Year: 2024

ମାଁ
କେଉଁ ମାଁ କଥା କହିବି ତୁମକୁ ଉଭୟେ କରୁଣାମୟୀ ଜଣ କ ଗର୍ଭରୁ ଜନମ ହୋଇଛି ଆଉ ଜଣେ ମହାମାୟୀ। ଶରତ ଋତୁର ପାର୍ବଣ ଉତ୍ସବ କାଶତଣ୍ଡି ସଜାଇଛି ନିର୍ମଳ ଗଗନ ନୀଳ ରଙ୍ଗ ନଭ ସବୁଜ ଧରା ଦିଶୁଛି। ଏହି ଋତୁ ମଧ୍ୟେ ଆସିଥାଏ ମାଆ ନବରାତ୍ର ଦୁର୍ଗା ପୂଜା ଆଲୋକ ସଜ୍ଜିତ କୋଳାହଳ ମୟେ ଉଡାଇ ବିଜୟ ଧ୍ଵଜା। ଗୃହେ ଥିବା ମାଆ ସର୍ବସ୍ବ ଦେଇଛି ନିଃସ୍ଵାର୍ଥପର ସେବାରେ ମିଛେଇ ମାଆଟି ମିଛ କହି…

ଜଗତ୍ ଜନନୀ
ଜଗତ୍ ଜନନୀ ମା ଗୋ ତୁଇଆସିଛୁ ଆଏଜ୍ ଇ ଧରା,ତୋର୍ ବାଟ୍ କେ ଟାକି ରହିଥିଲେସଭେ ବଛର୍ ସାରା ।।ଦୁନିଆଁ ଆଏଜ୍ ଭରିଗଲାନପାପର୍ ଭାରେ ଘଡାଦେଖ୍ ତ ମୁନୁଷ୍ କେତେ ଉତ୍ ପାତ୍ହେଉଛନ୍ ସତେ ବଢା ।।ପିନ୍ଧନ୍ ଉଢନ୍ ସଫା ଚକ୍ ଚକ୍ଦେଖ୍ ତ ଘାଏ ଆଏଜ୍ମନ୍ ଟା ପର୍ ଛା କଲା ତକ୍ ତକ୍ଗଢ୍ ମାଁ ରାମ୍ ରାଏଜ୍ ।।କପଟ୍ ଛନ୍ ଭରି ରହିଛେକର୍ ସି କେତେ ପୂଜା ,ମା ସମ୍ କୁ ତୁଇ ତ…

ମା
ମା.. କେବଳ ମାଆ!ଯେତେ ଚାହିଁଲେ ବି ଲେଖି ହେବନାହିଁତା’ ଜାଗାରେଆଉ କାହାର ନାଆଁ। ତାର ଗାଳିବଡ଼ ଦାଣ୍ଡର ଧୂଳିକାନି ପଣତଶିରୀମନ୍ଦିର ର ନେତ। ତା’ର ଭଲ ପାଇବା ଆଉ ସ୍ନେହକେଉଁ ଗୁଣରେ ବିକୈବଲ୍ୟ କଣିକା ଠୁ କମ୍ ନୁହଁ । ସାକ୍ଷାତ କଳ୍ପବଟନିଜେ ଜଳିଜଳି ପୁରା କରୁଥାଏପ୍ରତିଟି ମୁହୂର୍ତ୍ତେଆମ ଅସରନ୍ତି ଅଳି ଅଝଟ। ମୁକ୍ତି ମଣ୍ଡପରମୁକ୍ତ ସଂସ୍କାର ଟିଏ ମାଆଜୀବନ ନଈରେପାର ହେବା ପାଇଁ ଏକମାତ୍ର ରାହା। କହିପାର ତାକୁସେବା ଓ ମମତାର ପ୍ରତିମୂର୍ତ୍ତିଅନାସକ୍ତ ସନ୍ଥଟିଏମୁଁ କିନ୍ତୁ…

“ମାଁ”
ନମସ୍ତେ ନମସ୍ତେ ମାଗୋ ଦୁର୍ଗତିନାଶିନୀନମସ୍ତେ ନମସ୍ତେ ମାଗୋ ସଙ୍କଟହାରିଣୀ।।ମହାମାୟୀ, କାତ୍ୟାୟିନୀ ମାଗୋ ଦଶଭୁଜାଧରାଧାମେ ନାନା ରୂପେ ମାଗୋ ପାଉ ପୂଜା।।ଶିବଙ୍କ ଘରଣୀ ମାଗୋ ଉମା ହୈମବତୀମହାଶକ୍ତି ଯୋଗମାୟା ମାଗୋ ଶୈଳପୁତ୍ରୀ।।ନମସ୍ତେ ନମସ୍ତେ ମାଗୋ ମହିଷାମର୍ଦ୍ଦିନୀନମସ୍ତେ ନମସ୍ତେ ମାଗୋ ଜଗତ ଜନନୀ।।ସତ୍ୟ ଯୁଗେ ମହିଷାର ଅତ୍ୟାଚାର ପାଇଁଅଗ୍ନିସମ୍ଭୁତା ରୂପରେ ମରତେ ଓହ୍ଲାଇ।।ହୀନମତି ପାପିଷ୍ଠକୁ କରିଲ ନିଧନପାପ ନାଶି କରିଥିଲ ଜଗତ କଲ୍ୟାଣ।।ଦ୍ୱାପରରେ ଶ୍ରୀରାମ ଯେ ତୁମ ପୂଜା କରିଉଦ୍ଧରିଲେ ମାତା ସୀତା ଦଶାନନ ମାରି।।ଖଣ୍ଡା ଖର୍ପରଧାରିଣୀ କାଳୀ ମହାକାଳୀଭୈରବୀ…

