ବାପାଙ୍କ ପାନଡବା

ଅନଲାଇନ ସପିଙ୍ଗ ଯୁଗରେ, ଦ୍ରବ୍ୟର ବହୁଳତା କାହିଁରେ କ’ଣ । ଦରକାର ଥାଉ କି ନ ଥାଉ କିଣା ଚାଲିଛି । କମ୍ପାନୀ ଗୁଡ଼ାକ ମଧ୍ଯ ମନଲୋଭା ବିଜ୍ଞାପନ ଦେଇ, ସବୁଠୁ ଶସ୍ତା ଦେଲା ଭଳିଆ ଅଫର ଦର୍ଶାଇ ଭ୍ରମ ସୃଷ୍ଟି କରୁଛନ୍ତି । ଗ୍ରାହକ ବିଚରା ଆତ୍ମ ସଂଯମ ହରାଇ, ବିଚଳିତ ମନରେ କିଣିବାରେ ଲାଗିଛି । ପୁଣି ସୁଲଭ ମୂଲ୍ୟରେ ପାଇଛି ବୋଲି, ଆତ୍ମ ସନ୍ତୋଷ ଲାଭକରୁଛି । ଘରେ ଦ୍ରବ୍ଯ ବଢୁଛି ସିନା,…

Read More

ରୁଦ୍ଧ କୋଠରୀ

ଛେଚା କେଞ୍ଚାର ରୁଦ୍ଧ କୋଠରୀରୁବାହାରକୁ ବାହାରି ଆସିଲେ,ଖୋଲା ଦୁନିଆଟା ଆପଣାର ଲାଗେ,ବିକଳିଆ ମନ ସତେଜ ଜଣାପଡେ,ଉଇହୁଁକାର ଅଗ୍ନିବର୍ଧକ ତେଜସତେ ଯେମିତି ଶେଥାପଡିପ୍ରଶାନ୍ତିର ମହକ ଛୁଟାଏ…! କିନ୍ତୁ…ମୁଁ ମୁଁ ର ଚଷମା ପିନ୍ଧିଥିବା ହାଟ ବଜାରରେ ଦେଖିବାକୁ ମିଳେକେଥ୍‌ନି କେତେ ବିଗ୍ ମାର୍କେଟ୍,ଫିଙ୍ଗା ହେଉଥିବା ଅକ୍ଷାସବୁଲୁଥିବା ବୁଲା ଭିକାରୀଙ୍କୁ,ଦେଖିବାକୁ ମିଳେ :ଚା’ଖଟିରେ ସମାଜତତ୍ତ୍ୱ ଆଙ୍କୁଥିବାବାହାପିଆ ମାଫିପିଆଙ୍କଅଣଦେଖା ଭାବକଳୁଷିତ କରିବାରେ ଲାଗିଛିମନାକାଶର ସ୍ୱଚ୍ଛ ଗାଲିଚାକୁ…! ଭଲଥିଲା ଚାରିକାନ୍ଥରଭୟାନକ କାଳ କୋଠରୀଟି,ଏହାର ବାହାରେମଣିଷ ହଜାଇ ସାରିଛିମଣିଷତ୍ୱର ଅମୂଲ୍ୟ ଗାରିମା,ବାହାବା ନେବାର ଦୁର୍ବାର…

Read More

ନବ ବରଷ

ଆସ ଆସ ତୁମେ ନବ ବରଷ ହେଆଣି ମିଠା ମିଠା ପରଶ,ବିଗତ ଦିନର ବିଷାଦ ଭୁଲେଇଜଗତ କରାଅ ହରଷ। ତୁମରି ସମୟେ ନହେଉ ଶୋଷଣମଣିଷ ନହେଉ ପାଷାଣ,ସବୁ ଶରୀରକୁ ଦାନା କନା ମିଳୁନ ପଡୁ କାହାକୁ କଷଣ। ଜନନୀ ଭଗିନୀ ସମ୍ମାନିତ ହେଉଟଣା ନହେଉ ତା’ ବସନ,କନ୍ୟା ଭୃଣ ହତ୍ୟା ମନୁ ମରିଯାଉନାରୀ ପାଉ ଶ୍ରେଷ୍ଠ ଆସନ। ପୂର୍ଣ୍ଣକର ତୁମେ ବାପୁଙ୍କ ସପନରାମ ରାଜ୍ୟ ପରି ଶାସନ,ବିଶ୍ବକୁ ଶୁଣାଅ ବିବେକାଙ୍କ ବାଣୀଭାତୃଚାରା ହେଉ ସ୍ଥାପନ। ଜ୍ଞାନ ବିଜ୍ଞାନରେ…

Read More