ସେର୍ରିଆ ମୁନୁସ ଜାଏତ୍

 

  • ବଢେ ସେର୍ରିଆ ଇ ମୁନୁସ୍ ଜାଏତ୍

ତାର୍ ସଜେ ଦହ ଦହ 

ଦିନ କେ କହେସି ରାତ୍ 

ବଢେ ସେର୍ରିଆ ମୁନୁସ…. ।

ସ୍ନେହ ସର୍ଧା କେ’ଭି ନାଇଁ ବୁଝି ପାରେ

ସେନୁ ଭି ଖୁଜ୍ ସି ଲାଭ୍,

ତାର୍ ହିତେ ସେ ଆଗଭାରି ହେସି ଜାଗା ଜାନି କାଢେ ପାଦ୍ ।।

ମନର୍ ତରାଜୁ ଥି ଜୁଖି ନାପି କରି

କର୍ସି ସବକୁ ଆଏତ,

ବଢେ ସେର୍ରିଆ ଇ ମୁନୁସ୍ ଜାଏତ୍

ତାର୍ ସଜ୍ ଦେଖି ଦହ ଦହ

ଦିନ୍ କେ,……   ।।

ଦେବାର୍ ମାନେ ଜଦି ପାଏବାର୍ ଆଏ

ଫିରାବୁ କାଏଁ ମାଁ’ର୍ ସସେଁ ମୁଲ୍,

ପର୍କୁତି କେ ଫିରେଇ ବାରବୁ କାଏଁ ତାର୍

ପାଏନ୍ ପବନ୍ ଫଲ୍ ଫୁଲ୍

ପରହର୍ ଦେଲା ଟା କେ ଆବ୍ରି ରଖସୁ 

ତୋର୍ ଦେଲା ଟା ଆଏ ଖଏତ୍,

ବଢେ ସେର୍ରିଆ ଇ ମୁନୁସ୍ ଜାଏତ୍ 

ତାର୍ ସଜ୍ ଦେଖି  ଦହ ଦହ

ଦିନ୍ କେ କହେସି ରାଏତ୍ ।।

ସର୍ଯୁ କୁଅଁର 

ବରହାଗୋଡା

ବରଗଡ଼ 

Leave a Reply

Your email address will not be published. Required fields are marked *