ଅଧୁରା ପ୍ରେମ କାହାଣୀ

ଆକାଶ ଓ ବର୍ଷା ବହୁତ ଭଲ ସାଙ୍ଗ ଥିଲେ । କିନ୍ତୁ ଧୀରେ ଧୀରେ ତାଙ୍କ ମନ ରେ ପ୍ରେମ ର ଭାବନା ଜାଗି ଉଠି ଥିଲା , ହେଲେ କେହି କାହାକୁ କହି ପରୁ ନଥିଲେ । ହଠାତ୍ ଦିନେ ଦୁହେଁ ଗୋଟେ ସ୍ଥାନ ରେ ଭେଟ ହେଲେ ଆଉ ସେଠି ଦୁଇ ଜଣ କିଛି ସମୟ ବସି କଥା ବାର୍ତ୍ତା ହେଲେ । ଆଉ କଥା ରେ କଥାରେ ଦୁହେଁ ଜାଣି ପାରିଲେ ଯେ…

Read More

ବିନା ସ୍ୱର୍ଥେ କାର୍ଯ୍ୟ କରେ ଯିଏସଭିଙ୍କ ମନ କିଣେ ସିଏ।

ଏକ ଛୋଟ ଗାଁରେ ଗୋବିନ୍ଦ ନାମ ରେ ଜଣେ ଚାଷୀ ବାସ କରୁଥିଲା। ସେ ଏକ ବଡ଼ ମନର ଲୋକ ଥିଲା ଏବଂ ସେ ତାର ପରିବାରକୁ ଖୁବ୍ ଭଲ ପାଉଥିଲା । ତାର ପରିବାର କହିଲେ ଛୋଟ ଝିଅ ଦେବୀ ଏବଂ ଛୋଟ ପୁଅ ଶିବା, ଏହି ଦୁଇଜଣ ତା ପାଇଁ ତାର ସବୁ କିଛି ଥିଲେ । ଜୀବନରେ ତାର ଲକ୍ଷ୍ୟ ଗୋଟେ ସେ କେମିତି ଛୁଆ ଦୁଇ ଟାଙ୍କୁ ଭଲ ପାଠ ପଢ଼ାଇ…

Read More

ସବୁଠୁ ସୁନ୍ଦର୍

ସବୁଠୁ ସୁନ୍ଦର କଳ କଳ ହସାନିର୍ଝରଣୀ ପରିଭାଷା।ଅପକ୍ପ ପକପ ପୁଷ୍ପିତ କଳପପ୍ରକୃତି ଦୀପତି ଵେଶା। କୋମଳ ନିର୍ମଳ ଯାମିନୀ ଶୀତଳରକ୍ତିଭ ଚନ୍ଦ୍ର ଯୋଛନା।ଆକାଶ ର ତାରା ଦୀପ୍ତି ମିଞ୍ଜି ଧରାପ୍ରୀତି ହୁଏ ଉନ୍ମାଦନା। ସବୁଠୁ ଚଟୁଳ ହଂସ ରାଳୀ ଖେଳତର୍ପଣ ଚର୍ବଣ କାଳ।ପ୍ରକୃତି ମଧ୍ୟରେ ପୋଖରୀ ଜଳରେକାକଳି ର ଗୀତ ତାଳ। ସକାଳ ଭାଷ୍କର ଚାରୁ ଉଭାଗରପ୍ରକୃତି ମଧ୍ୟରେ ଖେଳ।ସବୁଜିମା ତୀରେ ସାଗର ସମୀରେଉତ୍ଥାନ ପତନ ମେଳ। ସବୁଠୁ ସୁନ୍ଦର ପର୍ବତ ଶିଖରଯେବେ ଉଙ୍କେ ସେ ଭାଷ୍କର।ଚକ…

Read More

ଏତିକି ଯଥେଷ୍ଟ

ମୁଁ ହଜେ ନାହିଁ କି ଖୋଜା ପଡେନାହିଁନା ମୋର ଅତୀତ ଅଛି ନା ବର୍ତମାନଭବିଷ୍ୟତ ଏକ ଘନ ଅନ୍ଧାର କୋଠରୀନିସ୍ତେଜ, ନିଃଶବ୍ଦ ନିଃସହାୟର ମିଶ୍ରଣରେକିଛି ଅଶ୍ରୁ, କିଛି କୋହ, କିଛି ଅଣନିଃଶ୍ବାସୀ ପଣକୁଘାଣ୍ଟି ଚକଟି ପ୍ରସ୍ତୁତ ହୋଇଛି ମୁଁଏଣୁ , ବିଳାପର ପ୍ରଶ୍ନ ବା ଉଠିବ କେମିତି ?ତିରସ୍କାରକୁ ବଦନେ ବୋଳି ହେବାର ଅଭ୍ୟାସମୋର କେଉଁ କାଳର,ଏଥିରୁ ବା ନିବୃତ୍ତ ହେବି କେମିତିଏଇ ତ ମୋର ସର୍ବଶ୍ରେଷ୍ଠ ପୁରସ୍କାରମଥାରେ ଚନ୍ଦନ ଭଳି ମୁଁ ବୋଳି ହୁଏ କଳା…

