ଦେଖ୍ ତ ଘାଏ

ସର୍ କାରୀ ଇସ୍ କୁଲ୍ ନାକ୍ ଟେକ୍ ସନ୍ସର୍ କାରୀ ଚାକ୍ ରୀ ବଡା ମନ୍ଟୁକେଲ୍ ଲାଗି ସରକାରୀ ପିଲାଖୁଜ୍ ସନ୍ ଦେଇ ଧନ୍ ଜୀବନ୍।।ଧନ୍ଗରା ପିଲା ଭତା ପାଉଛନ୍ଫୁଫ୍ ଲା ଵୁଢା ଆଁ ।।ଆଧାର୍ କାଡେ ଜୁଆନ୍ ବୁଢ଼ା,ଵୁଢାର୍ ନାଇଁ ନ ନା‌ ।।ଵୁଆ କେ ପପ୍ ମାଆଁକେ ମମ୍,କେହି ନୁହନ୍ କାହାରି ନୁ କମ୍ଭାଇକେ ବ୍ରୋ ବହେନ୍ କେ ଶିଷ୍ମାଷ୍ଟରେନ୍ ହେସନ୍ ମିସ୍ ।।ଗଇନ୍ତିଆ ପାଏସି ଇନ୍ଦିରା ଆଵାସ୍ଗରିବ୍ ବୁପ୍ ରା ଭକୁଆ,ତାହାର୍ ନାଇଁ…

Read More

ସ୍ୱାର୍ଥୀ ବ୍ୟକ୍ତି କାହାରି ନୁହନ୍ତି

ସ୍ୱାର୍ଥୀ ଅର୍ଥୀ ବ୍ୟକ୍ତି ମାନଙ୍କୁମୋ ଦୂରୁ ଜୁହାରନିଜ ସ୍ବାର୍ଥ ପାଇଁ କରିଥାନ୍ତି କାର୍ଯ୍ୟସେମାନେ ନୁହନ୍ତି କାହାର । ସ୍ବାର୍ଥ ରଖି ମିଳା ମିଶା କରନ୍ତିସ୍ବାର୍ଥ ସରିଗଲେ ଆଉ ନ ଚିହ୍ନନ୍ତିବନ୍ଧୁତା ର ମୂଲ୍ୟ ସେ କି ବୁଝନ୍ତିସ୍ବାର୍ଥ ପାଇଁ ତ ସମ୍ପର୍କ ରଖନ୍ତି । ଅର୍ଥ ଅଛି ବୋଲି ଦେଖାଇ ହୁଅନ୍ତିମୋଉଜ୍ ମସ୍ତି ରେ ବ୍ୟସ୍ତ ରୁହନ୍ତିପ୍ରତି ଦିନ ନିଶା ସେବାନ କରନ୍ତିନିଜ ଆୟୁଷ ନିଜେ ଘଟାନ୍ତି। ବ୍ୟସ୍ତ ବହୁଳ ରେ ଜୀବନ ବିତାନ୍ତିକାମ ପଡ଼ିଲେ ବନ୍ଧୁ…

Read More

ମୋ ତକିଆ

ଯେତେବେଳେ ବାପା ମା ଙ୍କ ପାଖରୁ ଶୋଇବା ଛାଡ଼ିଲି ଆଉ ଏକା ଶୋଇଲି ସେତେବେଳେ ଏହି ତକିଆ ହିଁ ମୋର ସାଥି ହେଲା। ସୁଖ ଦୁଃଖ ହାନୀ ଲାଭ ସବୁ ଆ ସହିତ ସେୟାର କଲି। ଇଏ ନାଁ ଏ ଆଧୁନିକ ଦୁନିଆଠାରୁ ସମ୍ପୂର୍ଣ୍ଣ ଭିନ୍ନ. ମୁଁ ରାଗରେ ତାକୁ କେତେଥର ଫୋପାଡିଛି ବାଡେଇଛି ହେଲେ ଇଏ ସବୁବେଳେ ମତେ କୁଣ୍ଢେଇ ଧରିଛି 1 ମୋ ଲୁହରେ କେତେ ଯେ ସିଏ ଓଦା ହେଇ ନଥିବ ମୋ…

Read More

कर्मबिर

चलो चलो कर्मबिर यह कर्म करने का समय है,बहुत हुआ अच्छी बातों सिलसिला का अब कुछ कर दिखाने का समय है। झटक दो कोएले के कलंक को,अब हिरा बन निकल ने का समय है।बहुत जुझे तुम आंधी तूफान से,अब बरगद बन खड़े रहने का समय है। धूप बारिश का खेल में अब तो बिसाल गगन…

