ପ୍ରିୟା ପାଇଁ ପଦେ

ମୋ କବିତାର ନାୟିକା ଗୋ ତୁମେପୂର୍ଣ୍ଣିମା ରାତିର ଜନ୍ହତୁମକୁ ମୁହୂର୍ତ୍ତେ ନ ଦେଖିଲେବୁଝେ ନାହିଁ ମୋର ମନ ।ମୋ ସାହିତ୍ୟର ଅଳଙ୍କାର ତୁମେସର୍ବ ଶୋଭାର ଗୋ ସଦ୍ମମୋ ହୃଦୟର ରାଣୀ ଅଟ ତୁମେସରସୀ ଜଳର ପଦ୍ମ।ମୋ ଲିଖନୀର ଭାବନା ଗୋ ତୁମେସୁଖ ଦୁଃଖର ସାଥୀଗଭୀର ପ୍ରେମର ଲାବଣ୍ୟ ଗୋ ତୁମେମନେ ପଡ ଦିନ ରାତି।ମୋ ଜୀବନର ଆଧାର ଗୋ ତୁମେଖିଲି ଖିଲି ଦିଅ ହସିମୋ ପ୍ରେମ ସଙ୍ଗୀତର ମିଠା ସ୍ୱରହେଇକଣ୍ଠ ରେ ଯାଅ ଗୋ ବସି ।…

Read More

ଡ଼ର୍ ଲାଗ୍‌ସି ମତେ

ଡ଼ର୍ ଲାଗ୍‌ସି ମତେ ସପନ୍ ଦେଖ୍‌ବାର୍ କେ,ଭାଏଲ୍ ସେ ସପନ୍ ସବୁ ଭାଂଗି ଛିନ୍ ଛତର୍ ହେଇଯିବା…,ବନିହାନ୍ ଡ଼ର୍ ଲାଗ୍‌ସି ଦଂଗ୍ ଦଂଗ୍‌ଉଥିବାର୍ ଜୁଏ କେଭାଏଲ୍ ମୋର୍ ଭଲିଆ କୀରା କେ ଜଲେଇ ପୁଡ଼େଇ ଦେବା…!!ରଗ୍ ରଗଉ ଥିବାର୍ ଅଂଗାର୍ କେ ଭି ଡ଼ର୍ ଲାଗ୍‌ସି,ଭାଏଲ୍ ମୋର୍ ପଏଚାନ୍ କେ ଖାର୍ କରିଦେବା….!!ତତ୍‌ଲା ପାନି ଘର୍ ନେଇଁ ପୁଡ଼େ କହେସନ୍ହେଲେଁ ଘରର୍ ଭର୍‌ସା କେ ତ ଲଟ୍‌ପଟେଇ ଦେସି,ତ ତତ୍‌ଲା ପାଏନ୍ କେ ନି ଡ଼ରି କରି…

Read More

ସୁନାରି ଆରୁ ସୁନା

ବୈଶାଖ ମାସର ଖରା, ଆର ବାଘ ନାଇଁ ଖାଏ ଚରା।ଏଗାର ବଜେ ବେଲା ର ତିରପଟ ଖରା , କଇଁଲି ଝାଉ ମାରୁଛେ ଫୁର ଫୁର୍। ବଲାଙ୍ଗୀରୁ ସାଢେ ଆଠ କେ ଡାଇରେକ୍ଟ କଣ୍ଟାବାଞ୍ଜି ବସ ବସଲି ଯେ, ଦସ ବଜେ କେ ପାଟଣାଗଡ ପହଚି ଗଲା। ଦୁଇ ମିନିଟ ରାମଜୀ ଛକେ, ଦସ୍ ମିନିଟ ବସ ଷ୍ଟାଣ୍ଡ ନେ ଆର୍ ଦୁଇ ମିନିଟ କଲେଜ ଛକେ ଅଟକିଲା କେ ସିଧା ଛାଡଲା ଜେ ସାଢେ ଏଗାର…

Read More

ମୋତେ ଭୁଲିଯିବନି ମୁନୁ

ଦିନକର ନିଜ କର୍ତ୍ତବ୍ୟ ସାରି ଫେରି ଯାଉଥାନ୍ତି। ରକ୍ତିମ ଆଭାରେ ପଶ୍ଚିମାକାଶ ଅଧିକ ସୁନ୍ଦର ଦେଖାଯାଉଥାଏ।ଶୀତୁଆ ପବନ ହାଲୁକା ହାଲୁକା ଭାବେ ଆସି ଦେହରେ ବାଡେଇ ହେଉଥାଏ। ଉପର ଛାତରେ ନୀରବରେ ମାଧବ ବାବୁ ବସିଥାନ୍ତି।ମନଟି ସେଦିନ କାହିଁକି ଅଜଣା ଭାରାରେ ଭାରାକ୍ରାନ୍ତ ଥାଏ। ହାତରେ ଡାଏରୀ ଓ କଲମ।କିନ୍ତୁ ଲେଖିବାକୁ ଇଚ୍ଛା ନାହିଁ। ଅନେକ ଚିନ୍ତା ମୁଣ୍ଡ ଉପରେ।ଆଜିର ପରିସ୍ଥିତିରେ ଘର ଚଳାଇବା କି କଷ୍ଟ।ଓହୋ ! ବେସରକାରୀ ଚାକିରୀ।ଦରମା ମାପଚୁପ। ହିସାବରେ ହିଁ ଚଳିବାକୁ…

