ପଡୁଛି କି ତୁମର ମନେ
ଦୁଲୁକାଏ ଶୀତୁଆ ପବନ ସ୍ପର୍ଶ କରେ ଯେବେମୋ ଶରୀରକୁହୃଦୟ ଅନୁକୋଣରେ ସ୍ମୃତି ତକଅଥୟ ହୁଅନ୍ତି ଫେରି ଯିବା ପାଇଁ ଅତୀତକୁତୁମର ମହମହ ବାସ୍ନା ବିଭୋର କରେପାଦ ଦୁଇଟି ଚଞ୍ଚଳ ହୁଏଲଂଘି ଯିବାପାଇଁ ଟାଣିଥିବା ତୁମ ରେଖାକୁ । ଶୀତୁଆ ସକାଳର କଅଁଳ କିରଣେଯେବେ ଚାହିଁ ଥାଅ ତୁମେ ଅପଲକ ନୟନେତୁମ କେଶ ବିନ୍ୟାସ ଥିଲା କି ଏକ ବାହାନାତୁମ ମୃଦୁ ହାସ୍ୟ ଓ ଆକାଶୁଝରୁଥିବା ସେ ଜହ୍ନର ରୂପେଲି ଜୋଛନାସେ ସକାଳ ସେ ସନ୍ଧ୍ୟା ସବୁପଡୁଛି କି…