ତୁନ୍

ବାବୁ ଯାତରେ ବଡ଼ମା ଘରୁ ତୁନ୍ ଟିକେ ମାଗି ଆନ୍‌ବୁ। ବାପାର୍ ଆଦେଶ ପାଉନ୍ କି ପୋ ଛୁଟ୍‌ଲା ବଡ଼ମା ଘର୍‌କେ। ଘଡେକେ ଫରି ଆଏଲା ତାସ୍‌ଙ୍ଗିଥି ତୁନ୍ ଧରିକରି। ତାର୍ ଫିରୁନ୍ ଫିରୁନ୍ ଆର୍ ଦୁଇ ଘରୁ ଦୁଇ ଗିନା ତୁନ୍ ଭିଲ୍ ପୁହୁଁଚି ଥିଲାନ। ସବୁକେ ଥୁଇକରି ବା ଖାଇ ବସଲେ। ସମକୁ ଏକା ସଙ୍ଗେ ବସିକରି ଖାଏବାର୍‌କେ କହେଲେ। ମା’ ବୁଆ ଆର୍ ପୋ ତିନ୍‌ହି ପରାନୀ ବଡା ଆନନ୍ଦନ ଖାଇ ଚାଲିଥାନ୍।…

Read More