ଜହ୍ନ
ଟଙ୍କିକିଆ ପୁନେଇଁ ଜହ୍ନଦିନେ କେବେ ଆସେଆକାଶରେ ପହଁରୁଥାଏ । ଛିଣ୍ଡା ଜରିବସ୍ତା ଉପରେଶୋଇ ଶୋଇ ତାକୁ ସେଆଖିରେ ଛୁଏଁ । ଜହ୍ନ ବଦଳିଯାଏସତକୁ ସତ ଗୋଟିଏ ଟଙ୍କାରେମହମହ ବାସେପ୍ଲାଟଫର୍ମ ଏଣିକି । ଟ୍ରେନ୍ର ଶବ୍ଦଶୁଭେ ଦୂର ବଂଶୀ ପରିଅନ୍ଧାର ଲାଗେଜହ୍ନ ଠୁ ବି ତୋଫା । ତାରାକୁ ଅନେଇସେ ଅନୁମାନ କରେରାତି ଦି’ଟା ହେବ କି କଣ । ସକାଳେ ଚାରିଟାରେଅଠର ସତସ୍ତରୀଚଢେଇବାର ଅଛି । ଯାହା ବି ମିଳିବକିଛି ମିଶାଣ ଫେଡାଣ ପରେଏଥର ସେ ସ୍ଵପ୍ନ…