Read More

ଶୁଭକାମନା

ଅତୀତର ଯେତେ ନୈରାଶ୍ୟ ତମିସ୍ରାନୂତନ ଆଲୋକେ ଯାଉ ଉଭେଇ….ନବ ଉଚ୍ଛ୍ବାସେ ନବନୀତ ଉଷାସ୍ଵାଗତିକା ଗାଉ ହସ୍ତ ବଢେଇ  । ଫୁଲଫୁଟା ସଞ୍ଜ ମହକ ସାଥୀରେତୋଳିଦେଉ ସ୍ନେହ, ପ୍ରୀତି ଗୁଞ୍ଜନ …….ରାତ୍ରିର ପଣତ ତଳେ ଶୋଇଶୋଇଚକ୍ଷୁ ଦେଖୁ ଥାଉ ନୂଆ ସପନ। ହସୁ ଉପବନ ବହୁବର୍ଣା ପୁଷ୍ପେନବ କିଶଳୟେ କୁସୁମଲତା….ସୁଖ କଲ୍ଲୋଳିନୀ ଛୁଇଁ ଯାଉ ଦେହଜହ୍ନ ବାଣ୍ଟୁ ଥାଉ ଖୁସି ବାରତା  । ଚବିଶ ସରିଛି ପଚିଶ ଆସିଛିଚାଲ ସର୍ବେ କିଛି ନୂଆ କରିବା ..ନିଜେ ହସି ହସି…

Read More

ଛେରଛେରା ଭିତରେ ନ୍ୟାସୀବାଦ

ଆମର ପଛିମ୍ ଉଡ଼ିଶା କହ କି ସମ୍ବଲପୁର ଅଞ୍ଚଲ କହ “ପୁଷପୁନି”ଗୁଟେ ଖୁସିର ପରବ ଆଏ । ଇ ତିହାର ସବୁ କାମ କବାର ବରଷ ଟାକର ସାରଲା ପରେ ନିଜର ଲାଗି ଦିନ ଟେ ବାହାର କରସି ଚାଷି ଭାଇ ଆର ମନାସି ଗୁଟେ ତିହାର ଯାହାର ନା ହେଲା ପୁଷପୁନି । ଇନେ କେନ୍ସି ଦେବୀ ଦେବତା କେ ପୂଜା କର୍ବାର କେ ନାଇଁ ପଡ଼େ ଖାଲି ପେଟ ପୂଜା କେ ବେସି ଧିଆନ…

Read More

ଦୀପ ଜଳୁଛି

ଅନତି ଦୂରରେ ପ୍ରଦୀପ ଜଳୁଛିମନ୍ଦ ମଳୟ ମଧ୍ଯେଅମୃତ ସୃଷ୍ଟି ସୁନ୍ଦର ଦିଶୁଛିଅନ୍ଧକାର କୁକ୍ଷୀ ରନ୍ଧ୍ରେ। ଆଲୋକବର୍ଣ୍ଣାଳୀଦିଶିତଯାଉଛିମାୟା ମରିଚିକା ଭେଦିଅଖଣ୍ଡ ବିଶ୍ବାସ ଜାଗ୍ରତ ହେଉଛିଲଭି ସାଧନାରେ ସିଦ୍ଧି।ଚେତନାରପୁରେ ତୂର୍ଯ୍ଯନାଦ ଶୁଭେଅଜ୍ଞାନ ତିମିର ତଳେଜ୍ଞାନ ଗାରିମାରେ ଗରୀୟାନ ମହିସନାତନ ସୃଷ୍ଟି ପରେ ।ଭୁଲିଯାଅନାହିଁ ସ୍ବକର୍ତ୍ତବ୍ଯ ଯେତେଆପଣାକୁ କରି ପରଅବସାଦ ଗ୍ରସ୍ତ ହୁଅନାହିଁ ସର୍ବେଏ ଜଗତ ସଦିଚ୍ଛାର।ସତ ସ୍ନେହ ଯହିଁ ମରି ମରିଯାଏଛଳନାର ଛଳଭାରେମିଛ ଅହଙ୍କାର ପିନ୍ଧିସୁନାପାଗଜୁଲମ କରେ ସେଠାରେ ।ରାତି ପାହିଯିବ ସକାଳ ଆସିବଶୁଭିବ କାକଳି ତାନଭେଦାଭେଦ ଛାଡି ଦିଅ…

