ନାଇଁ କାଟ୍ ଗଛ୍

ହାତ୍ ଯୁଡି ବିନ୍ ତି କରେ

ନାଇଁ କାଟ୍ ଗଛ୍ ରେ

ଗଛେ ଅଛେ ଦାରୁ ଆରୁ

ଜିବନ୍ ଅଛେ ଗଛେ ରେ ।।

ଗଛ୍ ଥିଲେ ଅରନ୍ ଅଛେ

ଗଛ୍ ବିନେ ମରନ୍

ଗଛୁ ମିଲ୍ ସି ପାଏନ୍ ପବନ୍

ଗଛୁ ମିଲ୍ ସି ପିନ୍ଧନ୍ ରେ…… ।।

ହାତ୍ ଯୁଡି ବିନ୍ ତି କରେ

ନାଇଁ କାଟ୍ ଗଛ୍ ରେ……

ଫଲ୍, ଫୁଲ୍, ଡାହି, ପତର୍

ଚେର୍, ମୂଲ୍, ଛାଲି, କହଁର୍

କାମେ ଆଏସି ଆମର୍ ରେ  ।।

ହାତ୍ ଯୁଡି ବିନ୍ ତି କରେ

ନାଇଁ କାଟ୍ ଗଛ୍ ରେ …..

କେନ୍ ସି ଗଛ୍ ବେକାର୍ ନାଇଁ

ଗଛ୍ ଗୁଟେ ରତନ୍

ଯେତ୍ କି ପାର୍ ବ ଗଛ୍ ଜଗ

ନିଅ ଗଛର୍ ଯତନ୍ ରେ … ।।

ଗଛ୍ ବଁଚ୍ ଲେ ବଁଚ୍ ମା ଆମେ

ଗଛ୍ ମଲେ ମର୍ ମା ରେ

ହାତ୍ ଯୁଡି ବିନ୍ ତି କରେ

ନାଇଁ କାଟ୍ ଗଛ୍ ରେ ….

ରାଧାକାନ୍ତ ସୁନା
ସହାୟକ ଅଧ୍ୟାପକ
ଓଡ଼ିଆ ବିଭାଗ
ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ, ସମ୍ବଲପୁର

Leave a Reply

Your email address will not be published. Required fields are marked *