ଶେଷକୃତ୍ୟ

ଛଳନାର କୋକେଇରେ ସ୍ନେହର ଶବଟାବୋଧେ ଚାରିଦିନ ହେଲା ପଡ଼ିଛିପାଖ ମଡା ପୋଡ଼ା ପଡିଆରେଦୁର୍ଗନ୍ଧରେ ହୃଦୟ ବସ୍ତିଟା ଗନ୍ଧେଇଲାଣିଭାକ୍ ଭାକ୍ ହୋଇହେଲେ କାଇଁ ତ କେହି ଆସୁନିଏ ଶବର ଶେଷକୃତ୍ୟ ପାଇଁକାଇଁ ତ କେହି ଲୁହ ଗଡ଼ାଉନିକାନ୍ଥରେ ମୁଣ୍ଡ କୋଡି, ଛାତି ପିଟିପିଟି ସହରର ଫାଣ୍ଡିରେ ତ ମେଞ୍ଚେ ପୋଲିସ୍ବସି ପିଉଛନ୍ତି ଗରମ୍ ଗରମ୍ ନାଲି ଚାବେଆଇନ୍ ବକସିସ୍ ଆଦାୟ କରୁଛନ୍ତିକେତେ ଦରପେଟିଆ ନିସ୍ତେଜ ମଣିଷଙ୍କଠୁମିଛ ଅପରାଧର ଦସ୍ତାବିଜ୍ ଦେଖେଇକାଇଁ ଥରେ ତ ଏଯାବତ୍ ଆସିଲେନିଶବର ବ୍ୟବଚ୍ଛେଦ ପାଇଁ…

Read More

ଶାନ୍ତି – ବିଶ୍ଵର ସ୍ପନ୍ଦନ

ହେ ଶାନ୍ତି !ଲୁଚିଛ କି ତୁମେ ଅମରାବତୀରେ ?ନା ଅଳଙ୍କୃତ କରିଛ ଅଳକାପୁରୀକୁ ?ନିଃସ୍ଵ ଏ ବିଶ୍ୱ ଆଜି ତୁମ ବିରହେ ଜର୍ଜରିତ,ଆସ, ଆଲିଙ୍ଗନ କର ଏ ମୁମୂର୍ଷୁ ଜଗତକୁ । ବିଶ୍ଵ ବକ୍ଷେ ଆଜି କାଲି,ହିଂସା, ରକ୍ତପାତ, ରୁଧିରର ହୋଲିଶତ୍ରୁର ଚିତାଗ୍ନିରେ ପାଳିତ ହୁଏ ଦୀପାବଳୀ ।ଓହ୍ଲେଇ ଆସ ଥରେ ଏ ପ୍ରେମଶୂନ୍ୟ ଦେଶେଦେଖାଇ ଦିଅ ତୁମ ଶ୍ୱେତ ପ୍ରଶାନ୍ତ ରୂପ,ଶିଖାଇ ଦିଅ ମାନବକୁ ମୈତ୍ରୀର ମହାମନ୍ତ୍ର । ତୁମେ ଆସିଲେ ସଞ୍ଚରିବ ନବ ଉର୍ଜ୍ଜାଲହୁ…

Read More

‘ନାଟକ ଏଥର ତୁମେ’

କଳକାରଖାନାର ଧୂଆଁରେମାଟିର ରଙ୍ଗ ବଦଳି ଯାଇଛିକେବଳ ମାଟି ତ ନୁହେଁମଣିଷ ମଧ୍ୟ ବେରଙ୍ଗ ଦେଖାଯାଉଛନ୍ତିସଂଘର୍ଷର ଏହି କାହାଣୀରୟେ ହେଉଛି ଶେଷ ଦୃଶ୍ୟତା ପରେ…..ହୁଏତ କିଛି ସହାନୁଭୂତି ଓ କିଛିଆଖିରେ ଲୁହ ଛଳଛଳ ହୋଇପାରେଅବଶ୍ୟ କାହାପାଇଁ ବାଧ୍ୟ ବାଧକତା ନାହିଁ ! ମାଟିର ରଙ୍ଗ ବଦଳିଛି ତ, କ’ଣ ହେଲାମଣିଷ ରଙ୍ଗ ମଧ୍ୟ ବଦଳିଛି,ଏଥିରେ ନୂଆଁ କ’ଣ ଅଛି ଯେହଁ କିଏ ବିସ୍ଥାପିତ ହେଲାକିଏ ସ୍ଥାପିତ ହେଲାଅନେକ ହିସାବ ଅଛିଅସଂଖ୍ୟ ନାୟକ ଓ ଖଳନାୟକଏବେ ରହସ୍ୟମୟ ଭୂମିକାରେଅଭିନନ୍ଦନ କରୁଛନ୍ତିମୁହଁରେ…

