
ସମିଆଁ ରହିଛେ ସାକ୍ଷୀ
ସୁନ୍ଦର୍ ଲାଗ୍ସି କାନେ ଶୁନ୍ଲେଗୁଁଗୁଁ ନାଦିଆର୍ ବଜାଗାଁଆ ମଝାଖୁଲି ସର୍ ମଙ୍ଗଲାଯଦି ପାଉଥିବେ ପୂଜା ।ବେଲ୍ ବୁଡ଼ିଗଲେ ମନ୍ଦିର୍ ଭିତ୍ରୁବାଜିଗଲେ ଶଁଖ୍,ଘଁଟ୍ଗିନି,ମୁର୍ଦୁଙ୍ଗ୍,ଖଞ୍ଜ୍ନିର୍ ତାଲେମଁଜି ଥାଆନ୍ ଝଟ୍ପଟ୍ଭାବେ ଅଭାବେ ଦିଆଥୁଆ ହେଇହଁସି ପକଉଥିଲା ଦୁଖି..ନାଇଁନ ଆରୁ ସେ ଆଗର୍ ଚଲନ୍ସମିଆଁ ରହିଛେ ସାକ୍ଷୀ ।। ସରୋଜ କୁମାର ସାହୁଲଇକେରା, ଝାରସୁଗୁଡ଼ା