ନାରୀ

ପ୍ରକୃତିର ଅନ୍ୟଏକ ରୂପାନ୍ତରିତ ରୂପ ହେଉଛି ନାରୀ ସେ ଜଗତ ଜନନୀ ।ସେ ଶକ୍ତି ସ୍ୱରୁପିଣୀ।ସେ ଶାନ୍ତି ତୃପ୍ତିମୟୀ ଦେବୀ ପାର୍ବତୀ ।ସେ ଧନରେ ଲକ୍ଷ୍ମୀ ଓ ବିଦ୍ୟାରେ ସରସ୍ଵତୀ। ଯାହା ଠାରୁ ସକଳ ଜୀବଜଗତ ଜାତ ,ସେ ନାରୀ ପ୍ରକୃତି ଠାରୁ ରୂପାନ୍ତରିତ ।ସେ ଅତୀତ , ସେ ବର୍ତ୍ତମାନ ଏବଂ ସେ ଭବିଷ୍ୟତ ,ସେ ସେ ବୋଲି ନାରୀ ‘ସର୍ବ ନାମ’ ପଦରେ ନାମିତ । ତା’ ବିନୁ ପୁରୁଷ ହୁଏ ହୀନିମାନ ,ତା’…

Read More

ସତର୍କ ସୂଚନା

ଦାନା ବାନ୍ଧି ଦାନା ଆସୁଛି ଟି ଅନାସମୁଦ୍ର ମଧ୍ୟୁ ବାହାରିକାଚିବ ନାଛିବ ସବୁ ଉଜାଡ଼ିବକରାଳ ରୂପକୁ ଧରି। ପବନରେ ତାର ଭାଙ୍ଗି ଘରଦ୍ଵାରଉପାଡ଼ିବ ଗଛଲତାତଳିଆ ଅଞ୍ଚଳ ଜଳମଗ୍ନ କରିକରିବ ଭାରି ହୀନସ୍ତା। ଜରାଜୀର୍ଣ୍ଣ ଘରେ ସମ୍ପଦ ମୋହରେନ ରୁହ କେହି ବି ଜନଟଙ୍କା ସୁନା ଠାରୁ ଜୀବନ ଆମରଶତ ଗୁଣେ ମୂଲ୍ୟବାନ । ଜୀବଥିଲେ ଧନ ଅରଜିବ କେତେସୁରକ୍ଷିତେ ଆଗେ ରୁହଜୀବନ ଆଗରେ ଯେତେ ଧନରତ୍ନମୂଲ୍ୟବାନ କେବେ ନୁହଁ। ଗାଈଗୋରୁ ଯେତେ ପୋଷା ଜୀବଜନ୍ତୁଆସିବାର ବେଳେ ସାଥେଘେନିଆସ…

Read More

ନିଶା

ଲୋକ୍ କହେସନ୍ ମତେ….ମୁଇଁ ବହୁତ୍ ସୁତର୍ ପିଲାମଦ୍ କୁଷୁନା କିଛି ନିଶା ନାଇଁ କରେଁକିଏ ବୁଝାବା ତାହାକୁ…ତୋର୍ ପିରତି ନିଶା ମତେ ଘାରିଛେ… ତୋର୍ ଆଖିର୍ ନିଶା…ମତେ ମତୁଆଲ୍ କରିଛେ…!ସେ ନିଶାନୁ ଉତିରି ନାଇଁ ପାରବାର୍ଫେର୍ କାଏଁ ଦରକାର୍ ମହୁଲି ନିଶାଯେନ୍ ନିଶା ଉତିରି ଯିବା….. ଦରକାର୍ ନାଇଁ ଅଲଗ୍ ନିଶାତାକର୍ ସାଙ୍ଗେ ଉଠାବସାମତେ ତୋର୍ ନିଶା ଘାରିଥାଉମରବାର୍ ତକ୍ ନାଇଁ ଉତୁରୁ କେଭେଁ। ତୋର୍ ନିଶାଥି ମୋର୍ ଜୀବନ୍ ସରୁଫଗୁନ୍ ଆସୁ ଫଗୁନ୍ ଫିରୁହେଲେଁ ନିଶା…

