ହୃଦୟ ପରୀକ୍ଷା

କବି…ଡାକ୍ତର ମୋ ହୃଦୟରେ ଅନେକ ପୀଡା !ଡାକ୍ତର…କେବେ ଠୁଁ?…… ବର୍ଷ ମାସ ଦିନ ଦଣ୍ଡ କିଏ କ’ଣ ମନେ ରଖେ ?……ତଥାପି କିଛି ତ ମନେଥିବ?……ହଁ ମନେ ଅଛି ସେଦିନ କେବଳ ଦୀର୍ଘଶ୍ବାସ ହିଁ ଉଠୁଥିଲାଆଖି ଜକେଇ ଉଠିଲା…ଓଠ ଶୁଖି ଯାଉଥିଲା…ଆଉ କାହିଁଶୂନ୍ୟତା ମାରି ଗୋଡାଉଥିଲା !……ଆଶ୍ଚର୍ଯ୍ୟ ଏତେ ସବୁ ମନେ ରଖିଛନ୍ତି ତ !……ମନେ ହିଁ ତ ରଖିଛି…ତେଣୁ ବୋଧେ ହୃଦୟରେ ପୀଡା……କିଛି ବଦଭ୍ୟାସ…ପାନ ଗୁଟ୍ଖା ବିଡ଼ି ସିଗାରେଟ ମଦ……ହା..ହା..ଡାକ୍ତର !କିଏ କହିଲା ବଦଭ୍ୟାସ ?ସେମାନେ…

Read More

କଳା

କଳା ରେତୋ ରଙ୍ଗ ଦେଖିକିଏ ନାକ ଟେକେକିଏ କରେ ଗଳା ମାଳାରେକଳା ରେ ।କଳା ରେବିଦ୍ୟାଳୟ କାନ୍ଥେନେସି ହୋଇ କେବେଶିଖାଉ ବଞ୍ଚିବା କଳା ରେକଳା ରେ ।କଳା ରେରାତି କୁ ସଜେଇତୋହରି ରଙ୍ଗରେଜହ୍ନ ହସାଉଛୁ ମେଳା ରେକଳା ରେ ।କଳାରେଯିଏ କରେ ଗର୍ବତାକୁ କରୁ ଖର୍ବବୁଡାଇ ତାହାର ଭେଳାରେକଳା ରେ।କଳା ରେତୁ ଯଦି ନ ଥାନ୍ତୁସୁନ୍ଦର ନଥାନ୍ତାଦୁନିଆ ଟା ଶୂନ୍ୟ ଖଳା ରେକଳା ରେ । ହରିଶ୍ଚନ୍ଦ୍ର ମହାଳିକପାଖର, ଅନନ୍ତପୁର, ସୋରୋ, ବାଲେଶ୍ଵର୯୩୨୪୩୯୯୫୧୮

Read More

ମୁଁ’ କେଉଁଠି କେମିତି ?

ମୁଁ !ଏକ ସର୍ବନାମସସାଗରା ଧରିତ୍ରୀର ।ପ୍ରତିନିଧି,ଏ ସମାଜର ।ତୂର୍ଯ୍ୟନାଦଏକ ଚେତନାର ।ଆବିଷ୍କାରକବିଶ୍ଵବୋଧର ।ତିତିକ୍ଷାସଦାଚାରର ।ଅସୂୟାପ୍ରବଣତାର ।ଅସ୍ମିତାନିଜ ସତ୍ତାର ।ଅନୁଭବଘଟଣା କ୍ରମର ।ପ୍ରତିଜ୍ଞାକାର୍ଯ୍ୟ କାରଣରସାମର୍ଥ୍ୟମୋ କର୍ତ୍ତାପଣର।ଅନିର୍ବଚନୀୟ ପିଣ୍ଡରପ୍ରତୀକଏକ ଶକ୍ତିରଚିତ୍ରକଳ୍ପଏକ ଚିତ୍ରିତ ବିଶ୍ଵର ।କବିଟିଏଜନଜୀବନର।ଚିତ୍ରକରଆଗାମୀ କାଲିର।ମୁ ମୋର ପରିଚୟଏକ ସୀମିତ ଦୃଷ୍ଟିର । ଡଃ ସ୍ଵର୍ଣ୍ଣମୟୀ ଜେନା ଖୁଣ୍ଟିଆବରେଇପାଲିସମ୍ବଲପୁର

