ନିଜ୍’କେ ନାଇଁ ମାର୍


ନିଜର୍ ଜିବନ୍ ନିଜେ ହlର୍’ଲେଁ
ଲାଗ୍’ସି ବଢ଼େ ପାପ୍
ମାହାପୁରୁ ନେ ରଖ୍ ଭର୍’ସା
ସବୁ କର୍’ବା ଥାବ୍ ।

ଦୁଖ୍ ନାଇଁ ରହେ ହରେ ହର୍’ମିସା
କିନ୍ଦ୍’ରି ଆଏବା ସୁଖ୍
ତୁଇଁ କିଏ ଆଉ କହତ ବେଡା
ରାମ୍ ‌ସିତା ଭି ପାଇଛନ୍ ଦୁଖ୍ ।

ଝାରେଁ ଜଙ୍ଗ୍’ଲେଁ ବୁଲ୍’ଲେ ରାମ୍
ରଜାର୍ ପୁଓ ହେଇଁ
ସହରେ ଜିବନ୍ ବଏଲେ ତିନ୍’ହେ
କଁଚା ଫଲ୍ ମୁଲ୍ ଖାଇଁ।

ସମ୍’ସାନ୍ ଜୁଗ୍’ଲା ହରିଚନ୍ଦର୍
ଲଟା ଘିଚିଥିଲା ନଲ୍’ରଜା
ଆମର୍‌ ଲୋକ୍ ଆଘ ମାକର୍ ଥିଲେ
ମୁନୁସ୍ ହେଇଛନ୍ କିନି ବୋ ବଝା ।

ସମିଆ ସମିଆର୍ ଖେଲ୍ ଦୁଖ୍ ସୁଖ୍
ସବୁବେଲେଁ ରହେନାଇଁ
ସଂସାର ଭିତ୍’ରେଁ ଘର୍ କରିଥିଲେ
ପଥର୍ ପଡ୍’ଲେଁ ସହି।

ଜିବନ୍ ହlରିଁ ନାଇଁଭାବ୍’ବୁ
ଭବୁ ହେଇଯିମି ପlର୍
ଭୁତ୍ ହେଁଇଁ ଘୁରିବୁଲ୍’ବୁ
ଜଙ୍ଗଲ୍ ପତର୍ ଝାର୍ ।

କୁଟମ୍ ଟlକୁଁ ଅଁନାଥ କରି
କେନ୍’ ନୁ ପାଏବୁ ମୁକ୍’ତି
ଛୁଆ ଦଉଥିବେ କିକ୍’ଲି ବୁବ୍’ଲି
ଦେଖି ଆଁଖଲ୍ ନାଇଁ ପାରୁପୁଛି ।

ଛପନ୍ କୁଟି ଜିବ ମଏଧୁ
ମୁନୁସ୍ ଜିବନର ସାର୍
ନାଇଁ ମିଲେ ଇ ଦୁଲଭ୍ ଜନମ୍
ନିଜ୍’କେ ନାଇଁ ମାର୍ ।

ମନୋଜ୍ ବାଗ୍ 

ବିଶିପଡ଼ା ୱ ନ-୭ ବରଗଡ଼

Leave a Reply

Your email address will not be published. Required fields are marked *