ବିନା ଦୋଷେ ମୋତେ କଲୁ କଳଙ୍କିନି

ନ ବୁଝି ନ ସୁଝି ପର କରି ଦେଲୁଭାବିଲୁନି ମନେ ଥରେ ,କେତେ ଭଲ ତୋତେ ପାଉଛି ରେ ସାଥିହୃଦୟ କୁ ଥରେ ପଚାରେ |(୧)ସମୟ ମୋହରି ଭଲ ନାହିଁ ବୋଲିପରିସ୍ଥିତି କଲା ବାଟ ବଣା,ଆଖି ତୋର ଆଜି ଧୋକା ଖାଇଗଲାହୋଇଗଲା ଭୁଲ ବୁଝାମଣା | (୨)ମା ବାପା ଇଚ୍ଛା ସ୍ବପ୍ନ କୁ ତୁଟାଇଦୌଡ଼ି ଯାଇଥିଲି ତୋ ପାଖେ,ଆସା ଭରସା କୁ ତୁଟାଇ ଦେଇ ମୋଛାଡି ଦେଲୁ ହାତ ଅଧା ବାଟେ | (୩)ବୋଝ ବୋଲି ଯଦି…

Read More

ପ୍ରିୟତମା

ଘରେ ତେଳ ଲୁଣର ବଜେଟ୍ ସମ୍ଭାଳୁଥିବା ଘରଣୀ ହଠାତ୍ ଚେତାବନୀ ଦେଲେ, ବହୁତ ହୋଇଗଲା। ଏଥର କବିତା ଲେଖା ବନ୍ଦ କର। ଦେଖ ଦୁନିଆଁ କେବେଠୁ ବଦଳିଗଲାଣି। ଆଉ ତୁମେ ଭଙ୍ଗା ଚେୟାର୍ ଭଳି ସେମିତି ଗୋଟିଏ କଣରେ ପଡ଼ିଥାଅ। କ’ଣ ମିଳୁଛି ସେଥିରୁ ଯେ।ଘରଣୀଙ୍କ ମଥା ହଠାତ୍ କାହିଁକି ଘୁରିଲା କିଛି ବୁଝିବା ଆଗରୁ ଆଉ ଏକ ବିସ୍ପୋରଣ। ଦରଦାମ୍ କେବେଠୁ ଆକାଶ ଛୁଆଁ ହେଲାଣି। କିଛି ଜାଣିପାରୁଛ ନା ନାହିଁ। ଏଥର ତ ଆଉ…

Read More

ଅନ୍ଧଗଳି

ଏ ଗଳି ରେ ବସନ୍ତ ବେସୁରା,ଏ ଗଳି ରେ ରାତି ମାନେ ଅସହାୟ ||କାଉ ସମ ଖୁମ୍ପି ଖୁମ୍ପି ଅଦମ୍ୟ କାମନା,କାଢିନିଏ କଙ୍କାଳ ରୁ ମାଂସ ||ଉଙ୍କିମାରେ ଏ ଗଳି ରେ ଅବମୋକ୍ଷ ରଉଜୁଡା ବୁକୁ ଥରା ଦୀର୍ଘ ଶ୍ୱାସ|| ପଥର ରୁ ଅହଲ୍ୟା ରୂପ ପରିଗ୍ରହଅପୂର୍ଣ୍ଣ ସ୍ବପ୍ନ ର ଦୁରନ୍ତ ତାତ୍ସଲ୍ୟ,ଏ ଗଳି ରେ ବଦନାମ ଆକାଶଛାଇ ଆଲୁଅ ର ଲୁଚକାଳି ଖେଳଦେହ ଆଉ ଦହନ ର ଅବିସ୍ମୃତ ମାୟାଅପାର୍ଥିବ ବଳୟ ର ତୀବ୍ର ହଳାହଳ…

Read More

ପ୍ରେମର ପରିଭାଷା

ମୁଖ ସୁନ୍ଦରକୁ ଦେଖିକି କେବେ ବିହୃଦୟ ନ ହୁଏ ଚିହ୍ନିହୃଦୟ ଚିହ୍ନିଲେ ସ୍ବତଃ ସ୍ବତଃ ସତେପ୍ରେମ ଭାଷା ହୁଏ ବର୍ଣ୍ଣି ।।ହୃଦୟ ନିର୍ମଳ ଥାଏଟି ଯାହାରପ୍ରେମ ବି ହୁଏ ତା’ ସ୍ବଚ୍ଛସହସ୍ର ସମସ୍ଯା ଲକ୍ଷେ ବାଧାବିଘ୍ନତାକୁ ଲାଗିଥାଏ ତୁଚ୍ଛ ।।ଯାହା ସହ ମନ ମିଶି ହୁଏ ପ୍ରେମତା’ ସବୁ ଲାଗେ ଅମୂଲ୍ୟବାହ୍ୟ ସୌନ୍ଦର୍ଯ୍ୟକୁ ଦିଶେନି ଆଖିରେତା’ ହୃଦ ଦିଶେ ନିର୍ମଳ ।।ଜୀବନ ଓ ପ୍ରେମ କ୍ଷୀର ନୀର ଭଳିଏକ ସ୍ଥାନେ ତାଙ୍କ ବାସପ୍ରେମ ବିନା ପ୍ରାଣ ଅଧୁରା…

Read More

ବୁଆର୍ ରିସ୍‌ମି

ବୁଆର୍ ରିସ୍‌ମି ମୁନୁଷ୍ କର୍‌ସିତାର୍ ଛୁଆ ପିଲାକେବୁଆର୍ ରିସ୍‌ମି ତାକତ୍ ଦେସିଅସମିଆଁର୍ ବେଲ୍ କେ ।।ବୁଆର୍ ରିସ୍‌ମି ବାଟ୍ କଢାସିବୁଦ୍ଧିର୍ ବାଡ଼ି ହଜିଗଲେବୁଆର୍ ରିସ୍‌ମି ହଁସେଇ ଦେସିଛୁଆର୍ ଭୁଲ୍ ସୁଧିର୍’ଲେ ।।ବୁଆର୍ ରିସ୍‌ମି ପାଏନ୍ ଦେସିମୁର୍’ଝାଲେ ତହଁକ୍ ପତର୍ବୁଆର୍ ରିସ୍‌ମି କନ୍ଦେଇ ଦେସିପାଏଲେ ସଫଲ୍ ମନ୍ତର୍ ।।ବୁଆର୍ ରିସ୍‌ମି ଉଁଚା ମନର୍ଉଁକିଆ ଦେଖାସି ସତେବୁଆ ଆମ୍’କୁ ଛାଡ଼ି ପଲାଲେସେ ରିସ୍‌ମି ଝୁର୍’ସୁଁ କେତେନାଇଁ ମିଲେ ଆର୍ ସତେ ।। ସନ୍ତୋଷ କୁମାର ଅଦାବରବୀରମହାରାଜପୁର,ସୁବର୍ଣ୍ଣପୁରମୋ-୯୭୭୭୯୧୦୭୧୮

Read More

ପଶ୍ଚିମ ଓଡ଼ିଶା ର ବଡଖା ତିହlର

ପଶ୍ଚିମ ଓଡ଼ିଶାର ବଡଖା ତିହାରଆମର ଗୋ ନୂଆଁଖାଇଯେନ୍ ଠାନେ ଥିଲେ ଭାଇ ଭାଇସବୁ ଘର୍ କେ ଆଏସନ୍ ଧାଇଁ । ଜାତି ଜାତି ଦରବ ସଙ୍ଗେପିଠା ପନା ଲେଥା ଖିରିଦେଖି ଦେଲେ ଟିକେ ମନ୍ ଭରିକରିପେଟ୍ ଯାଉଥିସି ପୁରି। ଲିପା ପୁଛା ହେଇକରି ଘର୍ ଦୂଆର୍ ସବୁଲଗୁଥିସି ନୂଆ ନୂଆନୂଆଁ କୁର୍ତ୍ତା ପିନ୍ଧି ନୂଆଁ ଖାଇମି ବୁଲିମନ୍ ହେଉଥିସି ଛାନିଆ । ଇଷ୍ଟ ଦେବୀ ଆମର ପୂଜା ପାଏସନ୍ଭୋଗ ଲଗସି ଖିରି ନଡ଼ିଆସବୁ ପୂଜା ପାଠ ସlରିନୂଆଁ…

Read More

इश्क

मेरी ज़िन्दगी मैं कभी कोईचमत्कार क्योँ नहीं होती?ऐसा क्या गुनाह हो गयामुझसे ए खुदा की तेरेरेहमत की बरसात नहीं होती?मोहब्बत, मोहब्बत को तरसते रहेअरमानो को दबाये रखा,शिकायत किसी से क्या करेंजब समंदर ने ही प्यासा रखा || ||सुना था प्यार दस्तक देती हैदिल मैं एक बार कभी ना कभीहम ने भी उस पल का बेसब्री…

Read More

ଶିକ୍ଷକତା

ଶିକ୍ଷକ ଜୀବନ ସୁନ୍ଦର ଜୀବନଏହା ଜୀବନର ଏକ ବ୍ରତଶିକ୍ଷକ ର ଲାଗି ପୁରା ସଂସାର ଟାହୋଇ ଯାଆନ୍ତି ଜାଗ୍ରତକଷଣକୁ ସହି ଉଚ୍ଚ କଣ୍ଠରେକରେ ସିଏ ବିଦ୍ୟା ଦାନଏ ଧରା ପୃଷ୍ଠରେ କିଏ ବି ହେବନିଶିକ୍ଷକ ସହ ସମାନଏ ଧରା ଧାମରେ ଉପାର୍ଜନ୍ତିଅବା ବୃଦ୍ଧ ବନିତାକିନ୍ତୁ ଭାଗ୍ୟବାନଯେ ସେହି ଲୋକଟିଯିଏ କରେ ଶିକ୍ଷକତାମାଟିର ପିଣ୍ଡୁଳା ସମ ଛାତ୍ରଛାତ୍ରୀଶିକ୍ଷକ ସଂସ୍ପର୍ଶେ ଆସିବିଦ୍ୟାର ଆଲୋକେ ଆଲୋକିତ ହୋଇଦିଅନ୍ତି ତମସା ନାଶିଶିକ୍ଷକ ପରା ଶିକ୍ଷକ ନୁହେଁସେ ଅଟେ ମର୍ତ୍ତ୍ୟର ଭଗବାନଶହ ଶହ ଛାତ୍ରଛାତ୍ରୀ…

Read More

ଶଗଡ୍ ଗାଡ଼ି

ଶଗଡ୍ ଗାଡିରେ ଶଗଡ୍ ଗାଡ଼ିକାହିଁ ହଜିଗଲୁ ତୁଇଦେଖିବାର୍ ଲାଗି ସପନ୍ ହୋଇଛେତୋର୍ ଦେଖା ଦର୍ଶନ୍ ନାଇଁ।ରକମ୍ ରକମ୍ ଗାଡି ଦିଶୁଛେଇଛେନ୍ ବାଟେଁଘାଟେଁତୋର୍ ଚକା ଆଉ ନାଇଁ ଗଡ୍ବାର୍ଗାଁ ସହରେ ମୁଟେଁ।କେତେ କେତେ କାମ୍ କରିଚୁସବୁ ଲୁକର୍ ଲାଗିତୋର୍ ଉପକାର୍ ଭୁଲିଗଲେହୋଇ ସଭେଁ ମତ୍ଲବି।କାଠେ ତିଆରି ତୋର୍ ଦେହେଁଟାଅବଗା ନିଦା ଶରୀର୍କେଁ କଟ୍ କଟ୍ କରି ଯାଉଥିଁସୁନାଇଁ ହୁଏ କେଭେଁ ପାଶ୍ ରି।ବଳଦ୍ ଜୁଡ଼ା ସଙ୍ଗେ ଶଗ୍ଡିଆଟାଜୁଟିଥିଲେ ଗୁଟେ ଠାନେବଡା ଆରାମେ ଗଡି ଯାଇସୁଉଷତ୍ ହେସନ୍ ଲୋକ୍ ମାନେ।ଉପର୍…

Read More

ଶୂନ୍ୟତାର ପ୍ରିୟତମା

ଏତେ କୋଳାହଳ ଭିତରେ ବିଶୂନ୍ୟତାର ପରିସୀମାକୁଖୁବ୍ ସହଜରେ ଅନାୟାସରେଉପଲବ୍ଧି କରେ । ତମେ ଖୁବ୍ ପାଖରେ ଥିଲେ ବିବେଳେବେଳେ ତୁମରଆବର୍ତ୍ତମାନ କୁ ମୋ ହୃଦୟରେପ୍ରତିସ୍ପନ୍ଦିତ କରେ । ଆକାଶକୁ ଚାହିଁ ପଚାରେ ବଉଦକୁସାଙ୍ଗରେ ନେଇ ଆ ମୋ ପ୍ରିୟାକୁପ୍ରିୟତମା ନୁହେଁ ସେ କାହାରପ୍ରିୟତମା ଅଟେ ସେଇ ଶୂନ୍ୟତାର । ବୃନ୍ଦାବନ ପ୍ରଧାନବାଉଲସିଂହା ଭଟଲି ବରଗଡ଼

Read More