Read More

जहां न पहुंचे रवि वहां पहंचे कवि

जहां न पहुंचे रवि वहां पहंचे कवि।चांद उतlरे धरती पे बने अनुपम छवि।।रेगिस्तान में बहा दे झरना प्यास बुझादें सभी।जहां न पहँचे रवि वहां पहँचे कवि।।हथियार उसका लेखनी भावनाएं हैं सभी।कल्पनाओं से समाहित है मन है अनुभवी।।जहां न पहंचे रवि वहां पहँचे कवि।।पतझड़ के मौसम में ले आए सावन छवि।ग्रिस्म के तांडव में वर्षl छाए…

Read More

ଗାରେ ଜୀବନ୍

ଲହଁସି କରିଗୁଟେ ଉଜଲ୍ ପଖ୍‌କେ ନୁର୍‌ବାର୍‌ଟାବିତ୍‌ଲା ଅନ୍ଧାର୍ ବେଲାର୍ ସୁର୍‌ତାଥିଆଁଖଲ୍ ଧାରେ ଜୀବନ୍‌କେଗୁଟେ କାଗଜ୍‌ଥି ଗାର୍‌ବାର୍‌ଟାସହଜ୍ ଆଏ ଭାଏଲ୍ ?ସମିଆଁ ବିତ୍‌ଲା ଉତରୁକଥାନି ବାଗିର୍ ଲାଗୁଥିବାହେ ଜୀବନ୍‌କେ ଫେର୍ ସାଉଁଟି କରିସେଥି ଆର୍ ଚାଏର୍‌ପଦ୍ ଯୁଡବାର୍‌କେଯେନ୍ ବଫୁ‌ଟେ ଦରକାର୍ ହେସିତାକେ ସଂଖ୍‌ଲି କରି ଆଏତ୍ କର୍‌ବାର୍‌ଟାସହଜ୍ ଆଏ ଭାଏଲ୍ ?ଏନ୍‌ତେହି ଗାରେ ଜୀବନ୍‌କେଚିତ୍‌ରଉ ଥିଲା ସେ ମୁନୁଷ୍କାଏଁ ଜାନେ, ଗାରେ ଗାରେ କରିକେତେବେଲେ ଭୋକର୍ ଭୁଗୋଲ୍ଦରଦ୍‌ର ଗୁଟେ ଇତିହାସଅଭାବର୍ ଗୁଟେ ପାଣ୍ଡୁଲିପିକେକେତେ ସହଜ୍‌ଥି ଲେଖି ସାରିଛେଯେନ୍‌ଟା ସହଜ…

Read More

ଧନରେ ତୋ ପାଇଁ

ମନ ଭିତର ଭାଷାକୁସହଜେ ପଢ଼ି ହୁଏନି ବାବାମନ ପଢିବାକୁ ହୃଦୟ ଲୋଡାଏକା ଚାଲୁଥିବା ପଥିକକେଉଁଠି ନା କେଉଁଠିଲୋଡୁଥାଏ କାନ୍ଧଟିଏକହି ପାରୁନଥିବା କଥାକୁତୋତେ ବୁଝିବାକୁ ହେବ ଧନ। ଗୋଟେ ଆବଶ୍ୟକତା ଲୁଚିଯାଏକେହି ଯେବେ କହେ ମୋର ଦରକାର ନାହିଁଗୋଟେ ସତ ଲୁଚିଯାଏକେହି ଯେବେ କହେ ମଜାରେ କହୁଥିଲିଟିକେ ସ୍ନେହ ଲୁଚିଯାଏକେହି ଯେବେ କହେ ମୋତେ ଫରକ ପଡୁନିଅନେକ ମନର କଥା ମନେ ଲୁଚିଥାଏକେହି ଯେବେ କହେ କିଛି କଥା ନାହିଁଦୁଃଖର ସମୁଦ୍ର ହୃଦୟରେ ଲହଡ଼ି ଭାଙ୍ଗୁଥାଏଯେବେ କେହି ହସିବାର…

Read More

ଲହ ଧାରେ

ଜୀବନ୍ ଜଂଜାଲେ ସୁଖ୍ ଦୁଃଖ୍ ଭାଇଲହ ଗୁଟକ ବୁହେନ,ସମିୟା ଜାନି ସାଙ୍ଗ ଦେଉଥିସିବୁହେନ୍ ଟା ବଡ଼ା ଉଏନ୍ ।। ଦୁଃଖିର ଦୁଃଖଥି ଝରି ସରାବନ୍ବୁହେଲେ ଲାଗେ ଉସାସ,ଛଲ୍’କି ଆଏସି ସୁଖିର ସୁଖେସବୁ ବୁହେନ ନୁ ଖାସ୍ ।। ରଙ୍ଗ୍ ରୂପ୍ ସ୍ଵାଦ୍ ନାଇଁନ୍ ଯାହାର୍ଭିନ୍ ଭିନ୍ ରକମ୍ ତାର୍,କାହାର୍ ଲାଗି ଯଦି ତତି ବାହାରେସେ ମୁନୁସ୍ ହେସି ଖାର୍ ।। ମହାପୁରୁ ଭି ତର୍’ଲି ଜାଏସନ୍ଅଛେ ତାରନୁ ଶକ୍ତି,ଗଙ୍ଗା ଯମୁନା ଲେଖେ ଆଖଲ୍ ଧାରଦେଇ କରି ପାରେ…

Read More