Read More

ମୁବାଇଲ୍ ବାଇ

ସଖାଲ୍ ହେଲେ ଖୁଜ୍ ସି ତାକେଛୁଆ ମାଏଝି କୁ କେ ପଚ୍ ରେ,ନାଇଁ ଦେଖି ଲେ ମୁହୁଁ ଟା ତାର୍ଦିନ୍ ତ ନାଇଁ ସରେ ।।କଥା କହେଲେ ଶୁଭେ ନାଇଁଦେଖୁଥିଲେ ଭିଲ୍ ଦିଶେ ନାଇଁ,ମନ୍ କେ ମନ୍ ହଁସୁ ଥିସିପାଖେ କହେଲେ ପାଖେ ବୁଝ୍ ସି ।।ମୁବାଇଲ୍ ବାଇ କଲା ସମ୍ କୁମାଇ ଛୁଆ ଆର୍ ଧନ୍ଗରା ଧାନ୍ଗରି ,ଫେସ୍ ବୁକ୍ ଥି ସାଙ୍ଗ୍ ହେସନ୍ଶାଶ୍ ଵହ ସଭେ ହେସନ୍ ବାଉରୀ ।।ଖାନା ପିନା ପାସ୍ ରି…

Read More

କଲମ

କଲମ ହିଁ ମୋ ଜୀବନକଲମ ହିଁ ବୁଝେ ମୋର ମନର ଭାବସେ ହିଁ ଜାଣେ ମୋର ଅଝଟିଆ ସ୍ବଭାବଦିଏ ନାହିଁ କେବେମତେ ସିଏ ଯେ ବିରତିତାରି ଆଦେଶେ ମୁଁ ଯେ ଲେଖେଦିନ ଓ ରାତିମୋଆଗରେ ସେ ପରା ହସିହସି ଚାଲେମୋ ମନର ଭାଷାକୁ ସେ ନିର୍ଭୟ ରେଖୋଲେନିର୍ଜିବ ଖାତାଟି ମୋର ପଡିରହି ଥାଏକଲମଟି ମୋର ତାକୁ ଜୀବଦାନ ଦିଏକଲମ ହିଁ ମୋର ଜୀବନକଲମ ହିଁ ମୋର ସାଧନକଲମ ହିଁ ମୋର ସ୍ବପ୍ନକଲମ ଟି ମୋର ଅମୂଲ୍ଯ ରତ୍ନଭାବନା…

Read More

ମଶାଣି

ସୁନନ୍ଦା ଏକ ମଧ୍ୟବିତ୍ତ ପରିବାରର କନ୍ୟା।ଘରେ ବାପା, ମାଆ, ସାନ ଭାଇ,ଭଉଣୀ। ଚାଷ ଜମି ଦୁଇ ମାଣ, ସେଇଥିରୁ ପରିବାର ଚଳେ। ଭଗବାନଙ୍କ ଦୟାରୁ ଦି ଓଳି ଖାଇବାରେ ଅଭାବ ନଥାଏ। ମାତ୍ର ଆଜିକାଲି ଦୁନିଆର ଚାକଚକ୍ୟ ଚଳଣି ସେ ପରିବାର ଭାଗ୍ୟରେ ନଥାଏ।ସୁନନ୍ଦା ବଡ ଝିଅ,ଏ ବର୍ଷ ଦଶମ ଶ୍ରେଣୀରେ ପାଖ ଗାଁ ହାଇସ୍କୁଲରେ ପଢେ।ବହୁତ କଷ୍ଟରେ ଦଶମ ଯାଏଁ ଆସିଛି। କେବେ ନୂଆ ବହି ତା’ ଭାଗ୍ୟରେ ନଥାଏ। ବାର୍ଷିକ ପରୀକ୍ଷା ନସରୁଣୁ ସୁନନ୍ଦାର…

Read More

ବ୍ୟାକୁଳତା

ଆସ,ଗାଇ ଯିବା ଜୀବନରଆତ୍ମୀୟ ଆଳାପମନ, ବନ, ଉପବନଚେତନାର ନନ୍ଦନକାନନଉପରେ ନୀଳ ଆକାଶ,ଛୁଇଁଯିବା ତାରାର ମେଖଳା ॥ ସତ୍ୟ ଓ ସ୍ୱାଧୀନତାଲୋଡ଼ା ଆଜି ଆଲୋକର ରଶ୍ମିତାଳ ଦେଇ ସମୟର ସୁରେଆଜି ବ୍ୟାକୁଳ ପ୍ରାଣରେ॥ ଲଗାଇଲା କିଏ ଏଇ ମାୟାକେବଳ ଟିକିଏ ହସ ଲୋଡ଼ା ମୋରଆଲୁଅ ଅବା ଅନ୍ଧାରରେଆସିବକି କେବେଅମୃତର ଆସ୍ଵାଦନେପରିତୃପ୍ତ ପ୍ରାଣ ମୋରଆକ୍ତା ମାକ୍ତାଫୁଲରେ ଗଢ଼ା କବିତାସମବେଦନା ଦେଇଝାଳର ବାସ୍ନାରେ,ହୃଦରେ ଜାଗୁ ସତ୍ୟର ସ୍ପନ୍ଦନସ୍ମୃତିର ବେଳାଭୂମି ପରେ ॥ କେତେବେଳୁ ଆସ୍ଥାନଜମେଇ ବସିଛିତୁମ ଦେହର ଆଲବମ୍ ପରିଶବ୍ଦ ଟିଏ…

