
ପଶାପାଲି
ଆକାଶରେ ଅଦିନିଆ ବାଦଲର ସମାହାର । ପ୍ରଚଣ୍ଡ ରୌଦ୍ରତାପରେରେ ସନ୍ତାପିତ ପ୍ରାଣ । ବହୁ ଲୋକଙ୍କ ମନରେ ଏକ ଆଶା ଓ ଆଶ୍ୱାସନାର ବାର୍ତ୍ତା ବହନ କରି ଆସୁଛି ମେଘ । ଅସରାଏ ବର୍ଷା ହେଲେ ଶାନ୍ତ ଶିତଳ ହେବ ମହୀ । କିନ୍ତୁ ସରୋଜ ଆକାଶକୁ ଦେଖି ଭୟ ପାଇ ଯାଉଛି । ମନେ ମନେ ଇଷ୍ଟ ଦେବୀଙ୍କୁ ସୁମରଣା କରୁଛି । ମେଘ କିପରି ଚାଲି ଯାଉ । ବର୍ଷାର ରୂପ ନ ନେଉ…