
ଏମିତି ହୁଅନ୍ତାନି
ଏମିତି ହୁଅନ୍ତାନିରାତାରାତି ସବୁ ଭାଙ୍ଗି ଯାଆନ୍ତାଗଢ଼ିଉଠିଥିବା ଯେତେସବୁ ଅନାଥ ଏବଂ ବୃଦ୍ଧାଶ୍ରମ। ସବୁ ପୁଅବୋହୂଙ୍କହୃଦୟରେ ଲହଡ଼ି ଭାଙ୍ଗନ୍ତା ଦୟାର ଗଙ୍ଗାମାନ ଅଭିମାନରାଗ ଅହଂକାରସବୁକିଛି ଧୋଇ ହୋଇ ବହିଯାନ୍ତା ବୟାଅଶୀର ବଢ଼ୀପରି ସମୟ ସୁଅରେ ଏମିତି ହୁଅନ୍ତାନିଘୃଣାସବୁକରୁଣାର ଫୁଲ ହୋଇ ଫୁଟନ୍ତେମରି ଯାଇଥିବା ସେଇ ମନ ଅଗଣାରେମହମହ ବାସି ଉଠନ୍ତା ଘରଯେମିତି ବାସି ଉଠୁଚି ଶ୍ରୀମନ୍ଦିର। ରିତିନୀତି ସଂସ୍କୃତି କୁ ନେଇହସଖୁସିରେ ଫାଟି ପଡ଼ନ୍ତା ସମୟଇର୍ଷାରେ ବି କୁହନ୍ତେ ଜଗନ୍ନାଥମୋରଛତିଆ ଯିବାର ନାହିଁ,କି ଲୋଡ଼ା ନାହିଁ ମନ୍ଦିରରଖିବାର ଅଛି…