ନୂଆ ବଛରର୍ ନୂଆ ସପନ

ନୂଆ ବଛରର ନୁଆଁ ସପନ ପୁରା ହଉ ସପକର ମନ
ସମଲେଇ ମା କେ ଜୁହାର କରି
ଅଗକେ ଚାଲମା ମିଶିକରି
ହସ ଖୁସି ଥି ବଛର ଆସୁ
ଦିହେଁ ପା କେ ଭଲ ରଖୁ
କେତେ ପୁନି କେତେ ପରବ
ମନଟା ବାକି ରହୁ ହରଷ
ମା ସମଲେଇ ଆଶିଷ କରୁ
ବନେ ବନେ କରି ବଛର କଟୁ

ସନ୍ତୋଷି ମେହେର

ରାଜେନ୍ଦ୍ର କଲେଛ ଛକ , ବଲାଙ୍ଗୀର)–

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *