ହେ ସପନ ମାନେ
ହେ ସପନ ମାନେକେନ କେନ ବୁଲୁଥିସନସଥେ ଦେଖଲାବେଲକେକେଡେ ସୁନଁରଲାଗୁଥିସନଚମକୁଥିସନ,ଝଟକୁଥିସନମହକୁଥିସନ୍ମଲିଫୁଲ ବାଗିର୍।ହେ ସପନ ମାନେକେତେବେଳେଁ ତଖୁବ୍ କନ୍ଦାସନ୍ଖୁବ୍ ଦୁଖ୍ ଦେସନ୍ଆଁଖଲ ଧାର୍ବାହାର କରାସନ୍ଝରି ସରାବନର୍ଝକେର୍ ବାଗିର୍ ।। ବୃନ୍ଦାବନ ପ୍ରଧାନବାଉଲସିଁହା, ଭଟଲି, ବରଗଡ଼

କବି ଖଗେନ୍ଦ୍ର ଦାସ୍, ଭୁବନେଶର୍ ଅନୁରୋଧ୍ ରକ୍ଷା କରି ସମଲପୁରି ଅନୁବାଦ୍,ତାଙ୍କର୍ କବିତା “ମୁଁ” ମୁଇଁ ଯେନ୍ତା ଆଏଁ କି ଅଛେଁଭାବି ନେସିଁ ସଭେ ଯାକିର୍ ହେନ୍ତା ବଲିହେଥୁର୍ ଲାଗି ତ ଖାଇଗଲି ଧୋଖାଥରେ ନୁହେ କି ଦୁଇ ଥର୍ ନୁହେକେତିନି କେତେ ଥର୍,ଥର୍ କେ ଥର୍ କରିବାଧି ଯାଏସି ଜିବନ୍ଛାତି ଭିତର୍ ଚିଆସି ପରେନିଜେ ନିଜ୍ କେ ଧିକାର୍ କର୍ସିଁକହେସିଁ”ନାଇଁ ନାଇଁ ଆରୁ ନାଇଁ”ମପା ଜୁଖା କରି ଦିନାଦୁ ବାଁଚି ଯିସିଁ ସିନେମିସିନ୍ ମୁନୁଷ୍ ବାଗିର୍…
ଥରେ ରାତି ଦୁଇଘଡି ସମିଆଥିଁଟିକେବି ବାଦଲନେ ଛାଇ ହଇଥିବାରହେ ଆକାଶ କେ ପଚାରାଲିଁଆଏଜ୍ ତ ତୁଇଁ ଭଲ ଅଛୁଭଲ କରି ଜହ୍ନର ଉକିଆଟେ ପାଉଛୁ।ରଗଁ ରଗିଁଆ ତାରା ମନକର୍ ସଂଗେଚକମକ୍ ତୁଇଁ କରୁଛୁରଜା ଘରର ଫୁଲବଗିଚା ବାଗିର୍ଫଗୁନରାତିର ଆକାଶସତେ କେତେ ଭଲଦିଶୁଛୁ ।ନିଲିଆ ଆକାଶେଁ ସଫେଦ ଶାଢ଼ୀଟେସଥେ ତ ଢାପିହଇଛେଉକିଆ ଆକାଶେ ଜନ୍ ବିତାର୍ କରାମତି ଦେଖେଇଛେଫଗୁନ ରାତିର ଆକାଶସଥେତ ଭଲ୍ ଦିଶୁଛେ। ବୃନ୍ଦାବନ ପ୍ରଧାନ