ବହି ଟିଏ ମୁଁ
ମୁଁ କ୍ଲାନ୍ତ ପଥିକର ପାନ୍ଥଶାଳା ଟିଏଲିପ୍ତରୁ ନିର୍ଲିପ୍ତତାର ପଥ ଟିଏମୁଁ ଅପ୍ରାପ୍ତିରୁ ପ୍ରାପ୍ତିର ଗନ୍ତବ୍ୟ ଟିଏନାସ୍ତିକରୁ ଆସ୍ତିକର ବାଟ ଟିଏଶୂନ୍ୟତାରୁ ପୂର୍ଣ୍ଣତାର ଶିଖର ଟିଏମୁଁ ତମସାରୁ ଜ୍ୟୋତିର ମାଧ୍ୟମ ଟିଏଏନ୍ତୁଡିରୁ ଅଙ୍ଗାରର ରହସ୍ୟଆଉ ସୃଷ୍ଟି ସଂରଚନାର ଭେଦ ଟିଏଅହଂରୁ ଓଁକାରର ଶଙ୍ଖନାଦ ଟିଏଅଶିକ୍ଷାରୁ ଶିକ୍ଷାର ଦୀପଶିଖା ଟିଏଜୀବନ ଜିଇଁବାର କଳା ଟିଏ ମୁଁଜୀବନ ଡଙ୍ଗାକୁ ବୋହି ନେବାର ଗୁରୁ ଟିଏ ମୁଁ…ମୁଁ ବହି ଟିଏ….।। ମୁଁ ପ୍ରେମ ପରିଣୟର ଗୀତି ଟିଏମୁଁ ସାତ ସୂରର ମଧୂର ମୁର୍ଚ୍ଛନା…

କି ଅବୁଝା ଏ ବର୍ଷା ?
ଅଣ୍ଟା ନୁଆଇଁ ମାଟିର ବାସ୍ନାରେନିଜର ଦମ୍ଭ ହାରି ଥିବାକେଇ ବିଡ଼ା ନୁଖୁରା ନଡ଼ା ଛପର ପିଠିରେକେମିତି ଦୁଲ୍ ଦୁଲ୍ ନାଚୁଛିତା ପାଦ ର ଘୁଙ୍ଗୁର ଖୋଲିମୁଁ ଦେଖୁଛି ସେ ତା ଇଛାରେ ନାଚେମୋ ସାମ୍ନା ଘର ବାଲକୋନୀ ରେପୁଣି ସେ ମନ ଭରି ନାଚେ, ବୁଲା ଗୋରୁ ଙ୍କଖୋଲା ପିଠିରେ, ସରୁ ସରୁ ଧାନ ପତର ରକଅଁଳା ଛାତିରେ,କେବେ ଦିନରେ ତକେବେ ପୁଣି ରାତିରେ।କି ଅବୁଝା ଏ ବର୍ଷାଟିକେ ବି ଦୟା ନାହିଁ ତା ମନରେଗୋଡ଼ କଚାଡି…

वक्त कहां बुरा होता है
वक्त कहां बुरा होता हैबुरा तो में थाउस वक्त भी और आज भीबुराई को बुराबता ना पायारोया तब भीजब अनके खुशी में खुश हुआरोया आज भीजब अपने आपको तन्हा पायालिखकर कहां कोई आजाद हुआखामोशियों सेख़ामोश जुबां होती हैवक्त तो बेजुबान हैइनपर आखिर कोन तोहमत लगाया TAFIZUL

ତୁମର ମନେ ଅଛି ନା??
ତୁମର ମନେ ଅଛି ନା??ତୁମ ସହ ସମୟ ବିତାଇବା ଲାଗିଚା ପିଇବା ବାହାନାରେ୧୦ କିଲୋମିଟର ଯିବା?? ତୁମର ମନେ ଅଛି ନା?ଆଳସୁଆମି ଯୋଗୁଁ ଡେରିରେଉଠୁଥିବା ଝିଅକୁଘଣ୍ଟା ଘଣ୍ଟା ତା ହଷ୍ଟେଲ ତଳେ ଅପେକ୍ଷା କରିବା?? କେବେ ରାଗ ଅଭିମାନରେ କଥା ନ ହେଲେତାକୁ ମନେଇବାକୁ ଦିନ ରାତି ଏକ କରି ଦେବା??ତାକୁ ଚାଲିବାକୁ କଷ୍ଟ ଲାଗେ ବୋଲିହଷ୍ଟେଲକୁ ଖାସ୍ କରି ତା ପାଇଁ ବାଇକ୍ ଆଣିବା ??ତାର ପ୍ରତିଟି ଛୋଟ ବଡ଼ ସମସ୍ୟାକୁ ନିଜର ଭାବିବା??କେହି ତାକୁ…