ମାଗୋ ଗୁହାରି ମୋ ଶୁଣ

ପ୍ରଥମ ଦୀନ ଏତ ପ୍ରଥମ ଦୀନ
ମନରେ ଭରିଛି ଅନେକ ସପନ
ଗୁହାରି କରୁଛି ମା ଗୁହାରି ଶୁଣ
ଜଗତେ ରହୁ ମା ମଣିଷ ପଣ
କ୍ଳେଶ ଦ୍ୟେଶ ସବୁ ନଷ୍ଟ ଯେ ହେଉ
ତୋ ଆଶିଷ ସଦା ସର୍ବଦା ଥାଉ
ସୁଖ ଦୁଃଖ ରେ ଭରା ଯେ ସଂସାର
ଜଗତେ ନ ବଢ଼ୁ କେବେ ପାପର ଭାର
ଖୁସି ରହୁ ଏହି ଜନ ଜୀବନ
ଜଗତେ ମିଳୁ ମା ମାନ ସମ୍ମାନ

ସନ୍ତୋଷୀ ମେହେର

ରାଜେନ୍ଦ୍ର କଲେଜ ଛକ, ବଲାଙ୍ଗୀର

Leave a Reply

Your email address will not be published. Required fields are marked *