
ପ୍ରିୟାଗୋ…
ସ୍ବପ୍ନ ଦେଖିବାକୁ ଇଚ୍ଛା ହୁଏ ହେଲେରାତି ଅନୁମତି ଦିଏନିତମ ବାହୁ ର ତଳ୍ପେଶୋଇବା ଚାହେଁ ଗୋସେତକ ଟିକିଏପାଏନି….(୧)ତମ କେଶ ଗଭା ତଳବାସ୍ନାରୁ ଟିକେ ଆଘ୍ରାଣ ରୁ ଟିକେ ଭାବେସେତକ ମିଳେନିନିରାଶ ରହେପାଇବି ଆଉ କେବେ?….(୨)ଆଖିରେ ଦେଖେ ମୁଁଆକାଶକୁ ସିନାମୁଦିଦେଲେଆସେ ଅନ୍ଧାର ରାତିରଛାୟାମୋ ଶରୀର କଥାଭାବେନି ମୁଁ ଜମାତମେ ମୋର ଛାୟା…(୩)ପାଦରେ ତମର କବିତା ଛନ୍ଦଚାଲିଗଲାବେଳେଧୂଳି ଲେଖିଛି ଅନେକପଢି ମୁଁ ଅପଢା ରହିଲିତମେ ପରା ମୋରସକାଳେ ଫୁଟିବଅପେକ୍ଷାର ଫୁଲ କଢି…(.୪) Pratap RathBoudh