
ବର୍ଷା ତୁମେ
ଜାଣିଛ ବର୍ଷା ତୁମେ ଆସିବବୋଲି କହି ନଥିଲ କାଲି,ତୁମ ଆସିବାର ଶବ୍ଦ ଶୁଣିମୁଁ ବାହାରକୁ ଧାଇଁ ଆସିଲି ।। ହଠାତ୍ ତୁମରୂପ ଦେଖି ମୁଁସତରେ ବହୁତ ଖୁସି ହେଲି ,ମନେଅଛି ସେଦିନ ବର୍ଷା ରେତୁମ ଛିଟାରେ ମୁଁ ଭିଜୁଥିଲି ।। ହାତେ ଛତାଧରି ପାଦ ଥାପିଥାପି ଅର୍ଦ୍ଧ ଓଦା ଚାଲୁଥିଲି,ତୁମ ପ୍ରକୁତିକୁ ଦେଖିତୁମସାଥେ ଭିଜି ଗୀତ ଗାଉଥିଲି।। ବର୍ଷା ତୁମ ଭିଜା ପଣତରେମନର ଅସ୍ତିତ୍ୱ ଭୁଲିଗଲି ,ପବନର ବେଗ ସାଥେ ତୁମସ୍ପର୍ଶେ ବର୍ଷା ସ୍ଵାଦ ପାଇଗଲି ।।…