इमारत

इमारत बस इमारत नहीं होतेइनमें कुछउम्मीद, कुछ लगन कुछ जज्बा होते हैंमेहनत ओर मोहब्बत सेसज संवर कर जब एक दीवारअपने सर पे छत रखकरहमें पन्हा देती हैउसे इमारत कहते हैं महलों कि चाहत तुम्हें मुबारकअकसर हम जमीन पर लेटकरखिड़की से जब जिंदगी को तलाशते हैंसर्दी, गर्मी, बारिश आके हमेंगले लगाते हैंतुम्हें याद हो शायदइस धरती…

Read More

ପାରିବ କି ସମୟ ?

ପାରିବ କି ସମୟ ?ଫେରେଇ ଦେଇ ମୋତେମୋର ସେହି ପିଲାବେଳ,ସାଙ୍ଗ ସାଥି ମେଳେ ଖେଳୁଥିବା ମୁହିଁଆଉ ମୋର ଧୂଳିଖେଳ ।। ଫେରି ଦେଖିବି ମୋ ଗାଁକୁ ପୁଣିଖୋଜିବାକୁ ମୋ ଭୁଲା ମନ,ନିର୍ମଳ ଆକାଶ ତଳେ ଆଈମା କାହାଣୀଶୁଣିବାକୁ ସବୁଦିନ ।। ହେ! ସମୟ ଆଣି ଦିଅ ମୋତେଅତୀତର ସବୁ ଆଶା ଅସୁମାରୀ,ଜୀଇଁବି ସେଇ ସ୍ମୃତିକୁ ସାଉଣ୍ଟିଓଠରେ ମୋର ହସକୁ ଧରି ।। ମୋ ଗାଁ ମନ୍ଦିର ଭାରି ସୁନ୍ଦରତୁଳନାରେ କିଏ ସରି ??ନିର୍ମଳ ପବନେ ଉଡେ ପ୍ରଭୁବାନାଜୟ…

Read More

ମୂର୍ତ୍ତି ଆଉ ଲୁହ

ଦେଖିଛି ପୂର୍ବ ରୂପ ଶକ୍ତି ସାମର୍ଥ୍ୟ ଧାପଖୋଳିନେଇ ମୋର ବଦଳିଲେ ନିଜ ରୂପପାଣିଢ଼ାଳି ପୁଣି ପାଦରେ ସେ ଦେଲେ ଦଳିହାତକୁ ମନ୍ଥି ଛଡ଼ାଇଲେ ଯେତେ ମଳି ! କାଟିଲେ ବାଛିଲେ ଗଡ଼ ଗଡ଼ ଗଡ଼ କରିଛାପିଦେଲେ କେତେ ପାଳ ନଡ଼ା ଆଉ ଜରିଜୋର୍-କରି ମୋତେ କେତେ ସତେ ମାଡଦେଲେକେତେ ଅଭିନବ ରୂପରେ ସଜାଇ ଦେଲେ ! ପିନ୍ଧିଲି ରଙ୍ଗ ପିଇଲି କେତେ ଯେ ରସଦିଶିଲାନି ମୋର ନିଜ ରଙ୍ଗ ଅବଶେଷକହିଲେନି କେହି ମାଟି ମୁଁ ମରିଲି ଖାଲିଯିଏ…

Read More

डिअर ज़िन्दगी

यह ज़िन्दगी है कई रंग दिखलाएगीकभी खुशियों का खजाना तोकभी गम का तहखना बन जाएगी |कभी नयी नबेली दुल्हन तो कभीबेवा की सुनी मांग बन जाएगी |ये ज़िन्दगी है कई चेहरे दिखाएगीकभी कान्हा की बांसुरी तो कभीनटराज की तीसरी आँख बनजाएगीये ज़िन्दगी है कई पड़ाव दिखाएगीकभी गीता का सास्वत सत्य तो कभीकुरान की पाक जुबानी…

