
ବିଡ଼ମ୍ବନା
ଧାବମାନ ବିଶ୍ୱହା ହତାଶ,ସବୁଠି କୋଳାହଳଯେଉଁଠି ଦେଖିବମାନବ, ମାନବ,ମାନବବିଡ଼ମ୍ବନା!ମାନବିକତା କାହିଁ ? ପ୍ରତିଦ୍ବନ୍ଦିତାସୁରମ୍ୟ ତ୍ରିତଳ କୋଠାଧନ, ଜନ, ଗୋପ, ଲଷ୍ମୀଅଯାଚିତ ସୁଖ ପସରାବିଡ଼ମ୍ବନା!ଜୀବନରେ ଶାନ୍ତି କାହିଁ ? ଭଗବାନ ସବୁ ଦେଇଛନ୍ତିକରୁଣା କଲ୍ୟାଣର ଊଣା ନାହିଁବଡ଼ମ୍ବନା !ସତ୍ ଚିତ୍ ଆନନ୍ଦରେବିଶ୍ୱାସ କାହିଁ ? ମନୋରଞ୍ଜନ ସୁରୁଜାଲଆଇଁଲାପାଲି, ଧମା, ସମ୍ବଲପୁର