
ବୃକ୍ଷଠାରୁ ଚାଲ କିଛି ତ ଶିଖିବା
ପାପ ପୂର୍ଣ୍ଣ ଏଇ ଜୀବନ ଯାତ୍ରାରେପଥ ତ ଏନେକ ଦୂର ,ହାରିବା ଜିତିବା ଲେଖା କପାଳରେକର୍ମ ସଦା ଠିକ୍ କର ll ଜୀବନ ଯାପନ ସଦା କରିବାରେପରିସ୍ଥିତି ସାମ୍ନା କରି ,ବିପଦ ଆସିଲେ ଆମ ଜୀବନରେସାହାସ ରଖିବା ଭରି ll ମନବଳ ଯଦି ଦୃଢ଼ ରଖିଥିବାବିପଦ ଯିବ ତ ଟଳି ,ସଭିଙ୍କୁ ଆଦର ସର୍ବଦା କରିବାମନେ ନରଖିବା ମଳି ll ମାନବ ଜୀବନ ବୃକ୍ଷର ସଦୃଶସଭିଙ୍କ କାର୍ଯ୍ୟରେ ଲାଗେ ,ଆତ୍ମା ଚାଲିଗଲେ ହୁଅଇ ଅଦୃଶ୍ୟକାହିଁକି କର୍ମ ନଜଗେ…