Read More

ପାଥେୟ

ଯାଉ ପଛେ ପ୍ରାଣ ନ୍ୟାୟ ପାଦତଳେ ପଢ଼ିବି ନାହିଁ ମୁଁ ଅନ୍ୟାୟ କବଳେ। ଆସୁ ପଛେ ଯେତେ ତେତେ ବଜ୍ରାଘାତ ତଥାପି ବାଛିବି ମୁଁ ମୋହର ପଥ। ଯେଉଁ ପଥେ ଭରା ସତ ଆଉ ନ୍ୟାୟ ସେହି ପଥେ ଏକା ହେବି ମୁଁ ପାଥେୟ । ବିଳାସ ବ୍ୟସନ ଲୋଡ଼ା ନାହିଁ ମୋର ସେ ସବୁ କେବଳ କ୍ଷଣିକ ମାତର । ଜାଣୁ ଜାଣୁ ତାହା ଅର୍ଜିବି କାହିଁକି ମାନବ କି ଜନ୍ମେ ବିଳାସ ପାଇଁକି !…

Read More

ଦୀକ୍ଷା ଗୁରୁ

ମାଆର ଗର୍ଭରେ ଅନ୍ଧାର ଭିତରେଯେବେ ଆମେ ବଢୁଥିଲେ,ନର୍କ ଯନ୍ତ୍ରଣାରୁ ବଞ୍ଚିବା ପାଇଁକିପ୍ରଭୁଙ୍କୁ ସ୍ମରଣ କଲେ…. ଅନ୍ଧାର ମଧ୍ୟରେ ନବ ଯାତ ଶିଶୁକରୁଥିଲା କୁଆଁ କୁଆଁ,ଏ ନର୍କ ମଣ୍ଡଳୁ ଉଦ୍ଧାର ପ୍ରଭୂ ହେହୁଅ ପ୍ରଭୂ ମୋତେ ସାହା… ପ୍ରଭୂ ଆସିଥିଲେ ଡାକ ଶୁଣିଥିଲେକହିଥିଲେ ଗୋଟେ କଥା,ନର୍କରୁ ଉଦ୍ଧାର କରିଦେବି ତୋତେମାନିବୁ ଯଦି ମୋ କଥା… ନର୍କରୁ ଉଦ୍ଧାର କରିଦେବି ତୋତେମୁକ୍ତି ତୋତେ ଦେଇଦେବି,ମହାମନ୍ତ୍ର ଦେବି କରିଥିବୁ ଯପଡାକିଦେଲେ ଆସିଯିବି…. ଭକ୍ତର ଦୁଃଖ ଦେଖି ମହାପ୍ରଭୁହୋଇଥିଲେ ଆବିର୍ଭାବ,କାନରେ ତାହାର ଦେଲେ…

Read More

ଦାଦନ ଖଟି

ଯୋଉଛନ ହାଇଦ୍ରାବାଦ୍,ଗୋଆ ଦାଦନ ଖଟିଅଲଗା ରାଇଜେ ଗଲେ ଛାଡି ଓଡ଼ିଶାର ମାଟି।ଇ ପାଖର୍ କୁଲି ଭୁତି କେ ମନ୍ ନେଇକରିଘର ଦ୍ୱାର ପିଲା ଛୁଆ ମନକେ ପାଶରି । ଟଁକା ପଇସା କାଏଁଟା ନେଇ କରୁଛେସବୁ ଜିନିଷ ତୋ ଟଁକା ଦେଲେ ମିଲୁଛେ।ଟଁକାର ଲାଗି ଜିବାକେ ପଢୁ ଅଛେନେଇ ଗଲେ ଟଁକା ନେଇ ମିଲୁଛେ। ଜାଉଛନ୍ ଖଟି ସାନ ବଡ ସଭେଁଜନା ନେଇ ଆସବେ ଘରକେ କେଭେଁ।କଲେଜ ପଢୁଆ ପିଲା ବି ଯାଉଛେଶ୍ରମିକ ହେଇ ଖଟି ଖଟି…

Read More