପାଠପଢା ଖାତା ଲିଭିବା ଯାଏଁ ଜୀବନସଳିତା ଲଂଗଳମୂନ କୁ ଲେଖନୀ  ଖେତକୁ କରି ଖାତା ଲେଖୁଥାଏ ଜୀବନକବିତା । ବର୍ଷା ହେଲେ ଚଷାପୁଅ  ପକ୍ଷିଆ ଖୋଜେନା ଛାତିରେ ଜାକିପକାଏ ମେଘକୁ ପିରତି ରଚେ ପାଳଭୂତ ସାଂଗେ  ଅଜାଡି ପକାଏ ଖତଭଳି କ୍ଷେଦକୁ ହସିପକାଏ ପାଳଭୂତ ବିସ୍ତୃତିଯାଏ ତାର ହାତ ଆଉ ଦାନ୍ତ ଛାଡ୍ ରେ….ଦେଖ୍ ତୋ ଖେତରେ ମାଟି ପାଣି ଆକାଶ ପବନ ସଭିଏଁ ମିଳାଇ ମନ ଗଢନ୍ତି ଜୀବନ ଶୀତଳି…

Read More

ଭାଙ୍ଗି ପଡ଼ିଛୁ କି ତୁ

ଜୀବନର ଚଳାପଥେ ଝୁଣ୍ଟି ପଡ଼ି- ଲହୁଲୁହାଣ ହୋଇ  ଭାଙ୍ଗି ପଡ଼ିଛୁ କି ତୁ..? ଜୀବନ ଯୁଦ୍ଧରେ ସଂଗ୍ରାମ କରି- କ୍ଷତାକ୍ତ ହୋଇ ଥକି ପଡ଼ିଛୁ କି ତୁ..? ନା…ତତେ ଉଠିବାକୁ ହେବ; ଯୁଝିବାକୁ ହେବ- ଏ କଣ୍ଟକିତ ରାସ୍ତାରେ କ୍ଷତାକ୍ତ ହୋଇ ମଧ୍ୟ ପାଦ ବଢ଼ାଇ ଆଗେଇବାକୁ ହେବ..! ଉଚ୍ଚ ଲକ୍ଷ୍ୟପ୍ରାପ୍ତିର ପ୍ରତ୍ୟାଶାରେ ଶକ୍ତ ଚାପୁଡ଼ା ଖାଇ ମଉଳି ଯାଉଛୁ କି ତୁ….? ଅଜଣା ରାସ୍ତାରେ ଏକାକୀ ବୁଲି ବୁଲି ବାଟବଣା ହେବାର ଭୟ କରୁଛୁ କି…

Read More

ମୁଁ ଓ ତୁମେ

ମୋ ଜୀବନ ନାଟକେ ମୁଁ ଅଭିନେତା , ମୁଁ ଦର୍ଶକ  ନିର୍ଦ୍ଦେଶକ ଅଟେ ମୁହିଁ  ଚିତ୍ରପଟ ବଦଳେ ଚରିତ୍ର ବଦଳେ ବାରମ୍ବାର  କିନ୍ତୁ ମୁଁ ବଦଳି ପାରେନାହିଁ  କେବେ ଲୁହ ସର ସର କେବେ ହସର ବେପାର  କେବେ ଦେଉଛି ମଣିଷତ୍ବର ଦ୍ୱାହି  ସର୍ବଦା ଯାଗ୍ରତ ରହିଛି  ନୀରବେ କଥା କହୁଛି  ହେଲେ ଜଗତ ବୁଝି ପାରେନାହିଁ ଧାଉଁ ଥାଏ ଲମ୍ବା ପଟୁଆରରେ ଚାଲୁଥାଏ ତୀକ୍ଷ୍ଣ ଧାରରେ  ଶରୀର ରକ୍ତ ଜୁଡୁ ବୁଡୁ ଏଇଥି ପାଇଁ  ପ୍ରହେଳିକା…

Read More

ବିସ୍ଥାପନ୍

  ଗଅଁତିଆର୍ ବାକସ୍ ଥି ସମକର୍ ନିଘା ଭାଜୁର୍ କୁଟୁର୍ କେତେ କଥା ଚାଲିଛେ ହେତାର୍ ଭିତରେ କାଣା ଅଛେ ବଲି  ଗଅଁତିଆ ଆଏଁଖ ମୁଜବାର୍ ଆଘୋନୁ  ସଭେ ଭାବୁଛନ୍ ଗୁମର୍ ଯାଉ ଖୁଲି । ଖଟ୍‌ ତଲେ ଯତନ୍ କରି  ରହିଛେ ହେ ବାକସ୍ ବିସ୍ଥାପନ ବେଲୁ କେଭେ କିଏ ନାଇଁ ଦେଖି ତାର ପାଖକେ ନାଇଁ ଯାଇ କେନ୍‌ କାଲୁ ପୋ ଝି ବହ ଭିଲ୍ ନିଘା ରଖିଛନ୍ ହେ ବନ୍ଦ ବାକସ୍ ଦିନେ…

Read More

जा आजाद करती हूं तुझे

जा आजाद करती हूं तुझे आज हर बंधन से अपने मोहब्बत से वो हर एक झूठे वादों से जो तूने किया था कभी मुझसे अपने हाथों में मेरा हाथ लेके । जा आजाद करती हूं तुझे में  अपनी जिंदगी से अपने हर एक ख्वाबों से अपने हर सपनों से  जो तुमने दिखाए थे कभी मुझे…

Read More