
ଭୟଙ୍କର କାଳରାତ୍ରୀ
ଆଜିବି ଦ୍ରୋପଦୀ ଉଲଗ୍ନ ଅବସ୍ଥାରେମଣିପୁର ସହର ଗଳିରେ ,ଶ୍ରୀ କୃଷ୍ଣ ତ ଏଠି କେହି ନୁହେଁହେଲେ,ଦୃତରାଷ୍ଟ୍ର ସଭେ ।। ଆଜିର ପ୍ରତିଟି ରାତିଭୟଙ୍କର କାଳରାତ୍ରୀ,ରାକ୍ଷସ ପିଶାଚଙ୍କ ରାତ୍ରୀକଞ୍ଚା ମାଂସ ରକ୍ତ ସନ୍ଧାନ ରାତି ।। କେବଳ ମୁକ୍ତ ଆକାଶ ରେ ନୁହେଁଚାରିକାନ୍ଥ ମଧ୍ୟରେ ଶିକାର ହେଉଛି,ଯେଉଁ କାନ୍ତରେ .କ୍ଷତ ବିକ୍ଷତ ଓଠ ଚିତ୍କାର କରେଭଙ୍ଗା ଵେକ ଶବ୍ଦ କୁହେ ,ଲହୁ ଲୁହ ସାଜିଭିଜେଇ ଦିଏ ଶେଜ ।।ଆଉ,ରକାକ୍ତ କୋଠରୀ ନ୍ୟାୟ ମାଗେଯିଏ ନିଜ ଜୀବନରଶେଷ ନିଃଶ୍ୱାସ ଯାଏଲଢି…