Read More

ଆମ ଗାଁ ରାସ୍ତା

ସବୁବେଳେ ଆପଣା ଆପଣା ଲାଗେଆମ ଗାଆଁ ରାସ୍ତା,ଗାଁ ମଝି ଦାଣ୍ଡରୁ ଲମ୍ବିଲମ୍ବିନିଜକୁ ମିଶାଇ ଦେଇଛିରାଜପଥର କଂକ୍ରିଟ ଛାତିରେ…!ସେଇଠି ତା’ର ଭବିଷ୍ୟତଅଟକି ଯାଇଛିଜୀର୍ଣ୍ଣଶୀର୍ଣ୍ଣ କଳେବର ନେଇ,ନା ଆଗକୁ ଯାଇପାରୁଛିନା ପଛକୁ ଫେରିପାରୁଛି…! ଛୋଟ ବେଳେ ଏହି ରାସ୍ତାଆମ ସହ ଖେଳୁଥିଲାସକାଳରୁ ସଞ୍ଜ ଯାଏଶୀତ ଖରା ବର୍ଷା ପରିଯ୍ୟନ୍ତନିଜ ଧୂଳି ଧୂସରିତ ଚଉଡା ଛାତିରେଆମକୁ କୋଳେଇ…! ତା’ ସରଳିଆ ପଣରେଛନ୍ଦକପଟ ନଥିଲା,ଗାଁ ଝିଅ ବୋହୁ ଜ୍ଞାତି ପରିଜନସମସ୍ତଙ୍କୁ ନିଜ ବକ୍ଷେପାଇଉଲ୍ଲସିତ ହେଉଥିଲା ନିତି ପ୍ରତିଦିନ…ଶବହୋଇ ତାରିଦେଇ ଯିଏ ଯାଉଥିଲାମର୍ମାହତ ହୋଇ…

Read More

ସ୍ମୃତିରେ ପିତୃପ୍ରତିମ

ସୁମନ ସୌରଭ ଆଣିଲା ଗୌରବତୁମ କରସ୍ୱର୍ଶେ ଶିଳ୍ପୀଆଙ୍କିଗଲ କେତେ ନାନା ଜାତି ଚିତ୍ରହୁଏନାହିଁ ତାହା କଳ୍ପି ମରିଭୂମେ ମଧ୍ଯେ ଗୋଲାପ ଫୁଲରମେଳଣ ମଞ୍ଜୁଳ ଶୋଭାଘନ ତମିସ୍ରାରେ ଆଲୋକର ବହ୍ନିବିକାଶିଲା ତାର ଆଭା ଶିକ୍ଷାର ମନ୍ଦିରେ ଉନ୍ନତ ଶିରରେଉଡିଲା ବିଜୟ ଧ୍ୱଜାଭାଷା ସାହିତ୍ୟର ସୁଦୃଢ ସାରଥିରାଗ ଅଳଙ୍କାର ସଜା ଅବେଳେ ପଡିଲ କାଳଯମ ହାତେଝୁରେ ଏଠି ମନ୍ଦାକିନୀଝୁରେ ଗଂଗାଧର ମହା ବିଦ୍ୟାଳୟବୁଢାରଜା ସୁହାସିନୀ ଗୋଲକ ବାସିନୀ କୋଳେ ଧରିଥାନ୍ତୁଆତ୍ମା ପାଉ ସଦଗତିନିଳାଚଳ ନାଥ ଅନାଦି ପୁରୁଷଯାଚିଦେଉ ଗୋ ମୁକତି…

Read More

ସରିତା

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ଆସିଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛତ୍ରୀମାନଙ୍କ କରତାଳିରେ ପ୍ରକମ୍ପିତ ହେଲା ନବ ନିର୍ମିତ ଟାଉନ୍ ହଲ୍, ଯେତେବେଳେ ଭାଷଣ ପ୍ରତିଯୋଗିତାର “ମିଶନ୍ ଶକ୍ତି ” ପ୍ରସଙ୍ଗ ଉପରେ ଭାଷଣ ଆରମ୍ଭ କଲା ସରିତା। ରାଜପୁର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ସରିତା। ସେ ସରଳ, ଚୁପଚାପ୍ କିନ୍ତୁ ଭାଷଣ ଦେବାରେ ଅତି ଚମତ୍କାର। ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ଆଜି ଜିଲ୍ଲା ସ୍ତରରେ…

