
ଚାହା ବିକୁଥିବା ପିଲାର୍ ସପନ୍
ଚାହା ଚାହା ରଡି ଥିରେଲ୍ ପ୍ଲାଟଫରମ୍ ଗର୍ ଜେଇ ଦେଉଛେ,ଦୁଇ ପଏସାର୍ ଲାଗିଜୀବନ୍ ଟା ବାଜି ଲଗେଇଛେ ,କାଲ୍ ଛୁଇଲେ ଲୁହା ରାକ୍ଷସଟାଯେଚାପି ଦେବାଇ କଥା ଟା ସଭେ ଦେଖୁଛନ୍ ,ବୁଢା ବାପ୍ କେ ବିଡିଗୁଟେଆଉବୁଢୀ ମା’କେ କପଟା ଟେଘିନି ଦେବାର୍ ଆଘ୍ ରୁସଭେ ମରିଗଲେ ନ ।ଇ ପ୍ଲାଟଫରମ୍ ଟାଏକା ତାର୍ ମା ବୁଆ ,ଅଟ୍ କୁ ଅଟ୍ କୁ ନରଦି ଯାଉଛେବାବୁ, ଭାୟା, ଆଁଗିଆ ,ହଜୁରନୁକପ୍ ଟେ ବଢେଇ ଦେଉଛେ ।ବରସ୍ ଯାକର୍ ଯାତ୍ରା…