ସୁନାରି ଆରୁ ସୁନା

ବୈଶାଖ ମାସର ଖରା, ଆର ବାଘ ନାଇଁ ଖାଏ ଚରା।
ଏଗାର ବଜେ ବେଲା ର ତିରପଟ ଖରା , କଇଁଲି ଝାଉ ମାରୁଛେ ଫୁର ଫୁର୍। ବଲାଙ୍ଗୀରୁ ସାଢେ ଆଠ କେ ଡାଇରେକ୍ଟ କଣ୍ଟାବାଞ୍ଜି ବସ ବସଲି ଯେ, ଦସ ବଜେ କେ ପାଟଣାଗଡ ପହଚି ଗଲା। ଦୁଇ ମିନିଟ ରାମଜୀ ଛକେ, ଦସ୍ ମିନିଟ ବସ ଷ୍ଟାଣ୍ଡ ନେ ଆର୍ ଦୁଇ ମିନିଟ କଲେଜ ଛକେ ଅଟକିଲା କେ ସିଧା ଛାଡଲା ଜେ ସାଢେ ଏଗାର କେ ବେଲପଡ଼ା ଆମରି ଗଲା। ଷ୍ଟେଟ ବେଙ୍କ ଛକେ ଅଟକେଇ ଦେଲା ଯେ ସିଧା ଉତରିଲି ମୋର ଭେନେଇ ର ଦୁକାନେ। ସରସ୍ଵତି ଜ୍ୱେଲର୍ସ, ବେଲପଡ଼ା। ସବୁ ରକମର ସୁନା ରୂପା କାମ ହେସି। ଡିଜାଇନ୍ ଡିଜାଇନ୍ ର ସୁନାହାର, କାନ ଫୁଲ, ନକଫୁଲ, ଡଣୀ ,ମଥା,ବାହୁଟି, ଚନ୍ଦର, ଝରି ଆର୍ ରୂପାର ଜିନିଷ ପତର ସବୁ ମିଲସି। ଛନେ ବୁଲାବୁଲି କରଲି ଆରୁ ଏକ ବାଜଲା କେ ଘର କେ ହାଜର। ନାନୀ ବଢେଇ ଦେଲା ଖାଇ ଦେଲି ପେଟେ, ସୁଇ ଦେଲି ଖଟେ।
ଫେର ଚାର ବାଜଲା କେ ଉଠଲି ବଡ ଭନଜା କେ ପଢେଇ ଦେଲି ଟିକେ ଆର୍ ବାହାରିଲୁ ଦୁକନ୍ କେ। ବେଲ ବୁଡ଼ା ଯାକ ବସିଛେ ଡୁଗ ଡୁଗ୍ ଦେଖୁଛେ, ଘେ ଫୋନ କେ ଘେଁ ସେ CC ଲାଗିଛେ ସ୍କ୍ରିନ କେ। ଠିକ ବସିଛେ ବେଲ କେ ମୋର ମୁଡ କେ ଗୁଟେ ଭାବନା ଢୁକଲା। ଦେଖୁଛେ ଦୁକାନେ କାମ କରୁଥିବାର ମୋର ଭାଈ ଟା ସୁନା ମୁଡେ କେ ଠୁଡୁକ ଠୁଡୁକ ଠେଁଶୁଛେ ହାରତୁଲ ନେ ଅର୍ ଫେର ଜୁଏ ନେ ସେଁକି ଦଉଛେ ଯେ ତରଲି ଯାଉଛେ। ଭେନେଇ କେ ପଚରାଲି କେଁଯେ ପିଟସନ୍ ଆର୍ ସେଁକସନ୍ ସୁନା କେ? ତାପନେ ଉତର ଦେଲେ ସୁନାମୁଡା କେ ଯେତେ ଠେଁସସନ ଆରୁ ଯେତେ ସେଁକସନ ସେତେ ନରମ ହେସି ଆରୁ ସୁନ୍ଦର ହେଇ ତିଆରି ହେସି । ଠିକ ଏଁନ୍ତା ସୁନାରୀ ଦୁକାନ ତୁମର ସ୍କୁଲ କକଲେଜ ଏନ୍ତା, ଆରୁ ତୁମର ମାଷ୍ଟର ସୁନାରି ଆର୍ ତୁମେ ମାନେ ଇ ଏନ୍ତା ସୁନମୁଡ଼ା ଅ ବୁଝଲୁ ।

ଲମ୍ୱୋଦର ମେହେର
ବାଣିଜ୍ୟ ବିଭାଗ
ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ

Leave a Reply

Your email address will not be published. Required fields are marked *