
ନିକ ଅପାର୍ କୁରିଆ
କବିଗୁରୁ ରବୀନ୍ଦ୍ରନାଥ ଠାକୁର୍କହିଥିଲେ କେନ୍ କାଲେ ଯେସୁର୍ତା କର୍ଲ ତମେ।‘ଯଦି ତୋର୍ ଡାକ୍ ଶୁନେ କେଉନା ଆସେ ତବେ ଏକ୍ଲା ଚଲୋରେ’।ଏକ୍ଲା ଚାଲ୍ଲହେଲେ ଭେକ୍ଲା ନାଇଁହଇଲୋକ୍ ଜଖା ବୟ୍ହା ବଏଲେପଖନ୍ ଢେକଲ୍ ଭି ମାଏଲେହେଲେଁ ତମେ ଭିର୍କି ନାଇଁ ଯାଇତମ୍କେ ଦେଖିକରି ଲୋକ୍ଅଜେଇ ହେଲେ କେରେଇ ହେଲେହେଲେଁ ତମେଆଶାଶୂନା ନାଇଁ ହେଇମୁଡ଼୍ ଟେକି ଚାଲ୍ଲଆଗ୍କେ ଆଗ୍କେଫି ଦିନ୍ସୂରୁଯ୍ ଉଦ୍ଲା ବୁଡ଼୍ଲା ଲେଖେଁ।ଟେଟ୍ମେରା ଦିହିଁ ଥିଥିଲା ଷାଠେ ଷଁଢ଼ର୍ ବଫୁହେତିର୍ ଲାଗି ତଲଂକା ନ ହରି ଶବଦ୍ କଲଉପକୂଲିଆ…