
ନୁଆ ବରଷ
ବରଷକେ ଥରେ ଆସିଛି ଧରାପୃଷ୍ଠକୁଆମ ଏ ନୁଆ ବରଷ ନୂଆ ସ୍ପର୍ଶଭୁଲିଯାଇ ରାଗ ରୁଷା ଆପଣାର କରିମନରେ ଆଣ ଯେ ଅଶେଷ ହରଷ ll ହେ ପ୍ରଭୂ ଜଗତ ନାଥ ଆହେ ଜଗନ୍ନାଥଅଜାଡି ଦିଅ ତୁମ ସ୍ନେହ କରୁଣାବନ୍ଧୁ ବାନ୍ଧବଙ୍କୁ ମୋର ଭଲରେ ଯେ ରଖବିପଦେ ନ ହେବେ କେବେ ବାଟବଣା ll ନୂଆ ବରଷର ନୂଆ ଆଶା ଉନ୍ମାଦନାନୂଆ ଚେତନା ନୂଆ ଜାଗୃତି ଆଣେଓଡ଼ିଆ ପରବ ଓଡିଶା ମାଟି ଗୌରବକୋଟି ଜନତାଙ୍କ ଯହିଁ ମନ କିଣେ…