Read More

ବନ୍ଦେ ଉତ୍କଳ ଜନନୀ

ସୁନ୍ଦର ମୋ ମାଆ ଉତ୍କଳ ଜନନୀ ଗାରିମା ମୟୀ ମୋ ମାଟିଭାରି ମିଠା ଲାଗେ ମୋ ମାଟି ର ଭାଷା ପ୍ରିୟ ଓଡ଼ିଆ ଭାଷା ଟି,ସବୁଜିମା ଭରା ରତ୍ନ ଗର୍ଭା ମାଆ ହସଇ ବଣ ପାହାଡ଼ମନ୍ଦିର ମାଳିନୀ ଉତ୍କଳ ଜନନୀ ସାଜଇ ମଠ ମନ୍ଦିର,ବାର ମାସେ ତେର ପରବ ପାଳଉ ଉତ୍କଳୀୟ ପରମ୍ପରାମହ ମହ ବାସେ ଗାଁ ଠୁ ସହର ପର୍ବ ପର୍ବାଣୀ ରେ ବାସ୍ନା,କୃଷି ର ସମୃଦ୍ଧ ଉତ୍କଳ ର ମାଟି କ୍ଷେତ ରେ ହସଇ…

Read More

ଟିସୁ ପେପର୍

ଥରେ ଜଣେ ଧନୀ ବ୍ୟବସାୟୀ ଗୋଟିଏ ବଡ ହୋଟେଲକୁ ମଧ୍ୟାହ୍ନ ଭୋଜନ କରିବା ପାଇଁ ଯାଇଥିଲେ। ସାଥିରେ ଥିଲା ତାଙ୍କର ଡ୍ରାଇଭର।ଦୁହେଁ ସାମ୍ନାସାମ୍ନି ଗୋଟିଏ ଟେବୁଲ୍ ରେ ବସି ପଡିଲେ। ମେନ୍ୟୁ ଦେଖି ବିଭିନ୍ନ ପ୍ରକାର ଖାଦ୍ୟ ବରାଦ କଲେ। ହଠାତ୍ ଏତିକିବେଳେ ସେହି ଟେବୁଲ ଉପରେ ଥୁଆ ହୋଇଥିବା ଟିସୁ ପେପର୍ ଡ୍ରାଇଭର ସହ କଥାବାର୍ତ୍ତା ହେଲା।ଟିସୁ ପେପର୍ ପଚାରିଲା: “ତୁମ ସାମ୍ନାରେ ବସିଥିବା ଏ ଭଦ୍ରଲୋକଟିକ’ଣ ତୁମର ସମ୍ପର୍କୀୟ କି?ଡ୍ରାଇଭର ଉତ୍ତର ଦେଲା: ହଁ।…

Read More

ମର୍ତ୍ତ୍ୟ ଦୁଃଖ

ଆଜି ସକାଳେ ମୋତି ଆସିଲାନି, ଏବେଳା ଏତେବେଳ ହେଲାଣି ଦେଖାନାହିଁ, ବାସନ ମଜାଠୁ ନେଇ ଘର ଗୋଟାକର କାମ ପଡିଛି, ସ୍କୁଲ ରୁ ଫେରି ବ୍ୟସ୍ତ ହୋଇପଡିଲା ଦିତୀୟା । ନିଜେ କରୁଥିବ ଠିକ୍ କିନ୍ତୁ ଥରେ ଚାକରାଣୀ ର ଅଭ୍ୟାସ ପଡିଗଲେ ସେଇ କାମ ବୋଝ ଭଳି ମନେହୁଏ। ଅମର ପ୍ରାଇଭେଟ କଂପାନିରେ ଚାକିରୀ କରନ୍ତି ।ସେ ଇଂଲିଶ୍ ମିଡିୟମ୍ ସ୍କୁଲରେ। ନିମ୍ନ ମଧ୍ୟବିତ୍ତ ଦୁଇଜଣିଆ ପରିବାର ରେ ଉଭୟ ଘରକାମ କରି ଚଳାଇ ନେଉଥିଲେ।…

