Year: 2024

ସେ କାଲି ଟୁକେଲ୍
ସେ କାଲି ଟୁକେଲ୍ଅବ୍ଗା କାଲିବିଟ୍ କାଲିସେ ଟୁକେଲ୍…ଢ଼ଲି ଯାଉଛେବିହା ବଏସ୍ସାଂଗେ କେତେଉସ୍ନାକିର୍ ସପନ୍ ମନ୍କେ ତାର୍ ବୁଝେ କିଏସପନ୍କେ ହେଲେଁ ତାର୍ଠଠେଁ କିଏତାର୍ ବାଟେ ସେ’ନଅବ୍ଗା ଏକ୍ଲା ନ.. ଏକ୍ଲା ନୁ ଦୁକ୍ଲା ହେବାର୍କେତାର୍ ଜୁ’ ନାଇଁସମ୍କିରର୍ ଆଏଁଖ୍କେରୁଚ୍ଲେ ତ !ତାର୍ ବଏସର୍ସାଂଗ ସଏର୍ସାସଭେ ପରେ ଘର୍ କଲେନଛେନ୍ ଘର୍ ହେଉ କି ମହଲ୍ବିହି ଯାହାକେଯେନ୍ତା ଗଢ଼ିଛେଯାହାର୍ ଭାଗେଯେନ୍ଟା ଥୁଇଛେଭାଂଗି ବି ଗଲାନ,ଅଦର୍ବା ବି ହେଉଛେ ପରେକାହାର୍ କାହାର୍ ଘର୍ଖବର୍ ପାଏସି…ସେ କାଲି ଟୁକେଲ୍ବଲୁଛେ…ଏନ୍ତା ଭଂଗା ଘରମାନ୍କୁଁ…

ମନ ଆକାଶର ପୂର୍ଣ୍ଣିମା ଜହ୍ନ
ମନ ଆକାଶ ର ପୂର୍ଣ୍ଣିମା ଜହ୍ନ ଗୋ’ତୁମ ରୂପେଲି ଜୋଛନା,ଆଭା ର ଝଲକେ ମନ କାନନ ରେବୋହେ ପ୍ରତି ର ଝରଣା। ଦାରୁଣ ନିଦାଘେ ତୁମର ସ୍ପର୍ଶ ରେମଳୟ ପବନ ବୋହେ,ପହିଲି ବସନ୍ତ ରୂତୁ ଆଗମନଅନୁଭୂତ ହୋଇ ଥାଏ। ମାଘୁଆ ଶୀତ ର ଶିଶିର ବିନ୍ଦୁ ରେପହିଲି ସୂର୍ଯ୍ୟ କିରଣ,ପରାଏ ଝଟକେ ଅପୂର୍ବ ସୌନ୍ଦର୍ଯ୍ୟେତୁମ ରୂପ ଯଉବନ। ସ୍ବର୍ଗ ଅପସରୀ ମୁହଁ ଲୁଚାଇବେତୁମ ରୂପ ତୁଳନା ରେ,ଆନ ସୁନ୍ଦରୀ ଏ ମିଞ୍ଜି ମିଞ୍ଜି ତାରାତୁମ ଉଜ୍ଜ୍ୱଳ ଆଭା…

ଅଜଣା ସମ୍ପର୍କ
ସମ୍ପର୍କ ଏମିତି ଏକ ଶବ୍ଦ ଯାହା ମଜବୁତ ବନେଇ ଦିଏ ଦୁଇଟି ପକ୍ଷକୁ। ଆଉ ସମ୍ପର୍କର ସୂତା ଖିଅଟା ଯେତେବେଳେ ଛିଣ୍ଡି ଯାଏ ନା ବହୁତ କଷ୍ଟ ହୁଏ। ସମ୍ପର୍କ କେବେ ମିଠା ଜହ୍ନରାତି ତ କେବେ ଅମାବାସ୍ୟାର ଚନ୍ଦ୍ର। କେବେ ବସନ୍ତର କୁହୁତାନ ତ କେବେ ବୈଶାଖର ଧୁ ଧୁ ଝାଞ୍ଜି। ସମ୍ପର୍କ ଦୁଇଟି ଆତ୍ମାର ମଧୁଗୀତି, ପୁଣି କେବେ ଦୁଇଟି ହୃଦୟକୁ ଭାଙ୍ଗି ଦେଇଥିବା ନିଷ୍ଠୁର କଳାପାହାଡ।ବେଳେ ବେଳେ କିଛି ଅଜଣା ସମ୍ପର୍କ ନିଜଠୁ…

ନିଃଶବ୍ଦ ଅଭିସାର
ମୁଁ ତୁମ ପାଇଁ ଜନ୍ମ ଜୀବନୀରଖୋଜି ହେଉଥିବା ବହିତୁମେ ମୋ ପାଇଁ ସ୍ୱାଭିମାନ ଲିପିକଳ୍ପନାର କାବ୍ୟାକୃତି ମୁଁ ତୁମ ପାଇଁ ଭାବ ଆଶ୍ରାଟିଏତୁମେ ମୋ ବିଶ୍ୱାସ ସ୍ଥିତିର ଗତିମୁଁ ତୁମ ପାଇଁ ମଗ୍ନ ଭାବନାରହସୁଥିବା ନୀଳ କଇଁ ତୁମେ ମୋ ମନର ଆଶା କଳ୍ପବଟମୁଁ ତୁମ ଅପ୍ରାପ୍ତିର ପ୍ରାପ୍ତି ନିର୍ଝରିଣୀମୁଁ ତୁମ ପାଇଁ ମିଠା କାହାଣୀ ଟେତୁମେ ମୋ ମନର ବିଶାଳ ପରିଧି ତୁମେ ମୋ ସେହି କବିତାର ଛନ୍ଦମୁଁ ତୁମ ଭାବନାର କଳ୍ପ ମୋହତୁମେ ନଭଶ୍ଚୁମ୍ବୀ…

