ମୋ’ ଗାଆଁ

ମୋ’ ଗାଆଁ,ମୋ’ ଗାଆଁ ପରିଆଉ ରହିନାହିଁ,ସହର ହୋଇଯାଇଛି…! ଗାଁ ରାସ୍ତାମାଟିରୁ ସିମେଣ୍ଟିଆ ପାଲଟିସାରିଛି,ସ୍ଥାନେ ସ୍ଥାନେଦାନ୍ତ ନେଫାଡି ଅକ୍ଷାସ କରୁଛି…! ଗାଁ ମାଟି ଘରକୋଠା ହୋଇସାରିଛି,କାନ୍ଥରେ ଲେଖାଥିବାଆବାସ ଯୋଜନାର ଇତିବୃତ୍ତିସ୍ଥିତାବସ୍ଥାର ଡିଣ୍ଡିମ ପିଟୁଛି…! ମୋ’ ଗାଆଁର ଭାଗବତ ଘର,କ୍ଲବ୍‌ ଘର ରୂପନେଇଯୁଆନଙ୍କ ଆଡ୍ଡା ପାଲଟିଛି,ବୁଢ଼ାବୁଢ଼ୀ ବାପାମାଆଙ୍କ ଅବସ୍ଥାକୀଟ ପାଲଟୁଛି…! ଝିଅବୋହୂଙ୍କ ସ୍କୁଟି ଚଲା ଦୃଶ୍ୟସିନେମା ପରି ଲାଗୁଛି,ଓଢ଼ଣା ବଦଳରେସାରା ମୁହଁ ଓଢଣୀ ଢାଙ୍କୁଛି…! ଗାଁ ଖେତ ଖଳା ଆମ୍ବତୋଟାଡଙ୍ଗର ନଲିଆଭୂଗୋଳ ପୋଥିପତ୍ରରୁକେଉଁ କାଳୁ ହଜିସାରିଛି,ପରିବେଶ ଖାଁ ଖାଁ ଲାଗୁଛି,ସବୁଆଡଆଇଁଷିଆ…

Read More

ମୋର ଗାଁ

ବୁଲିଯିବା ଆସ ମୋ ଜନମ ଭୂଇଁକୁମନଲାଖି ଗାଆଁଟିଏପରିବେଶ ତାର ଅତ୍ୟନ୍ତ ସୁନ୍ଦରହୃଦୟକୁ ମୋହିନିଏ। ସବୁଜ କ୍ଷେତରେ ସୁନାର ଫସଲମହମହ ହୋଇ ବାସେବନ ଉପଵନ ଫୁଲେ ଫଳେ ଭରାମନ ସହଜେ ହରଷେ। ଗାଆଁ ଦୁଇପାଖେ ଦୁଇଗୋଟି ନଈକଳ କଳ ନାଦେ ବହିଦୁଃଖ ସହି ନିଜେ ସୁଖ ବାଣ୍ଟିଥାନ୍ତିମିଠା ମିଠା କଥା କହି। ଗାଆଁର ମଝିରେ କାଳିଆ ଠାକୁରଶୋଭା ପାଆନ୍ତି ମନ୍ଦିରେସୁଖେ ଦୁଃଖେ ଅବା ବିପଦେ ସମ୍ପଦେରହନ୍ତି ପ୍ରଭୁ ସାଥିରେ। ଗୀତ ନାଚ ଖେଳ ଗାଆଁ ପଡ଼ିଆରେହୋଇଥାଏ ସଞ୍ଜବେଳେଛୋଟ ପିଲାଠାରୁ…

Read More

ମୋର ଗାଆଁ

ଏଇ ଗାଆଁଟିରେ ଜନମ ମୋର,ଆଖେପାଖେ ଖ୍ୟାତ ସିନ୍ଦୂରପୁର llମାତାପିତା ଭାଇଭଉଣୀ ସଂଗେ,ଆଈଅଜା ସାଥେ ବଡ଼ ସରାଗେ llସାଙ୍ଗସାଥୀ ସହ ହୋଇକି ମେଳି,ଖେଳ ଖେଳିଅଛି ଭଳିକିଭଳି llଦାଣ୍ଡ ଧୂଳି ସେତ ବାସ ଚନ୍ଦନ,କ୍ଷଣେ ଛାଡିବାକୁ ନହୁଏ ମନ llସ୍ୱଚ୍ଛ ବନ୍ଧପାଣି କରି ଗୋଳିଆ,ପାହାର ଖାଇଛି ପିଠି ଦେଖିଆ llଗାଆଁ ଲୋକ ଆମ ଭାରି ବଢିଆ,ଖୁଣ ଶୁନ୍ୟ ଗୁଣେ ଯଥା ନଡ଼ିଆ llବିପଦେ ଆପଦେ ହୁଅନ୍ତି ଠିଆ,ନୁହନ୍ତି ଚିଲମ ଥଣ୍ଡା ମାଠିଆ llଏକତାର ଉଣା ନାହିଁ ଗାଆଁରେ,ବତାସରେ ପାଲ ଯେହ୍ନେଁ…

