
ଦୁଇ ବଟିଆ
ଇ,ହସ୍ ଖୁସିର୍ ସୁର୍ତାତୋର୍ ମୋର୍ ସାଥ୍ଛଟନା ଛଟନା ଦୁ଼ଃଖମନା, ଆଉର୍ ଚାଙ୍ଘରି ଚାଙ୍ଘରି ରୁଷାଫୁଲାର ବୋଝ୍,କେତେ ଦୂର ତକ୍ ଯେ,ସବୁ ସେ ଦୁଇ ବଟିଆନ ହିଁ ସରିଯିବା,ପୁଟା ଲିଆଆଉ ଅଚଲ୍ ପଏସା ଭୁଗାନୁ ଝାରିଝୁରାକରି ଝିଟିଁସାଏଲେ।୧।ଅଁତରି ନୁ ଆଏଜ ତକ୍ଦୁଇ ବଟିଆ ର ଦୁହି ବାଟ,ଗୁନ୍ଦାଗୁପଲିଆ କରିଛେନ କେତେ,ଇବାଟେ ଯିମି କି ସେବାଟେବାଛବାର୍ ଥିନ ଗୁଜରି ଗଲାନ ସମିଆର୍ ଅନଲେଉଟା ବାଟ୍,ଅଜାନତକେ ନ ସରିଗଲା ସଵୁ ନାଟ।୨।ରେଲ୍ ଲାଇନ୍ର ଦୁଇ ଧାରେ ଠିଆ ହେଇକରି, ହାତ ଧରାଧରି,କେତେ…