Read More

ଅଧୁରା ପ୍ରେମ କାହାଣୀ (୨ୟ ଭାଗ )

ଆମେ ପ୍ରଥମ ଭାଗ ରେ ଦେଖିଲେ ଆକାଶ ଯୋଉ ବର୍ଷା କୁ ନିଜ ଠୁ ଅଧିକ ଭଲ ପାଉଥିଲା ତାକୁ ଆଉ ଜଣେ ଝିଅ ପାଇଁ ନିଜ ଠୁ ଦୂରେଇ ଦେଇଥିଲା । କିନ୍ତୁ ବର୍ଷା ତା ସବୁ ସ୍ମୃତି କୁ ସାଥିରେ ନେଇ ,ଆକାଶ ପୁଣି ଫେରିବ ବୋଲି ବିଶ୍ୱାସ ରଖି ଆଗେଇ ଚାଲିଥିଲା । ବର୍ଷା ଆଉ ଆକାଶ ମଧ୍ୟରେ ଦୂରତା ବଢ଼ି ଚାଲିଥାଏ । ଏମିତି ବହୁତ ସମୟ ବିତି ଗଲା ,…

Read More

ମଦ ରେ ଆଉ କେତେ ଦୁଃଖ ଦେବୁ

କୃଷ୍ମଚଦ୍ରପୂର୍ ନାମରେ ଗୋଟିଏ ଛୋଟ ଗାଁ ଥିଲା । ସେହି ଗାଁ ରେ ପ୍ରାୟତଃ ୮୦ ରୁ ୯୦ ଘର ବସବାସ କରୁଥାଆନ୍ତି ସେହି ଗାଁ ରେ ଦୁଇ ଟି ବନ୍ଧୁ ମଧ୍ୟ ରହୁଥାନ୍ତି ଗୋଟିଏ ହେଲା ଶଙ୍କରା ଆଉ ଗୋଟେ ଅଶ୍ଵିନୀ ଦୁଇଜଣ ଅତ୍ୟନ୍ତ ଘନିଷ୍ଟ ବନ୍ଧୁ । ଶଙ୍କରା ର ପରିବାର କହିଲେ ଚାରି ଜଣ, ୧୭ ବର୍ଷ ର ପୁଅ ,୧୫ ବର୍ଷ ର ଝିଅ ଓ ସ୍ତ୍ରୀ ।ଶଙ୍କରା ଓ ଅଶ୍ଵିନୀ…

Read More

ସମ୍ମୋହନ

କିଛି ଚାହିଁବା, କିଛି ପାଇବାକିଛି ଭାବନା ନଥିଲା ମନେତୁମକୁ ଦେଖିଲି, ଦେଖିଲି ସପନସପନେ ମୁଁ ନିଃସ୍ବ, ଶୁଭୁଚି ଅଟ୍ଟହାସ୍ୟତୁମେ ଛାୟାମୂର୍ତ୍ତି, ଅନ୍ଧାରଠୁ କଳାଶବ, ଶିବ ସବୁ ତୁମ ଚରଣେ ।ସପନ ନା ସମ୍ମୋହନଶିବ ନା ଶବ କିଏ ମୁଁକିଏ ତୁମେସତ କ’ଣକିଏ ଜାଣେ ! ନିଦ ଭାଙ୍ଗିନି ଆଜିଯାଏଁଆଜି ସାଜିଛି ପୂଜାରୀଟିଏମାଗୁଛି, ହାତପାତି ପ୍ରାର୍ଥନାରେତୁମକୁ ତୁମଠୁସେଇ ପ୍ରଥମ ଦେଖାରରୂପଟିଏ, ସ୍ମିତାହାସ୍ୟଟିଏଲଜ୍ଜାଶୀଳା କଳା ବଦନେ । ଅକାରଣ, ଅକାରଣ ସବୁ ଆଜିକାରଣ, ସବୁ କାରଣ ବି ଅକାରଣଏ ଜୀବନେ…

Read More

ଭୂତ ଉପାଖ୍ୟାନ

ଭୁତ ଉପାଖ୍ୟାନ ମଣିମାଳା ଙ୍କ କଥା କୁ ନାତୁଣୀ ସିନୁ ଆଁ କରି ପିଇ ଯାଉଥାଏ ଖାଲି l ମଝି ମଝି ରେ କଥା ଟା ଟିକେ ନିରସ ମନେ ହେଲେ ପ୍ରଶ୍ନ ଗୋଟେ ଗୋଟେ ପଚାରୁ ଥାଏ ଯେ ପୁଣି ଗପ ଟି ନୂଆ ଦିଗ ରେ ମୁହାଁଉଥାଏ l —ମା ଭୁତ ଦେଖିବାକୁ କେମିତି ? —ଭୁତ ହେଉଛି ଗୋଟେ ଛାଇ l — ହେଲେ ତୁମେ କହିଲ ଯେ ଭୁତ ପୁଣି ମଣିଷ…

Read More