
କନ୍ଯା ରତ୍ନ
କନ୍ୟାଟିଏ ପରା ଦୁଇ କୁଳ ହିତାନାଆଁଟି ତାର ଦୁହିତାଦୁନିଆ କୁ ଧରି ଚଳି ପାରିଲେସେ ହୁଏ ଜଗତ ଜିତାତା ଚଲା ପଥରେ ପଡିଥାଏ କଣ୍ଟାତାକୁ ଦେଖିବାକୁ ହୁଏଭାଗ୍ୟହୀନ ଥିଲେ ଯଦି କିଛି ଘଟେଅପଦସ୍ତ ସିଏ ହୁଏକନ୍ୟାଟିଏ ହୁଏ ଜାୟା ଓ ଜନନୀଭଗିନୀ ବି ହୋଇ ଥାଏଜନନୀ ରୂପରେ କେତେ ଖୁସିରେସମସ୍ତଙ୍କ ଯତ୍ନ ନିଏସୀତା ଓ ସାବିତ୍ରୀ ଅହଲ୍ୟା ଦ୍ରୌପଦୀତାଙ୍କରି ଆଦର୍ଶ ସିଏନିଜ ସୁଖ ଭୂଲି କଷ୍ଟକୁ ଆବୋରିସଂସାରେ ନାଆଟି ବାହେତାର ଅବଦାନ ସ୍ବର୍ଗଠୁ ବଡସବୁଠି ପ୍ରଶଂସନୀୟସ୍ନେହ, ପ୍ରେମ,…