ସମ୍ପର୍କ
ତମ ସହ ସମ୍ପର୍କ ମୋ କୋଟିଏ ଜନ୍ମ ରତମ ଅଦେଖା ହାତରେ ବନ୍ଧା ହୋଇଛିମୋ ସମ୍ପର୍କ ର ଡୋର ।ମୋହ ରେ ଧାଇଁଛି ମୁଁ ମୁଁ ପାଇବା ର ତୃଷ୍ଣା ନେଇ।ଯନ୍ତ୍ରଣା ରେ ଜର୍ଜରିତବିଦଗ୍ଧ ହୃଦୟରହି ରହି ଶୁଣେ ମୁଁ ଗୋତୁମ ବଂଶୀ ସ୍ୱନ।ସମ୍ପର୍କ ତ ସୀମା ହୀନଅଦୃଶ୍ୟ ବନ୍ଧନ।ଏନ୍ତୁଡ଼ିଶାଳ ରୁ ଜୁଇ ଅବା ଜନ୍ମ ରୁ ଜନ୍ମାନ୍ତର।ଆକାଶ ରୁ ପୃଥିବୀ ପର୍ଯ୍ୟନ୍ତ।ପରିବ୍ୟାପ୍ତ ସୂତ୍ର ଏଇତାକୁ ମାପି ତ ହୁଏନା।ସ୍ନେହ ପ୍ରେମ ଆଉ ବିଶ୍ୱାସ ରତ୍ରିବେଣୀ ତୁଠ…

ଜରା ଶୀତ୍
ଆଇଛେ ଜରା ଶୀତ୍,ଦମ୍’ଧରା ଛାତି କେ କନ୍’କନିଥି ଥରେଇକରି,ବଏସର୍ ଋତୁ ବଦଲେଇ କରି ସମିଆର୍ ଧାରେ,କମ୍ପ୍ କମ୍ପାଲା ଶୀତୁଆ ପଵନର୍ହୁଲକା ଥି ଆଇଛେ ଶୀତ୍,ଆଇଛେଶୀତ୍।।ଫୁଟଲା ଫୁଲର୍,ଜୁଆନ୍ ଭମର୍ ର ସୁର୍ତାକେନେଇ,ପ୍ରଦୂଷଣର୍ କୁହୁଲାର୍ କୁହୁଡ଼ି ର୍ ପର୍ଦ୍ଦାକେ ଅଡେଇ କରି ଆଇଛେଇ ଶୀତ୍ ।।ଝରା ପାଚଲା ପତରର୍ ଝର୍ଲା ଦୁଃଖର୍ ଝର୍ଲା ଗୀତର୍ ସୁରକେ ନେଇ,ପାଚଲା ବାଲ୍ ,ଭାଙ୍ଗଲା ଦାନ୍ତକେ ଦେଖେଇ,ମଗଶୀରର୍ ଶିରୀ ପଛେ ପକାଇ,ଜାଡ଼ର୍ ସାଙ୍ଗେ ବସି ମିତ୍ଆଇଛେ ଶୀତ୍।।ସୁଖର୍ ଦିନ୍ ଅଢେଇ ପହର୍,ଦୁଃଖର୍ ଦିନ୍ ଅସରା…

ଭୟଙ୍କର କାଳରାତ୍ରୀ
ଆଜିବି ଦ୍ରୋପଦୀ ଉଲଗ୍ନ ଅବସ୍ଥାରେମଣିପୁର ସହର ଗଳିରେ ,ଶ୍ରୀ କୃଷ୍ଣ ତ ଏଠି କେହି ନୁହେଁହେଲେ,ଦୃତରାଷ୍ଟ୍ର ସଭେ ।। ଆଜିର ପ୍ରତିଟି ରାତିଭୟଙ୍କର କାଳରାତ୍ରୀ,ରାକ୍ଷସ ପିଶାଚଙ୍କ ରାତ୍ରୀକଞ୍ଚା ମାଂସ ରକ୍ତ ସନ୍ଧାନ ରାତି ।। କେବଳ ମୁକ୍ତ ଆକାଶ ରେ ନୁହେଁଚାରିକାନ୍ଥ ମଧ୍ୟରେ ଶିକାର ହେଉଛି,ଯେଉଁ କାନ୍ତରେ .କ୍ଷତ ବିକ୍ଷତ ଓଠ ଚିତ୍କାର କରେଭଙ୍ଗା ଵେକ ଶବ୍ଦ କୁହେ ,ଲହୁ ଲୁହ ସାଜିଭିଜେଇ ଦିଏ ଶେଜ ।।ଆଉ,ରକାକ୍ତ କୋଠରୀ ନ୍ୟାୟ ମାଗେଯିଏ ନିଜ ଜୀବନରଶେଷ ନିଃଶ୍ୱାସ ଯାଏଲଢି…