Read More

ମୁଠାଏ ସ୍ମୃତି

ସମୟ ର ସୁଏ ଜୀବନ କାହାଣୀବହିଯାଏ କେଡେ ବେଗେଆଜି ଚାଲିଯାଏ ନିଜକୁ ହଜାଇଅତୀତ ର ଫର୍ଦ୍ଦ ପରେ.ମଣିଷ ଜୀବନେ ଅତୀତ ଅଟଇସ୍ମୃତି ର ଅମାର ଘରନିଃସଙ୍ଗ ଜୀବନେ ପ୍ରବୋଧନା ଦିଏହୋଇ ଏକ ସହଚର.ସୁଖ ଦୁଃଖ ମିଶା ଅନେକ ସ୍ମୃତି ଯେମାନସେ ଥାଏ ସଞ୍ଚିତଭୁଲି ହୁଏ ନାହିଁ ଜୀବନ ରେ ତାକୁପାଉଁଶ ହେବା ପର୍ଯ୍ୟନ୍ତ.ଦରଦୀ ଜୀବନେ ଏଇ ସ୍ମୃତି ସତେଜୀବନରେ ହୁଏ ସାଥିସ୍ମୃତି କୁ ଅଣ୍ଡାଳି ସମୟ ସୁଅ ରେଚାଲେ ସେ, ନ ପଡି ଥକି.ମୁଠାଏ ସ୍ମୃତି ର…

Read More

ଜୀବନ୍ତ ମୃତ୍ୟୁ

ଲୋକଟା ର ମୁହଁ ଜଳ ଜଳ ହୋଇ ଦିଶୁଛି l ପ୍ରଥମେ ତ ଚିତ ପଟାଙ୍ଗ ହୋଇ ପଡ଼ି ଯାଇଥିଲା ଏବଂ ଲହରୀ ପରେ ଲହରୀ ଆସି ଲୋକଟି କୁ ଯେତେବେଳେ ଉଠା ପକା କରୁଥିଲା ସେତେବେଳେ ଅଗସ୍ତି ର ଦୁଇ କାନ ଖାଲି ଆଖ ପାଖ ଲୋକଙ୍କ କୋଳାହଳ ରେ ବଧିର ହେବାକୁ ଯାଉଥିଲା l ତାକୁ ବଞ୍ଚାଅ…ତାକୁ ବଞ୍ଚାଅ ଧ୍ୱନି ରେ ସ୍ଥାନ ଟି ପ୍ରକମ୍ପିତ ହୋଇ ଯାଇଥିଲା l ଏଭଳି କେତେ ଦେଖିଚି…

Read More

ସମିୟାଁ

ସମିୟାଁ କାଏଁ ଗାଡିଥି ଆଏସି ଯେ ଜୁଗିଛୁସମିୟାଁ ତ ଗୁଟେ ମାୟା ୟେକାଲି ବି ଥିଲାଆଜି ବି ଅଛେକାଲି ବି ଥିବାଯଉଥିବା- ଆସୁଥିବାଇଟାତୋ ପର୍ କୁତିର ଦୟା ୟେ।ସମିୟାଁ କେନ୍ ଗାଡିଥି ଆଏସି ଭାଏଲ୍ଯେ, ପଞ୍ଚର୍ ହେଲେ କେନ ରହିଯିବାଯାନିଥା, ଘଡିର କଣ୍ଟା ଥେବି ଦେଲେବିସମିୟାଁ ଚାଳିବାର ଟା ଚାଲୁଥିବା।ତୁଇ ସିନା ଜାନସୁ ଦିନ୍, ବାର୍, ମାସ୍ ,ବଛର ତିଥିସମିୟାଁ କେଁ ଜାନସି ଖରା, ବର୍ଷା, ଶିତ୍ ରାତି।ସମିଆଁର ଗୁଡ଼ ନାଇନ ବି ଆକ୍ କେ ଯଉଛେ…

Read More

ବିରୋଧାଭାସ

ପାହାଡ ଭର୍ତ୍ତି ଅହଙ୍କାରଆକାଶ ଭର୍ତ୍ତି ଈର୍ଷା କୁ ଧରିଶାଶ୍ଵତ ପ୍ରେମର ଇଲାକା ଖୋଜିବାକଣ ବିରୋଧ ଭାସ ନୁହେଁ କି ?ସଂକୀର୍ଣ୍ଣ ତାର ଅନ୍ଧ ଗଳିରେବୃଥା ଅଭିମାନ ର ଦର୍ପଣ ବିକିବାକାମନାର ଵାରୁଦ ଗଦାରେ ଠିଆ ହୋଇଅଗ୍ନିକୁ ଆବାହନ କରିବାଅହଁ ର ଲଘୁ ଚାପକୁ ବାତଅଣ ଚାସ କରିବାକଣ ବିପରୀତ ଚେତନା ନୁହେଁ କି ? ସ୍ବାର୍ଥ ମିଶ୍ରିତ ଚେତନାର ହାଟ ରେକୁଶଳୀ ବେପାରୀ ସାଜି ବାନିଜ ଚୈତ୍ୟ ଚେତନାର ବାଣୀକୁଉପେକ୍ଷା କରିବାକଣ ନିଜ ଜୀବନକୁ ପ୍ରତି ପଦେହତ୍ୟା…

Read More