
ସକାଳ ଖରା
ଶୀତର ସକାଳେ ସୂରୁଜ ଉଇଁଲେପଡଇ କଅଁଳ ଖରାଘାସର ଉପରେ ଶିଶିର ବିନ୍ଦୁଟିଝଟକି ଉଠଇ ଧରା ।ପୁରା ଧରଣୀ ଟି ସୁନ୍ଦର ଦିଶଇଦେଖି ଲେ ଲାଗଇ ଲୋଭଗୋଲାପ ପାଖୁଡ଼ା ଝଟକି ଉଠଇଶିଶିର ରେ ଦିଶେ ଶୋଭାଯେବେ ବସେ ମୁଁ କଅଁଳି ଖରାରେମନେ ଆସେ ବହୁ ଭାବନାକେତେ ନୂଆଁ ତଥ୍ୟ ମିଳେ ମତେମୋ କଲମ ହୁଏ ଚାଳନାଲୋକେ କହିଥାନ୍ତି କଅଁଳ ଖରାଟିଦେହ କୁ ବହୁତ ହିତଶିଶୁର ଦେହରେ ବାଜିଲେଖରାଟି ହୁଏ ଅମୃତପୁରୁବ ଦିଗରେ ସୂରୁଜ ଉଇଁଲେଖୁସି ଲାଗେ ତାର ସ୍ପର୍ଶେପୁରା…