ବୁଆର୍ ରିସ୍‌ମି


ବୁଆର୍ ରିସ୍‌ମି ମୁନୁଷ୍ କର୍‌ସି
ତାର୍ ଛୁଆ ପିଲାକେ
ବୁଆର୍ ରିସ୍‌ମି ତାକତ୍ ଦେସି
ଅସମିଆଁର୍ ବେଲ୍ କେ ।।
ବୁଆର୍ ରିସ୍‌ମି ବାଟ୍ କଢାସି
ବୁଦ୍ଧିର୍ ବାଡ଼ି ହଜିଗଲେ
ବୁଆର୍ ରିସ୍‌ମି ହଁସେଇ ଦେସି
ଛୁଆର୍ ଭୁଲ୍ ସୁଧିର୍’ଲେ ।।
ବୁଆର୍ ରିସ୍‌ମି ପାଏନ୍ ଦେସି
ମୁର୍’ଝାଲେ ତହଁକ୍ ପତର୍
ବୁଆର୍ ରିସ୍‌ମି କନ୍ଦେଇ ଦେସି
ପାଏଲେ ସଫଲ୍ ମନ୍ତର୍ ।।
ବୁଆର୍ ରିସ୍‌ମି ଉଁଚା ମନର୍
ଉଁକିଆ ଦେଖାସି ସତେ
ବୁଆ ଆମ୍’କୁ ଛାଡ଼ି ପଲାଲେ
ସେ ରିସ୍‌ମି ଝୁର୍’ସୁଁ କେତେ
ନାଇଁ ମିଲେ ଆର୍ ସତେ ।।


ସନ୍ତୋଷ କୁମାର ଅଦାବର
ବୀରମହାରାଜପୁର,ସୁବର୍ଣ୍ଣପୁର
ମୋ-୯୭୭୭୯୧୦୭୧୮

Leave a Reply

Your email address will not be published. Required fields are marked *