Read More

ପାଦ ଚିହ୍ନ

ଉଡିଗଲା ସାଥି ଦୂରେ ବହୁଦୂରେଫେରିତ ଆସିଲା ନାହିଁସବୁଜ ବନର ତରୁ ଡାଳେ ବସିଆଳାପ କରିବା ପାଇଁମନ ଆଢୁଆଳେ ଅନେକ ଅକୁହାକଥା ରହିଗଲା ବାକି ।ମୁଁ ,ଯେ ବେଦନା ବନର ପକ୍ଷୀ ——— କୋଳାହଳ ଏଇ ନୀଳ ବନାନୀରେନିଃସଙ୍ଗତା ଆସେ ମାଡିନୀଳ ଆକାଶର ଶୂନ୍ୟତା ମତେଧରିଛି ଆଜି ଜାବୁଡିମାଟିରୁ ଆକାଶ ପ୍ରେମରୁ ବିଶ୍ବାସସବୁଠି ପଡିଛି ଛକି ।ମୁଁ,ଯେ ବେଦନା ବନର ପକ୍ଷୀ ———- କ୍ଳାନ୍ତ ଅପରାହ୍ନ କଳରବ ଶୂନ୍ୟନିରବତା ଖେଳେ ନୀଡେମୋ,ବୁକୁ ବେଳାରେ ଲୁହର ଲହଡିନିତି ଆସି ମଥା…

Read More

ଟିକି ଚିନ୍ତନ

ସହିବା,ନଇଁବା,ପାଳିବାର ଗୁଣନାରୀ ପାଖେ ଥାଏ ଯେବେ,ଧୀର,ନମ୍ର,ଶାନ୍ତ,ସ୍ୱଭାବରେ ଗୃହପରିଣତ କରେ ସ୍ୱର୍ଗେ।ମନ ତଳ କୋହ,ଆଖିତଳ ଲୁହଲୁଚାଇ ଯେ ନାରୀ ହସେ,ଶତ୍ରୂତା ସ୍ୱଭାବ,ଥିବା ମନୋଭାବଶତ୍ରୁ ବି ଶରଣ ପଶେ।ସବୁଠାରୂ ନାରୀ ଶ୍ରେଷ୍ଠ,ଶ୍ରେଷ୍ଠତାର ଗୁଣେ,ଦେବୀର ସମ୍ମାନେରହିଛି ସଦା ସେ ଉଚ୍ଚ।ନାରୀ ସୁଲଭର ଗୁଣେ,ଘର, ପରିବାର,ସମାଜ ଓ ରାଷ୍ଟ୍ରବଦଳିଯାଏ ବି ଦିନେ। ବିବାସିନୀ ପଟ୍ଟନାୟକକାଳୁପଡା ଘାଟଖୋର୍ଦ୍ଧା

Read More

ସେବା ର ପ୍ରତିମୂର୍ତ୍ତି ମଦର୍ ଟେରେସା

କର୍ତ୍ତବ୍ୟ ହିଁ ଭଗବାନ୍ସେଇ ବାର୍ତ୍ତା ବହନ କରିନିଜ ଦେଶ ଛାଡ଼ି କୋଳେଇ ନେଲଭାରତ ବର୍ଷ କୁ।କୋଟି କୋଟି ଭାରତୀୟ ଙ୍କ ହୃଦୟ ରେବିରାଜିତ ହେଲ ମା ଟେରେସା ରୂପେ।ସତରେକେହି ଯଦି ଦେବୀ ଙ୍କ ରୂପ ଅବୟବପରି କଳ୍ପନା କରି ପାରେନାସେ ହିଁ ତ ତମେ, ତୁମେ ମା ଟେରେସା। କେତେ ସରାଗ ରେ ସେବା କରିବସତୁମେ ରୋଗୀ କୁସତେକିତୁମ ହାତ ରେ ଯାଦୁ ଅଛିତୁମ ସ୍ପର୍ଶ ରେ ସେ ଫେରି ପାଇଛି ନୂଆ ଜୀବନ। କଲିକତା ମହାନଗରୀର…

Read More