Read More

ନାରୀ ଚିର ବନ୍ଦନୀୟା

ଇତିହାସେ ଲେଖା ଯା ‘ ଗୁଣ ଗାରିମାନାରୀ ଚିର ବନ୍ଦନୀୟା ,ଛୁଇଁ ପାରେ ସିଏ ନୀଳ ଗଗନକୁସାଗରେ ଲେଖେ ତା ‘ ନାଆଁ।।ଇତିହାସେ………… ସର୍ବ କ୍ଷେତ୍ରେ ଉଭା ସ୍ଵୟଂ ସିଦ୍ଧା ନିଜେରଖଇ ଦେଶର ମାନ,ଶିକ୍ଷା ରାଜନୀତି ସ୍ୱାସ୍ଥ୍ୟର ଉନ୍ନତିଧନ୍ୟ ତା ‘ନିଷ୍ଠା ସାଧନ।। ପୂଜା ଆରାଧନା ନାହଁରେ କଳନାସ୍ନେହ ମମତାର ଛାୟାଇତିହାସେ……… କୃତିରେ ଅନନ୍ୟା ତା’ ଜ୍ଞାନ ଅସୀମାକୀର୍ତ୍ତି ସ୍ତମ୍ବ ସିଏ ତୋଳେ,ରଣ କ୍ଷେତ୍ରେ ଉଭା ବିରାଙ୍ଗନା ଟିଏବିଜୟ ଧ୍ଵଜା ତା ‘ଉଡ଼େ।। କେତେ ରୂପ ତାର…

Read More

ଭିକ୍ଷା

ଭିକ୍ଷା ଭିକ୍ଷାର ଅନ୍ୟ ନାମ କ’ଣ ମୁଁ ଜାଣେନାତେବେ ଭିକ୍ଷୁକକୁ ଦାନ କଲେ ପୁଣ୍ୟ ପ୍ରାପ୍ତି ହୁଏଆପଣଙ୍କ ପୁଣ୍ୟ ବୃଦ୍ଧି ପାଇଁମୁଁ ଭିକ୍ଷା ମାଗିବାକୁ ସର୍ବଦା ପ୍ରସ୍ତୁତକ’ଣ ବିଶ୍ବାସ ହେଉନି ? ମୁଁ ସେଦିନ ଭିକ୍ଷା ମାଗିବାକୁ ଧାଇଁ ଥିଲିସର୍ବଶ୍ରେଷ୍ଠ ଦାନୀଙ୍କ ଦ୍ଵାରକୁସେ ମନା ତ କରିନଥିଲେକିଛି ଉତ୍ତର ମଧ୍ୟ ଦେଇନଥିଲେଆଞ୍ଜୁଳା ମୋର ଅବଶ୍ୟ ରିକ୍ତ ଅଛିଆଉ ତୁମ ପୂଣ୍ୟ ବୃଦ୍ଧି ଘଟିଛି ନା ନାହିଁମୁଁ ଜାଣେନା ପୁଣି ଦିନେ ଇଚ୍ଛା ହେଲା ଭିକ୍ଷା ମାଗିବାକୁଧାଇଁ ଥିଲି…

Read More

ପଲସାଫୁଲ

ନାଲ୍ ଟହ ଟହ ଡଉଲ ଡାଉଲସତେ ସରଗ ନୁ ଅପସରୀକେନ୍ ଦେବତା ଅଭିଶାପ ବଲେହେଇଛେ ପଲସା ସୁନ୍ଦରୀବାଟେ ଘାଟେ ଯେନେ ଦେଖପଡ଼ିଚେ ଲାଲ୍ ଗାଲିଚାବାସ୍ ଗନ୍ଧ୍ ନାଇ ସିନା ତାରହୃଦୟ ଟା ଫରଛା ବଉଲିଆ ଧୁକା ହଲେଇ ଦେଉଛେ ତାର ସୁନ୍ଦର ନାକ୍ଗୀତ ଗାଇ କି ନାଚୁଛେ ସେ ହସ ଟା ବି ତାର୍ ଖାସ୍ଧରତି ମା ଲାଲ୍ ପାଟ ସତେପିନ୍ଧିଚେ ତାର୍ ଲାଗିମା ମଙ୍ଗଳା ଟାକି ଥିସନ୍ପୂଜା ପାଇବାର୍ ଲାଗି କାହିଁ କେତେ କବି ମନ୍…

Read More

ନିଜ୍’କେ ନାଇଁ ମାର୍

ନିଜର୍ ଜିବନ୍ ନିଜେ ହlର୍’ଲେଁଲାଗ୍’ସି ବଢ଼େ ପାପ୍ମାହାପୁରୁ ନେ ରଖ୍ ଭର୍’ସାସବୁ କର୍’ବା ଥାବ୍ । ଦୁଖ୍ ନାଇଁ ରହେ ହରେ ହର୍’ମିସାକିନ୍ଦ୍’ରି ଆଏବା ସୁଖ୍ତୁଇଁ କିଏ ଆଉ କହତ ବେଡାରାମ୍ ‌ସିତା ଭି ପାଇଛନ୍ ଦୁଖ୍ । ଝାରେଁ ଜଙ୍ଗ୍’ଲେଁ ବୁଲ୍’ଲେ ରାମ୍ରଜାର୍ ପୁଓ ହେଇଁସହରେ ଜିବନ୍ ବଏଲେ ତିନ୍’ହେକଁଚା ଫଲ୍ ମୁଲ୍ ଖାଇଁ। ସମ୍’ସାନ୍ ଜୁଗ୍’ଲା ହରିଚନ୍ଦର୍ଲଟା ଘିଚିଥିଲା ନଲ୍’ରଜାଆମର୍‌ ଲୋକ୍ ଆଘ ମାକର୍ ଥିଲେମୁନୁସ୍ ହେଇଛନ୍ କିନି ବୋ ବଝା । ସମିଆ…

Read More

ଫଗୁନ୍

ଫଗୁନ୍ ଆନିଚେ ରଙ୍ଗ୍ ପସରାତାର୍ ସଙ୍ଗେ ହୁଲି ଖେଲ୍ଦୁଖ୍ ସୁଖ୍ ସବୁ ବାଆଁଟି ନେମାହେଇ ସଭେ ଆମେ ମେଲ୍ । ଫଲସା ଫୁଲ୍ ହଁସେ ମୁଲ୍‌ମୁଲ୍,ଲାଲ୍ ଗଲଗଲ୍ ହେଇ,ନୁଆଁ ଭୁଆସେନ୍ ଉଢନା ତଲେ,ହଁସୁଥିସି ଖଲ୍ ଖଲେଇ । ବାଦଲ୍ ଭିତରେ ସୁରୁଜ୍ ରଜାଖେଲୁଛେ ଲୁକ୍ ଲୁକାନି ,ଗରମ୍ ଥି ତତେଇ ଦେସି ଫେର୍ଶୀତଲ୍ ଖରା ଦେସି ବୁନି । ହୁର୍ ହୁରିଆ ବଉଲିଆ ଧୁକାତାର୍ ସଙ୍ଗେ ଖରାର୍ ଦାନ୍ଦି,ଘାଏ ହେସି ମନ୍ ଉସତ୍ ଫେର୍ମନ୍ ପକାସି କାନ୍ଦି…

Read More

क्या तुमको भी अच्छा लगता है

क्या तुमको भी अच्छा लगता है ये मन की मनमानियां,क्या तुमको भी सुनाई देती है ये लहरों की खामोसियां।क्या तुमको भी आभास होती है ये दूरीओ में नजदीखियां,क्या तुमको भी सताती है ये वक्त की नlफरमानिया।क्या तुमको भी सताती है ये वक्त की नlफरमानिया……..।।क्या तुमको भी दिखाई देती है ये नज़रों की गुस्ताखियां,क्या तुमको भी…

Read More