
ନୂଆଁ ଖାଇ
ନୂଆଁଖାଇ,ଭାବ୍ ସର୍ସର୍ ଚାର୍ହିକୁତି ଗୁଟେ ଉଛବର୍କିଏ ମୋର୍ ନିଜର୍ କିଏ ଆଏ ଇନ ପର୍ମୁଡ଼ିଆ ମାରୁଛେଁ ସମ୍କୁ ମୁଇଁଛିନ୍ବ ଜୁହାର୍ , ସାନ୍ ମାନ୍ଙ୍କୁ ଦେବ ଆଦର୍ଏ ଦଦା, ଲେତାଗୁତାର୍ ଆଏ ଇ ସଁସାର୍ମତେ ପର୍ ନଇଁ ଭାବବୁ ତୁଇ ।। (ଗଦ୍ୟ) (ପଦ୍ୟ)ନୂଆଁଖାଇ ଆସିଛେ, ହୁରୁଦ୍ ମୁଲୁର୍ ମୁଲୁର୍ ହସୁଛେଏ ଦଦା କାଣା ଭାବୁଛୁ ଆର୍ ତୁଇ -୨ଘର୍ ଲିପାପୁଛା ହେଲାନ, ଧାନ୍ ବତର୍ ହେଇ କେଁଡା ଧର୍ଲାନସବୁ ଦୁଃଖ୍ କେ, ମାଟୁ ନ ଦେ…