
ସାମାଜିକ୍ ଗଣମାଧ୍ୟମ ଥି ସମ୍ବଲପୁରୀ ସାହିତ୍ୟ
ସମିଆ ଜାନି ବଦ୍ଲିସି ମୁନୁଷର୍ ଭାବ୍ନା,ଚିନ୍ତା,ଚେତ୍ନା,ଚାଲି ଚଳନ୍,ଆଚାର୍ ବେଭାର୍,ପିନ୍ଧନ୍,ଉଢନ୍,ଖାନାପିନା ଆଦି ।ମୁନୁଷ୍ ସବୁବେଳେ ପୁର୍ନା କେ ଛାଡତେଲ୍ ଜାଏସି ଆଉ ନୂଆଁ କେ ଆବ୍ରି ଧର୍ସି ଆଉ ସେ ନୂଆଁ ଥି ଏକା ନୂଆଁ ନୂଆଁ ସପନ୍ ଦେଖ୍ସି,ନୂଆଁ କଳ୍ପନା କର୍ସି ।କବି ଲେଖକ୍ ବି ତାକର୍ ଲେଖାକେ ଏଖେଇ ଘାଏକେ ପାଠକ୍ ନିକେ କେନ୍ତେଇ ପଁହଚେଇ ପାର୍ବେ ସେ ଉପେ ବାହାର୍ କର୍ସନ୍ ।ପହେଲା ସାହିତ୍ୟ କଥା ଯଦି ଆମେ ଚିନ୍ତା କର୍ମା ସାହିତ୍ୟ ସମାଜର୍…