Read More

ଗାଁ କଥାନୀ

ସେନେହ, ଶରଧା, ଆଦର୍ ଭାବ୍ ଥିସର୍ ସର୍ ଯେନ୍ ଗାଁ,କୁଟୁମ୍ ସକଲା, ବନ୍ଧୁ ପ୍ରେମ୍ ଥିନାଇଁ ନ ଦୁସରା ନାଁ,ରାଜ୍ ନୀତି ମୁହଁ ଆଁ,ରକତ୍ ରକତ୍ କେ ଅଲଘେଇ ଦଉଛେଗାଁ ଇଛେନ୍ ଖାଁ ଖାଁ; ହଏ ଗୋ ବବା କେଭେ ଆଏଲୁପଚରଉଥିଲା ଝନେ,ଇହାଛିନି ସେ ଦେଖଲେ ଲୁକୁଛେବନ୍ଦ କବାଟ୍ ଘର କୁଣେ,ରାଗ ରୁଷା ଅଭିମାନେ,ମନ୍ ସାଙ୍ଗେ ମନ୍ ମିଶା ମିଶି ନାଇଁଇ ଘଡି ଇ ଦିନେ; ଚଏତୁ – ଖଏନୁ ଦେଖା ଚାହାଁ ହେଲେବେଲ୍ ଉଦୁଥିଲା ସଥେଁ,କିଏ…

Read More

ମୋ ଗାଁ

ଗାଁ ଟି ମୋର ଅତି ସୁନ୍ଦରଶାଗୁଆ କ୍ଷେତ ,ନଈସୌନ୍ଦର୍ଯ୍ୟ ରେ ତା’ ଠାରୁବଳି ଗାଁ ଟି ଆଉ ନାହିଁ।ସକାଳ ଆସେ ମୋ ଗାଁ ରେସୁନେଲି କର ବୁଣିକାକ,କୁକ୍କୁଟ ଦିଅନ୍ତି ଡାକଉନ୍ମେଷ ସର୍ବ ପ୍ରାଣୀ।ପତର ଫାଙ୍କେ ବାଳୁତରବି ମୁହଁ ଦେଖାଇ ଆସେଗୋଲାପ ରାଣୀ ଦେଖାଇଠାଣି ବାସ ଛୁଟାଇ ହସେ।,ଗୋଧୂଳି ବେଳ ଗାଈଙ୍କମେଳ ସାନ୍ଧ୍ୟ ସୁନ୍ଦର ଦୃଶ୍ୟବିଦାୟୀ ସୂର୍ଯ୍ୟ ବୀଦିର୍ଣ୍ଣକରେ ପ୍ରତୀଚି ନଭ ଦେଶ।ମୋ ଗାଁ ର ଦୋଳ ମେଳଣରଜ ଓ ଦଶହରାବାରମାସରେ ତେର ପରବଜଗାଏ ଭାଇଚାରା।ମୋ ଗାଁ ର…

Read More

ମୋ ଗାଁ ରେ ଯେବେ ସଞ୍ଜ ଆସେ

ସଞ୍ଜ ନଇଁଲେ,ପକ୍ଷୀ ଯେବେ ନିଜ ନୀଡେ ଫେରଇ,ଗାଁ ଦାଣ୍ଡେ ଗୋରୁ ପଲ ତେବେ ଗୋଠକୁ ଫେରଇ,ଗୋରୁ ପଲ ଦେଖି ବତ୍ସା ଡାକେ ଗୋଠେ ହମ୍ବା ରଡି,ଗାଁ ଚାଳୁ କୁଣ୍ଡଳିତ ଧୂମ ଆକାଶେ ଯାଏ ଯେ ମିଳାଇ।।

Read More

भ्रम

मैंने कुछ देर उसके सिने में अपना चेहरा छिपा लिया। मेरे कोशिश नकरने पर भी उसकी धडकने, मेरे कान की परदे पर दस्तक दे रहीं थी। इस धुन को मै पहचानती हूँ! बडा पुराना सा राग है वह, मेरे तजुर्बे से भी पुराना! मैं स्थिर खडी रही, मेरी सांसों ने उसे हल्का फूले होने का…

Read More