Read More

ଏମିତି ସମ୍ପର୍କ ଟିଏ

ଏମିତି ସମ୍ପର୍କ ଟିଏ ଅଛିଚାରିମେଘ ଏହି ବୁଢା ସଞ୍ଜ ବେଳେ .ଆକାଶ ଓ ପୃଥିବୀ ମଧ୍ୟରେ !! ସେହି ମିଛି ମିଛିକା ସାଥି ହୋଇପଡ଼େଆକାଶରୁ ଯେତେବେଳେଶୀତଳ ଜଳ ଟୋପା ଟୋପାଟିକେ ଲୁହ ହୋଇ ଝରି ପଡ଼େ ..! ମାଟିବି ସ୍ପର୍ଶରେ ନାଚିଉଠେଆକାଶ ତାରା ନକ୍ଷତ୍ର ମାନଙ୍କର ଝଡ଼ !ପୁଣି ଓଦା ଲୁହ ଆଖିର କହେ କିଛିରୁଣୁ ଝୁଣୁ ଶବ୍ଦ କରି ଚାଲୁଥିଲ …! ହେ ପ୍ରକୃତି ତୁମେ କାହିଁକି ସୃଷ୍ଟିକଲ ପ୍ରୀତି ବାନ୍ଧି ଦେଇ…ଏପରି ସମ୍ପର୍କ କାହିଁକି…

Read More

ଶୀତର ଦୁଇଟି ସ୍କେଚ

(୧)ଆମ ରାଇଜର ଗେହ୍ଲା ଝିଅ ଶୀତବରଷକୁ ଥରେ କୁଣିଆ ଆସିଛିସମସ୍ତଙ୍କୁ ଭେଟିବାର ପ୍ରୟାସ କରୁଛିଘର ଘର, ବାଡି ଦୂଆର ଯାଏ ।ରାସ୍ତା,ବିଳ,ବଣ, ନଈ,ପୋଖରୀ ସାରା ବୁଲୁଛିପୁରୁଣା ଲୋକଙ୍କୁ ଚିହ୍ନି ପାରୁଛିକିନ୍ତୁ, ଏବରଜୋତା,ମୌଜା,ସ୍ୱେଟର,ଗରମ ଟୋପି ପିନ୍ଧାଛୁଆ ପୂତାଙ୍କୁ ଚିହ୍ନି ପାରୁନି।ହେଲେନଙ୍ଗୁପିଙ୍ଗୁ ଦେଖିଲେ ଟିକେ ହସି ଦଉଛି। ଆମ ଗାଁରେ ଶୀତ ବିଛେଇ ହେଇଛିସାଉଁଟିବାକୁ ଚାହୁଁଛି, ହେଲେପାପୁଲିରେ ରାପି ହେଉନି,ଗାମୁଛାରେ ବାନ୍ଧି ହେଉନି,ସାର୍ଟ ପ୍ୟାଣ୍ଟ ମୁଣାରେ ପୁରେଇ ହେଉନି,ଉପାୟ ଖୋଜୁ ଖୋଜୁଦିବାକର ସବୁ ସାଉଁଟି ନେଉଛି। ସୁବାସ ଚନ୍ଦ୍ର ନାଏକ…

Read More

ବୟସ

ଅମାନିଆଁ ଝରଣା ଭଳି ଗଡ଼ି ଚାଲେ,ନିଶବ୍ଦ ନିର୍ବିକାର ଭାବରେ ବିତିଯାଏ ମୋ ପିଲାଦିନ ,କେତେ ଅଳି ଅଝଟ ବାଲି ଖେଳସବୁ କାଲି ପରି ଲାଗେ ହେଲେ ,ସମୟର ସ୍ରୋତରେ ବହିଯାଏ ମୋ ସେ ସୁନ୍ଦର୍ ଝାପସା ଅତୀତ ।।ସ୍କୁଲ୍ ଯିବା ବୟସ ଟା ଖୁବ୍ ଧୀରେ ଚାଲେ,ଶଗଡ଼ ର ଚକ ଭଳି ଖୁବ୍ ଆସ୍ତେ ଆସ୍ତେ,ସେ ସମୟଟା କୁ ସେତେବେଳେ ଭାରି କଷ୍ଟ ଲାଗେମାଷ୍ଟ୍ରେ ଙ୍କ ନାଲି ଆଖି ଭାରି ଅବୁଝା ସେ ଅଙ୍କ,କେମିତି ଚାଲି ଯାଆନ୍ତା…

Read More